Img 20250716 190318

ଏନକାଉଣ୍ଟରରେ ଟପ୍ ମାଓବାଦୀ କମାଣ୍ଡର ନିହତ

ରାଞ୍ଚି: ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରେ ବୁଧବାର ସକାଳେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ପିପୁଲ୍ସ ଲିବରେସନ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଲଏଫଆଇ)ର ଜଣେ ଟପ୍ କମାଣ୍ଡର ନିହତ ହୋଇଛନ୍ତି। ସେ ମୋଷ୍ଟ ୱାଣ୍ଟେଡ ଥିବା ବେଳେ ତାଙ୍କ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ମଙ୍ଗଳବାର ରାତି ପ୍ରାୟ ୯.୩୦ ଟା ସମୟରେ କାମଦରା ଥାନା ସୀମା ଅନ୍ତର୍ଗତ ଚାଙ୍ଗାବାଡି ଉପରଟୋଲି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ପିଏଲଏଫଆଇ ସଦସ୍ୟ ଏବଂ ସୁରକ୍ଷା କର୍ମୀଙ୍କ […]

ସଂପୂର୍ଣ୍ଣ ପଢନ୍ତୁ
Cloudbrust

ଉତ୍ତରକାଶୀରେ ବାଦଲଫଟା ବର୍ଷା; ୨୮ ପର୍ଯ୍ୟଟକ ନିଖୋଜ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷା ପରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାକୃତିକ ବିପର୍ଯ୍ୟୟରେ କେରଳର ୨୮ଜଣ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ପର୍ଯ୍ୟଟକଙ୍କ ସମ୍ପର୍କୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେରଳର ୨୮ ଜଣ ପର୍ଯ୍ୟଟକ ଗଙ୍ଗୋତ୍ରୀ ଧାମକୁ ବାହାରିଥିଲେ ଏବଂ ରାସ୍ତାରେ ଧରାଲି ଗାଁରେ ରହିଥିଲେ। ସେମାନେ ସକାଳେ ଗଙ୍ଗୋତ୍ରୀ ଯିବାର ଥିଲା, କିନ୍ତୁ ଏବେ ସେମାନଙ୍କର କୌଣସି ସନ୍ଧାନ ନାହିଁ। ନିଖୋଜ ପର୍ଯ୍ୟଟକଙ୍କ ସମ୍ପର୍କୀୟ କହିଛନ୍ତି, ଗୋଟିଏ […]

ସଂପୂର୍ଣ୍ଣ ପଢନ୍ତୁ
Modi And Kv

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

ଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ଭେଟଘାଟ୍ ।  ଓଡ଼ିଶାରେ ରାଜନୈତିକ ଉଷ୍ଣତା ।  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଉଭୟ ନେତାଙ୍କ ମଧ୍ୟରେ ୱାନ ଟୁ ୱାନ ଆଲୋଚନା ହୋଇଛି ।  ଭେଟଘାଟ୍ ବେଳେ କଣ ଆଲୋଚନା ହେଲା ତାହା ସ୍ପଷ୍ଟ ହୋଇନାହିଁ। ମୋଦିଙ୍କୁ ମହାପ୍ରଭୁଙ୍କ ମହାପ୍ରସାଦ ଦେଇଛନ୍ତି କେଭି ।  ମୋଦି-କେଭିଙ୍କ ସାକ୍ଷାତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବ ବହନ କରୁଛି ।  ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, […]

ସଂପୂର୍ଣ୍ଣ ପଢନ୍ତୁ
Pravati

ସ୍ତନ୍ୟପାନ ଯୋଗୁଁ ମା’ ହୃଦୟର ନିକଟତର ହୋଇପାରିବ ଶିଶୁ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ସ୍ତନ୍ୟପାନ ଯୋଗୁଁ ଶିଶୁ ମା’ର କ୍ଲୋଜ଼ ଟୁ ହାର୍ଟ ଅର୍ଥାତ ମା’ ହୃଦୟର ଆହୁରି ନିକଟତର ହୋଇପାରିବ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ଅବସରରେ ମତବ୍ୟକ୍ତ କରିଛନ୍ତି। ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଲୋକସେବା ଭବନ କନଭେନସେନ ସେଣ୍ଟରରେ ରାଜ୍ୟସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ତନ୍ୟପାନ […]

ସଂପୂର୍ଣ୍ଣ ପଢନ୍ତୁ
Pti08 06 2025 000104b

‘କର୍ତ୍ତବ୍ୟ ଭବନ’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଦିଲ୍ଲୀରେ ଉଦଘାଟିତ ହେଲା ସେଣ୍ଟ୍ରାଲ ଭିଷ୍ଟାର ନୂଆ କୋଠା ‘କର୍ତ୍ତବ୍ୟ ଭବନ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ତ୍ତବ୍ୟ ପଥ ସ୍ଥିତ କର୍ତ୍ତବ୍ୟ ଭବନକୁ ଉଦଘାଟନ କରିଛନ୍ତି । ଏହି ଅବସରରେ କର୍ତ୍ତବ୍ୟ ଭବନ ବୁଲି ଦେଖିଛନ୍ତି ମୋଦୀ । ଆଜି ସନ୍ଧ୍ୟା ୬ଟା ୩୦ରେ ସେ କର୍ତ୍ତବ୍ୟ ପଥଠାରେ ଏକ ସାଧାରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ଆଧୁନିକ, ଦକ୍ଷ ଏବଂ ନାଗରିକ-କୈନ୍ଦ୍ରିକ ଶାସନ ଦୃଷ୍ଟିକୋଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ […]

ସଂପୂର୍ଣ୍ଣ ପଢନ୍ତୁ
Vigilance Raid

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡିବନ୍ଧୁ ବେହେରା

କେଉଁଝର :ଭିଜିଲାନ୍ସ  ଜାଲରେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ଉପଜିଲ୍ଲାପାଳ ବନ୍ଦୋବସ୍ତ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡିବନ୍ଧୁ ବେହେରା ।  ଜଣେ ବ୍ୟକ୍ତିଙ୍କ ଠାରୁ ଅମିନ ରିପୋର୍ଟ କରି ଦେବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ତାଙ୍କର ସରକାରୀ ଅଫିସ୍ ଓ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।  ପାଟଣା ତହସିଲ୍ ଚିନାମାଳିପଶି ଗାଁର ସୁଶୀଲ୍ ମହାନ୍ତଙ୍କର ଏକ ଜମି ପାଇଁ ଅମିନ୍ ରିପୋର୍ଟ […]

ସଂପୂର୍ଣ୍ଣ ପଢନ୍ତୁ
Untitled 1 Copy

ଜଗନ୍ନାଥ ଚେତନା ବାଣୀ

ଶ୍ରୀଜଗନ୍ନାଥ ହେଉଛନ୍ତି ସମସ୍ତ ବିଗ୍ରହଙ୍କର ସୃଷ୍ଟି କର୍ତ୍ତା ଓ ସମସ୍ତ ବିଗ୍ରହ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ଅଂଶ ବିଶେଷ। ଏହି ଚତୁର୍ଦ୍ଧାମୂର୍ତ୍ତି ଚାରିଗୋଟି ଭିନ୍ନ ଭିନ୍ନ ହେଲେ ହେଁ ସେମାନେ ଅଦ୍ବୟ ପରଂବ୍ରହ୍ମଙ୍କର ଚତୁର୍ବିଧ ପ୍ରକାଶ। ତେବେ ଭକ୍ତଟିଏ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ମନରେ ସ୍ବତଃ ପ୍ରଶ୍ନ ଉଠେ,ଶ୍ରୀଜୀଉମାନଙ୍କ ବିଗ୍ରହ ଏପରି ଅସଂପୂର୍ଣ୍ଣ ହେବାର କାରଣ କ’ଣ ହୋଇପାରେ ? ଯେଉଁ ଶକ୍ତି ହସ୍ତପଦ ନଥାଇ ମଧ୍ଯ ସର୍ବାଧିକାରୀ, ଚକ୍ଷୁ ନଥାଇ ସର୍ବ ଦର୍ଶୀ,କର୍ଣ୍ଣ […]

ସଂପୂର୍ଣ୍ଣ ପଢନ୍ତୁ
Fire 3

ଜଳିଗଲେ ଯୁବତୀ, ବ୍ଲାକ୍‌ମେଲିଂ କରୁଥିଲେ ପ୍ରେମିକ !

ପଟ୍ଟାମୁଣ୍ଡାଇ : ଘର ଭିତରେ ଜଳିଗଲେ ଯୁବତୀ ।  ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇଠାରେ ଘଟିଛି ।  ସୂଚନାନୁସାରେ କିରୋସିନ ଢାଳି ହୋଇ ଛାତ୍ରୀ ଜଣଙ୍କ ଜୀବନ ହାରିଛନ୍ତି ।  ତେବେ ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ ବୋଲି ଜଣା ପଡିଛି । ସେ ନିଜେ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ଜୀବନ ହାରିବା ପାଇଁ କହିଛି  ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳି […]

ସଂପୂର୍ଣ୍ଣ ପଢନ୍ତୁ
ମକ୍ତକ୍କମ

ଗ୍ରାଣ୍ଡ ରିସେପ୍ସନ ଦେଲେ ପିନାକୀ-ମହୁଆ

ନୂଆଦିଲ୍ଲୀ : ଜର୍ମାନୀରେ ବାହା ହେଲେ, ଆଉ ଦିଲ୍ଲୀରେ ରିସେପ୍ସନ ଦେଲେ । ଦେଶର ଏହି ଓଲ୍ଡ କପଲ୍ ବା ବୃଦ୍ଧ ଦଂପତ୍ତି ନିଜ ବାହାଘରକୁ ନେଇ ଗତ ମାସରେ ଖୁବ୍ ଚର୍ଚ୍ଚାରେ ସାଉଁଟିଥିଲେ । ଆଉ ମଙ୍ଗଳବାର ରାତିରେ ଏହି ପିନାକି-ମହୁଆ ଯୋଡ଼ି ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କ ରିସେପ୍ସନ ଭୋଜି ଦେଇ ପୁଣି ଚର୍ଚ୍ଚାରେ । ଦଳମତ ନିର୍ବିଶେଷରେ ଶହ ଶହ ହାଇ ପ୍ରୋଫାଇଲ୍ ରାଜନେତା , ନେତ୍ରୀମାନେ ଏହି ପାର୍ଟିରେ ଯୋଗ […]

ସଂପୂର୍ଣ୍ଣ ପଢନ୍ତୁ
କେନ୍ଦଅ

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆଦିଲ୍ଲୀରେ ଭେଟି ରାଜ୍ୟର ଧାନ ସଂଗ୍ରହ ବୃଦ୍ଧି ପାଇଁ ପ୍ରସ୍ତାବ ଦେଲେ। FCI ଦ୍ୱାରା ମାସିକ ଚାଉଳ ଉଠାଣ ବୃଦ୍ଧି କରିବାକୁ ଅନୁରୋଧ କଲେ। ବାଜରା ପ୍ରୋତ୍ସାହନ ଓ ସଂରକ୍ଷଣ ଭିତ୍ତିଭୂମିର ପ୍ରସାର ଅନ୍ତର୍ଭୁକ୍ତ ଉପରେ କଲେ ଆଲୋଚନା। ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ରାଜ୍ୟରେ ବଳକା ଧାନକୁ ଦୃଷ୍ଟିରେ ରଖି ଆଗାମୀ ଋତୁ […]

ସଂପୂର୍ଣ୍ଣ ପଢନ୍ତୁ