9d3a2066 Cad9 493c 80b0 3e5dfd132dcc 2025 08 02 17 08 24

‘ମାଲେଗାଓଁ ବିସ୍ଫୋରଣ ମାମଲାରେ ଯୋଗୀ ଓ ମୋଦୀଙ୍କୁ ଫସାଇବାକୁ ଯୋଜନା ହୋଇଥିଲା’

ନୂଆଦିଲ୍ଲୀ: ମାଲେଗାଓଁ ବିସ୍ଫୋରଣ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ପରେ, ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ଠାକୁର ତଦନ୍ତକାରୀ ଅଧିକାରୀଙ୍କ ବିରୁଦ୍ଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ମାମଲାର ତଦନ୍ତ କରୁଥିବା ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ଅନ୍ୟମାନଙ୍କ ନାମ ନେବା ପାଇଁ ତାଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ। ଗୁରୁବାର (୩୧ ଜୁଲାଇ ୨୦୨୫) […]

ସଂପୂର୍ଣ୍ଣ ପଢନ୍ତୁ
Gxvtfw5xqaatejp 2025 08 02 18 15 00

ବିଏମସି ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେଉଛି ଉଦ୍ଧବଙ୍କ ଶିବସେନା

ନୂଆଦିଲ୍ଲୀ: ବିଏମସି ନିର୍ବାଚନ ପୂର୍ବରୁ, ଉଦ୍ଧବ ଠାକରେଙ୍କ ଶିବସେନା ଅଧିକ ଶକ୍ତିଶାଳୀ ହେଉଥିବା ପରି ମନେ ହେଉଛି। ପ୍ରକୃତରେ, ମହାରାଷ୍ଟ୍ରରେ ଶେତକରୀ କ୍ରାନ୍ତି ସଂଗଠନ ଶନିବାର (୦୨ ଅଗଷ୍ଟ) ଦିନ ଉଦ୍ଧବ ଠାକରେଙ୍କ ଦଳ ଶିବସେନା (ୟୁବିଟି)ରେ ବିଲୟ ହୋଇଯାଇଛି | ସଂଗଠନର ପ୍ରତିଷ୍ଠାତା ସଭାପତି ଭାଉସାହେବ ବିଲ୍ଲେୱାର ରାଜ୍ୟ ଏବଂ ଜିଲ୍ଲା ସ୍ତରୀୟ ପଦାଧିକାରୀଙ୍କ ସହିତ ମଧ୍ୟ ଉଦ୍ଧବ ଠାକରେଙ୍କ ଦଳରେ ଯୋଗ ଦେଇଛନ୍ତି। ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ସମସ୍ତଙ୍କୁ ତାଙ୍କ ଦଳରେ […]

ସଂପୂର୍ଣ୍ଣ ପଢନ୍ତୁ
Download

ଅଗଷ୍ଟ ୧୫ରୁ ଲାଗୁ ହେବ ବାର୍ଷିକ ଫାଷ୍ଟାଗ୍ ପାସ୍ ବ୍ୟବସ୍ଥା0

ନୂଆଦିଲ୍ଲୀ : ଅଗଷ୍ଟ ୧୫ ଠାରୁ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ବାର୍ଷିକ ଫାଷ୍ଟାଗ୍ ପାସ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛି, ଯାହା ଟୋଲ୍ ଦେୟକୁ ସହଜ ଏବଂ ଶସ୍ତା କରିବ। ଏବେ ଆପଣ ଫାଷ୍ଟାଗ୍ ମାଧ୍ୟମରେ ଗୋଟିଏ ବର୍ଷ ପାଇଁ ଟୋଲ୍ ପାସ୍ କିଣିପାରିବେ – ତାହା ମଧ୍ୟ ମାତ୍ର ୩୦୦୦ ରେ । ସୂଚନା ଅନୁସାରେ ଏନଏଚଏଆଇ ବ୍ୟକ୍ତିଗତ ଯାନବାହାନ (କାର, ଜିପ୍, ଭ୍ୟାନ) ପାଇଁ ଏକ ଫାଷ୍ଟାଗ୍ ବାର୍ଷିକ ପାସ୍ ଲଞ୍ଚ […]

ସଂପୂର୍ଣ୍ଣ ପଢନ୍ତୁ
9986fd52 2416 4b39 A6fd 405227c8c54c

କଳପଡା ବଜାର ବୈଠକରେ ସମାଜସେବୀ ମନୋଜ ନାୟକ

ବୟାଳିଶମୌଜା : କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟ’ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ରବିବାର ସଂଧ୍ୟାରେ କଟକ ସଦର ଅନ୍ତର୍ଗତ କଳପଡା ଵଜାର ଠାରେ ଏକ ଆଲୋଚନା ସହିତ ଚା ଖଟି ବୈଠକରେ ଯୋଗ ଦେଇ ଆଗାମୀ ଦିନରେ ସମାଜର ମଙ୍ଗଳ ପାଇଁ ସଂଗଠନକୁ କିଭଳି ସୁଦୂର ପ୍ରସାରୀ କରାଯାଇ ଲୋକମାନଙ୍କ ସମସ୍ୟାକୁ ସମାଧାନ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ
2a2decaf A54b 4076 B4ff 23dd81a766a1

ଝଙ୍କଡ଼ ସାରଳା ମନ୍ଦିରର ଆୟ ବ୍ୟୟର ହିସାବ ସାର୍ବଜନୀନ କରାଯାଉ, ବୁଡ଼ି ଯାଉଥିବା କୋଟିକୋଟି ଟଙ୍କା ଆଦାୟ ହେବ କେବେ ?

ଜଗତସିଂହପୁର/ଝଙ୍କଡ଼ :  ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିରକୁ ବିଭିନ୍ନ ସୂତ୍ରରୁ କୋଟି କୋଟି ଟଙ୍କା ଆସିଥାଏ। ଦୈନିକ ନୀତି କାନ୍ତି ଓ ଯାନିଯାତ୍ରା ପର୍ବପର୍ବାଣୀ ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯାଏ ଓ କେତେ ଟଙ୍କା ବଳକା ଅର୍ଥ ଜମା କରାଯାଏ , ଆଜି ପର୍ଯ୍ୟନ୍ତ ତାହା ରହସ୍ୟାବୃତ ହୋଇ ରହିଛି। ଆୟ ବ୍ୟୟ ପରେ ଆଉ କେତେ ଟଙ୍କା କେଉଁ କେଉଁ ବ୍ୟାଙ୍କରେ ଗଚ୍ଛିତ ଅଛି […]

ସଂପୂର୍ଣ୍ଣ ପଢନ୍ତୁ
Bd0a5912 Daa1 4824 9efb 413d173c0c11

ନଦୀବନ୍ଧ ସଫେଇ କଲେ କୁଳସରିଚୁଆଁ ଗ୍ରୀନ ସମାଜ ଗ୍ରୁପ

ବୟାଳିଶମୌଜା : ୪୨ ମୌଜା ଅନ୍ତର୍ଗତ କୁଳସରିଚୁଆଁ ବ୍ରିଜ ନିକଟ ନଦୀ ବନ୍ଧ ପାର୍ଶ୍ୱକୂ ଘାସ, ଲତା ଓ ଅନାବନା ଗଛ ମାଡ଼ି ଆସି ଯାତାୟତରେ ଅସୁବିଧା ସୃଷ୍ଟି ହେଉଥିଲା। କୁଳସରିଚୁଆଁ ଗ୍ରୀନ ସମାଜ ଗ୍ରୁପ ପକ୍ଷରୁ ଏହାକୁ ସଫେଇ କରି ବନ୍ଧ ତଳକୁ ଖସେଇ ଦିଆ ଯାଇଛି। ଏହି ସଫେଇ କାର୍ଯ୍ୟକ୍ରମରେ ଅନ୍ତର୍ଯ୍ୟାମୀ ଭୋଳ, ପ୍ରଣବ ମହାପାତ୍ର, ରଶ୍ମି ରଞ୍ଜନ ମହାପାତ୍ର, ଚିରଞ୍ଜିବ ମହାପାତ୍ର, ସୌରେଶ ପ୍ରଧାନ, ରୋହିତ ପ୍ରଧାନ, ପ୍ରକାଶ କୁମାର ସାହୁ ଓ […]

ସଂପୂର୍ଣ୍ଣ ପଢନ୍ତୁ
2 183 1754056460763

ସିଏମସି ଯୁଗ୍ମ କମିସନରଙ୍କ ସମେତ ୩୦ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରସଙ୍ଗ, ମେୟର କହିଲେ- ଏହା ଆରମ୍ଭ ମାତ୍ର

କଟକ: ବିଳମ୍ବରେ ଅଫିସ ଆସିବା ଓ ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗରେ ସିଏମସି ଯୁଗ୍ମ କମିସନରଙ୍କ ସମେତ ୩୦ କର୍ମଚାରୀଙ୍କ ଉପରେ ଆକ୍ସନ ହୋଇଛି। ନୂଆ କମିସନର କିରନଦୀପ କୌର ସହୋତା ଜଣେ ଯୁଗ୍ମ କମିସନର ଏବଂ ୩୦ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଯାହା ଏବେ କଟକ ମହନଗର ନିଗମରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ମେୟର ସୁବାସ ସିଂହ। ସେ କହିଛନ୍ତି ‘‘ଏହା ଆରମ୍ଭ ମାତ୍ର, […]

ସଂପୂର୍ଣ୍ଣ ପଢନ୍ତୁ
Cabinate

୪ ବିଭାଗର ୫ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ଭୁବନେଶ୍ୱର : ୪ ବିଭାଗର ୫ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ।  ଜଳସେଚନ ବିଭାଗର ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାକୁ କ୍ୟାବିନେଟ ଅନୁମୋଦନ ।  ୩୫୨୯ ଆଡ଼ିବନ୍ଧ ପୁନରୁଦ୍ଧାର କରାଯିବ ।  ୨୦୨୫-୨୦୨୬ ରୁ ୨୦୨୯-୩୦ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ବ୍ୟୟ ହେବ ହେବ ୨ ହଜାର ୭୩୮ କୋଟି ଟଙ୍କା ।  ୫୭ ହଜାର ୫୨୫ ୫୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ସହ ୪୧ ହଜାର ୭୨୫ ହେକ୍ଟର ଜମିକୁ ପୁନଃ ବ୍ୟବସ୍ଥା କରାଯିବ । ଓଡ଼ିଶା […]

ସଂପୂର୍ଣ୍ଣ ପଢନ୍ତୁ
Fwer

୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ-ପିସିସି ସଭାପତି

ଭୁବନେଶ୍ୱର : ଆସନ୍ତା ବିଧାନସଭା ଅଧିବେଶନ ଘେରାଉ କରିବେ କେବଳ ମହିଳା । ପ୍ରାୟ ୨୦ ହଜାର ମହିଳା ଏକତ୍ରିତ ହୋଇ ବିଧାନସଭା ସମ୍ମୁଖରେ ନିଜର ସୁରକ୍ଷା, ସ୍ୱାଭିମାନ ଓ ଅଧିକାର ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିବେ । କଂଗ୍ରେସ ଏହି ବିଧାନସଭା ଘେରାଉର ନେତୃତ୍ୱ ନେବ । ଏଥିରେ କୌଣସି ପୁରୁଷ ଯୋଗ ଦେବେ ନାହିଁ କେବଳ ମହିଳାମାନେ ଏହାର ନେତୃତ୍ୱ ନେବେ । ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । […]

ସଂପୂର୍ଣ୍ଣ ପଢନ୍ତୁ
Sdf

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର: 12th ଫେଲ୍ ଶ୍ରେଷ୍ଠ ଫିଚର ଫିଲ୍ମ, ଶାହରୁଖ ଖାନ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ୨୦୨୩ ପାଇଁ ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଯେଉଁଥିରେ ବଲିଉଡ୍ ବାଦଶାହା ଅଭିନେତା ଶାହରୁଖ ଖାନଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର । ‘ଯଓ୍ୱାନ’ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ସେହିପରି ‘ଟୁଓ୍ୱେଲଥ୍ ଫେଲ୍’ ଫିଲ୍ମ ପାଇଁ ବିକ୍ରାନ୍ତ ମାସିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଛି । ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଘୋଷଣା ହୋଇଛି […]

ସଂପୂର୍ଣ୍ଣ ପଢନ୍ତୁ