ବାୟା ଅବଧୂତ କଲେଜରେ ଜାତୀୟ ସେବାଯୋଜନା ପ୍ରଶିକ୍ଷଣ ଶିବିର ଉଦଯାପନ
ଜଗତସିଂହପୁର,୧/୯: ତିର୍ତ୍ତୋଲ ବ୍ଲକ, କନୀମୂଳ ସ୍ଥିତ ବାୟା ଅବଧୂତ ସ୍ମାରକୀ ମହାବିଦ୍ୟାଳୟ ରେ ଗତ ୨୯ ଅଗଷ୍ଟ ରୁ ଆରମ୍ଭ ହୋଇଥିବା ଜାତୀୟ ସେବାଯୋଜନା ସ୍ବେଚ୍ଛାସେବୀ ନେତୃତ୍ଵ ବିକାଶ, ପ୍ରଶିକ୍ଷଣ ଶିବିର ୩୧ ଅଗଷ୍ଟ ରବିବାର ଦିନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି। ଉଦଘାଟନୀ ଉତ୍ସବର ମୁଖ୍ୟଅତିଥି ଭାବରେ ଇଂ ଡଃ ପ୍ରଭାକର ସ୍ୱାଇଁ ଙ୍କ ସମେତ ସମସ୍ତ ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। କଲେଜର ଅଧ୍ୟକ୍ଷ ପ୍ରଶାନ୍ତ […]
ସଂପୂର୍ଣ୍ଣ ପଢନ୍ତୁ