ବଦଳୁଛି ଭାରତ, ପ୍ରତି ୧୦୦ ଟଙ୍କାରେ ୭୪ ଟଙ୍କା ଡିଜିଟାଲ୍ ପେମେଣ୍ଟ

ମୁମ୍ବାଇ,୨୮/୯: ଭାରତର ସହରାଞ୍ଚଳଗୁଡ଼ିକରେ ଡିଜିଟାଲ୍ ପେମେଣ୍ଟର ବ୍ୟବହାର ଦ୍ରୁତଗତିରେ ବୃଦ୍ଧି ପାଇଛି, ଯାହା ଦୈନନ୍ଦିନ କିଣାକିଣିରେ ନଗଦ ଟଙ୍କାର ପ୍ରାଧାନ୍ୟକୁ ପରିବର୍ତ୍ତନ କରୁଛି। ମୁମ୍ବାଇସ୍ଥିତ ସଂସ୍ଥା ‘ନିଓଗ୍ରୋଥ୍’ ଦ୍ୱାରା ପରିଚାଳିତ ‘ନିଓଇନ୍‌ସାଇଟ୍‌ସ’ର ନବମ ସଂସ୍କରଣ ‘ହାଓ ଇଣ୍ଡିଆ ପେଜ୍’ ଅନୁସାରେ, ଦେଶର ୨୯ଟି ପ୍ରମୁଖ ସହରରେ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି ଯେ ପ୍ରତି ୧୦୦ ଟଙ୍କାର ଖର୍ଚ୍ଚରେ ୭୪ ଟଙ୍କା ଡିଜିଟାଲ୍ ମାଧ୍ୟମରେ ପୈଠ ହେଉଛି। ମାତ୍ର ଦୁଇ ବର୍ଷ ପୂର୍ବେ ଏହି ହାର ୪୫ […]

ସଂପୂର୍ଣ୍ଣ ପଢନ୍ତୁ

ଭାରତ ସାମୁଦ୍ରିକ ସପ୍ତାହ ୨୦୨୫

ଭୁବନେଶ୍ବର , ୨୮/୯: ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ ରେ ଓଡ଼ିଶାର ଅଂଶଗ୍ରହଣ ଉପରେ ଏକ ପ୍ରସ୍ତୁତି ବୈଠକ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ଵାରା ଆହୁତ ହୋଇଥିଲା । ପାରାଦୀପ ବନ୍ଦର, ଧାମରା ବନ୍ଦର, ଗୋପାଳପୁର ବନ୍ଦର, ସୁବର୍ଣରେଖା ବନ୍ଦରର ବରିଷ୍ଠ ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗ ଓ ଏଜେନ୍ସିର ପ୍ରତିନିଧିମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ।ପ୍ରାରମ୍ଭରେ, ଶ୍ରୀମତୀ ପାଢ଼ୀ ଏକ ପ୍ରମୁଖ ଜାତୀୟ କାର୍ଯ୍ୟକ୍ରମ ଭାବରେ […]

ସଂପୂର୍ଣ୍ଣ ପଢନ୍ତୁ

ଆଜି ଭାରତ-ପାକିସ୍ତାନ ଟକ୍କର

ଦୁବାଇ, ୨୮/୯: ଯାହା ୪୧ ବର୍ଷ ଭିତରେ ହୋଇ ନଥିଲା, ତାହା ମାତ୍ର କିଛି ଘଣ୍ଟା ପରେ ହେବାକୁ ଯାଉଛି। ଗତ ୧୬ ସଂସ୍କରଣର ୧୬ଟି ଫାଇନାଲ୍‌ରେ ‌ଯେଉଁ ମହାଯୁଦ୍ଧକୁ କ୍ରିକେଟ୍‌ପ୍ରେମୀ ଦେଖି ନଥିଲେ, ତାହା ଶେଷରେ ଦୁବାଇରେ ଦେଖିବାକୁ ମିଳିବ। ଏସିଆ କପ୍‌ର ଫାଇନାଲ୍‌ରେ ପ୍ରଥମ ଥର ଲାଗି ଦୁଇ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ଏହି ଟ୍ରଫି ଟକ୍କର ଉପରେ ସମଗ୍ର କ୍ରିକେଟ୍ ଦୁନିଆର ନଜର ରହିଛି। ଚର୍ଚ୍ଚା, ସହର ବଜାରଠାରୁ ଆରମ୍ଭ […]

ସଂପୂର୍ଣ୍ଣ ପଢନ୍ତୁ

ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୁକ୍ତ ବାବା ପାର୍ଥସାରଥି ଗିରଫ

ନୂଆଦିଲ୍ଲୀ, ୨୮/୯: ଦିଲ୍ଲୀସ୍ଥିତ ଶ୍ରୀ ଶାରଦା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କୁ ଗିରଫ କଲା ପୁଲିସ। ଆଗ୍ରାରୁ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଛାତ୍ରୀମାନଙ୍କ ଅଭିଯୋଗ ପରଠାରୁ ପୁଲିସ ଅଭିଯୁକ୍ତଙ୍କୁ ଖୋଜୁଥିଲା। ତାଙ୍କର ଶେଷ ଠିକଣା ଆଗ୍ରାରେ ମିଳିବା ପରେ ପୁଲିସ ଖୋଜିବା ଆରମ୍ଭ କରିଥିଲା। ଆଗ୍ରା ଏବଂ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଥିଲା ପୁଲିସ। ପୁଲିସ ସୂଚନା ଅନୁଯାୟୀ, ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିଯୁକ୍ତ […]

ସଂପୂର୍ଣ୍ଣ ପଢନ୍ତୁ

କରୁରରେ ଥଲପତି ବିଜୟଙ୍କ ରାଲିରେ ଦଳାଚକଟା ରୁ ୮ଜଣ ପିଲାଙ୍କ ସମେତ ୩୯ଜଣଙ୍କର ମୃତ୍ୟୁ

କରୁର, ୨୮/୯:  ଚେନ୍ନାଇରୁ ପ୍ରାୟ ୪୦୦ କିଲୋମିଟର ଦୂର କରୁରରେ ଅଭିନେତାରୁ ରାଜନେତା ପାଲଟିଥିବା ଥଲପତି ବିଜୟଙ୍କ ରାଲିରେ ଦଳାଚକଟା ହେବାରୁ ୮ଜଣ ପିଲାଙ୍କ ସମେତ ୩୯ଜଣଙ୍କର ମୃତ୍ୟୁ ହୋଇଛି। ଦଳାଚକଟାର କାରଣ ଏବେ ଅସ୍ପଷ୍ଟ ରହିଛି। କିନ୍ତୁ ଅନେକ ତ୍ରୁଟି ଏହି ଦଳାଚକଟା ପାଇଁ ଦାୟୀ ବୋଲି ଅନୁମାନ କରାଯାଉଛି। ପୁଲିସ ଏବେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। କୁହାଯାଉଛି ଯେ, ଅପରାହ୍ନରେ ବହୁ ସଂଖ୍ୟକ ସମର୍ଥକ ଏକତ୍ରିତ ହେବା ଆରମ୍ଭ କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ରେ ଶାରଦୀୟ ଉତ୍ସବ

ଝଙ୍କଡ଼, ୨୮/୯: ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ, ତିର୍ତ୍ତୋଲ ବ୍ଲକ, ମୁଳିସିଂହ ପଞ୍ଚାୟତ , ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ, ଗତ ଶନିବାର ଦିନ ପୂର୍ବାହ୍ନରେ ସାର୍ବଜନୀନ ଶାରଦୀୟ ଉତ୍ସବ ପାଳିତ ହୋଇ ଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଆଲୋଚକ ଭାବରେ ପରିଷଦ ର ସଭାପତି ତଥା ବିଶିଷ୍ଟ ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ , ଅସତ୍ୟ ଓ ଅଧର୍ମ ଉପରେ ସତ୍ୟ ଧର୍ମ ନ୍ୟାୟ […]

ସଂପୂର୍ଣ୍ଣ ପଢନ୍ତୁ

ଅମଲିପାଲି ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱାଗତ ଭାଷଣ

ଝାରସୁଗୁଡା, ସେବା ପକ୍ଷର ଏଇ ଅମୃତ ବେଳାରେ, ଆଜିର ଏହି ଦିନଟି, ଆମ ସମସ୍ତଙ୍କ ପାଇଁ ଗୋଟିଏ ମହୋତ୍ସବର ଦିନ । କାରଣ, ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା, ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ, ଆଜି ଆମ ସହିତ ଉପସ୍ଥିତ ଅଛନ୍ତି। ମାନନୀୟ ପ୍ରଧାନମନ୍ତ୍ରୀ ଜୀ,ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ପକ୍ଷରୁ, ଝାରସୁଗୁଡ଼ାର ମାଟିରେ, ମୁଁ ଆପଣଙ୍କୁ ସ୍ୱାଗତ କରୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ପବିତ୍ର ଭୂମିକୁ, ଆପଣଙ୍କୁ ସ୍ୱାଗତ। ମାନନୀୟ ପ୍ରଧାନମନ୍ତ୍ରୀଜୀ, ଝାରସୁଗୁଡ଼ାରେ […]

ସଂପୂର୍ଣ୍ଣ ପଢନ୍ତୁ

ବାଲୁଗାଁ ଜାତୀୟ ରାଜପଥରେଦୁର୍ଘଟଣା, ଜଣେ ମୃତ, ୪ଜଣ ଗୁରୁତର

ବାଣପୁର,୨୭/୯: ଶନିବାର ସକାଳେ ବାଣପୁର ବାଲୁଗାଁ ଜାତୀୟ ରାଜପଥ ଉପରେ ସିରିଜ ଦୁର୍ଘଟଣା ଘଟିଛି l ବାଣପୁର ଅଲାଈଡିହ ଓଭରବ୍ରିଜ ନିକଟ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୪ଜଶ ଆହତ ହୋଇଛନ୍ତି। ସୂଚନା ମୁତାବକ, ହ୍ୱାଇଟ ହର୍ଷ ନାମକ ଏକ ଯାତ୍ରୀବାହି ବସ୍ ଏକ ଟ୍ରକକୁ ଅତିକ୍ରମ କରୁଥିବା ବେଳେ ଦୁର୍ଘଟଣା ହୋଇଥିବା କୁହାଯାଉଛି। ଦୁର୍ଘଟଣା ଘଟିବା ପରେ ବସଟି ରାସ୍ତା ଉପରେ ଅଟକି ରହିଥିଲା l ଏହି […]

ସଂପୂର୍ଣ୍ଣ ପଢନ୍ତୁ

ନ୍ୟାସନାଲ କିକ୍‌ବକ୍ସିଂ ପ୍ରତିଯୋଗିତାରେ ଗଞ୍ଜାମକୁ ୪ ବ୍ରୋଞ୍ଜ

ଗଞ୍ଜାମ,୨୭/୯: ହିମାଞ୍ଚଳ ପ୍ରଦେଶରେ ଅନୁଷ୍ଠିତ ନ୍ୟାସନାଲ ବକ୍ସିଂ ପ୍ରତିଯୋଗିତାରେ ଗଞ୍ଜାମର ୩ ଜଣ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବିକାଶ କୁମାର ବେହେରା, ଲକ୍ଷ୍ମଣ ଆଚାରୀ, ପ୍ରତୀକ ନାୟକ ଓ ଦେବାଶିଷ ସାହୁ ପ୍ରମୁଖ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି l ୱାକ ଓଡ଼ିଶା ପ୍ରେସିଡେଣ୍ଟ କାର୍ତିକ ଡାକୁଆ, ଗଞ୍ଜାମ ଜିଲା କୋଚ ପ୍ରମୋଦ କୁମାର ଅପାତ, ଦୁର୍ଗା ପ୍ରସାଦ ଦାସ ଏବଂ ଶିବାଜୀ କୁମାର ବେଜଙ୍କ ନେତୃତ୍ୱରେ ଜିଲାର ଚାରିଜଣ ପ୍ରତିଯୋଗୀ ପ୍ରତୀକ ନାହାକ, ଦେବାଶିଷ […]

ସଂପୂର୍ଣ୍ଣ ପଢନ୍ତୁ

FM କଲେଜ ଛାତ୍ରୀ ଆତ୍ମାହୂତି ମାମଲାରେ ଚାର୍ଜସିଟ ଦାଖଲ

ଭୁବନେଶ୍ୱର,୨୭/୯: ବହୁଚର୍ଚ୍ଚିତ FM କଲେଜ ଛାତ୍ରୀ ଆତ୍ମାହୂତି ମାମଲାର ଚାର୍ଜସିଟ ଦାଖଲ କରିଛି କ୍ରାଇମ୍‌ବ୍ରାଞ୍ଚ। ଶନିବାର କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ବାଲେଶ୍ୱର SDJMଙ୍କ କୋର୍ଟରେ ଦ୍ୱିତୀୟ ଥର ପାଇଁ ଚାର୍ଜସିଟ ଦାଖଲ କରାଯାଇଛି। FM କଲେଜ ଛାତ୍ରୀ ଆତ୍ମାହୁତି ମାମଲା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା। କ୍ରାଇମବ୍ରାଞ୍ଚ ଟିମ୍‌ ସମସ୍ତ ତଥ୍ୟ ଯୋଗାଡ଼ ପରେ ଦ୍ୱିତୀୟ ଥର ପାଇଁ ଚାର୍ଜସିଟ ଦାଖଲ କରିଛି।

ସଂପୂର୍ଣ୍ଣ ପଢନ୍ତୁ