ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ ବିଭିନ୍ନ ବିଭାଗର ମହିଳା ଅଧିକାରୀ ଏବଂ ସାମ୍ବାଦିକା ମାନେ

ଭୁବନେଶ୍ଵର, ୨୬/୯: ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ମହିଳା ଅଧିକାରୀ, କର୍ମଚାରୀ ଏବଂ ଗଣମାଧ୍ୟମର ମହିଳା ପ୍ରତିନିଧି ତଥା କର୍ମଚାରୀମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ସ୍ଵାସ୍ଥ୍ୟ ଶିବିର ବିଭାଗୀୟ ମୁଖ୍ୟଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । ମହିଳା ସ୍ୱାସ୍ଥ୍ୟ ସଚେତନତା ଓ ସମାଜରେ ରକ୍ତର ଉପଲବ୍ଧତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ “ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ”ରେ ଏହି ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଛଅ ଶହ ରୁ ଉର୍ଦ୍ଧ ମହିଳାଙ୍କ ସ୍ଵାସ୍ଥ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନାର ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ଵର,୨୬/୯: ମୁଖ୍ୟମନ୍ତ୍ରୀ ମକା ମିଶନ (MMM) ଅଧୀନରେ ପ୍ରଥମ “ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା” ଆଜି କୃଷି ଭବନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଅଧିବେଶନରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ଼ ପ୍ରଭାତ କୁମାର ରାଉଳ, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଚକ୍ରବର୍ତୀ ସିଂହ ରାଠୋର ଓ ମିଶନ ଶକ୍ତିର […]

ସଂପୂର୍ଣ୍ଣ ପଢନ୍ତୁ

ବସ ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା, ୩ ମହିଳା, କଣ୍ଡକ୍ଟର ସମେତ ୫ ମୃତ

କୋଇଡା,୨୬/୯: ପାର୍ବଣ ଋତୁରେ ସାରା ଓଡ଼ିଶା ଚଳ ଚଞ୍ଚଳ ଆଉ ହାତଗଣତି କେତୋଟି ଦିନ ଅଛି ମା’ ଙ୍କ ଦୁର୍ଗତି ନାଶିନୀ ପୂଜା । ସମସ୍ତେ ଏବେ ଘର ମୁହାଁ ଓ ବଜାର ମୁହାଁ । ଏହି ଅବସରରେ ଆଜି ଗୁରୁବାର ଦିନ ପୂର୍ଵାହ୍ନ ୧୦ ଟା ପାଖାପାଖି ସମୟରେ ରାଉରକେଲାରୁ କୋଇଡା ଆସୁଥିବା ଏକ ଘରୋଇ ବସ ଲିଙ୍ଗରାଜ ସହ ଏକ ଲୁହାପଥର ବୋଝେଇ ଟ୍ରକର କେ ବଲାଙ୍ଗ ଥାନା ନିକଟଵର୍ତି କେ ବଲାଙ୍ଗ ଜାତୀୟ […]

ସଂପୂର୍ଣ୍ଣ ପଢନ୍ତୁ

ଧରା ପଡିଲା ଗଞ୍ଜେଇ ବ୍ୟବସାୟୀ , ଜବତ ହୋଇଛି ଅଧ-ଲକ୍ଷ ଟଙ୍କାର ଗଞ୍ଜେଇ

ଖୋର୍ଦ୍ଧା,୨୬/୯: ଧରା ପଡିଲା ଗଞ୍ଜେଇ ବ୍ୟବସାୟୀ , ଜବତ ହୋଇଛି ଅଧ-ଲକ୍ଷ ଟଙ୍କାର ଗଞ୍ଜେଇ, ଛୁପାରୁସ୍ତମ ଭାବେ କରୁଥିଲେ ଗଞ୍ଜେଇ ବ୍ୟବସାୟ । ଛଦ୍ମ ବେଶରେ ଗଲେ ଗଞ୍ଜେଇ ବେପାରୀ ଧରିଲେ ଟାଙ୍ଗୀ ଅବକାରୀ ବିଭାଗର ଅଧିକାରୀ । ଜବତ ହୋଇଛି ଅଧ-ଲକ୍ଷ ଟଙ୍କାର ଗଞ୍ଜେଇ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଝରିଆ ଗାଁରୁ ଜବତ ହୋଇଛି ଗଞ୍ଜେଇ , ଗିରଫ ହୋଇଛନ୍ତି ଗଞ୍ଜେଇ ବେପାରୀ କିଶୋର ପ୍ରଧାନ ।ଅବକାରୀ କର୍ମଚାରୀଙ୍କୁ ଗଞ୍ଜେଇ ବିକ୍ରୀବେଳେ ଧରାପଡିଲା […]

ସଂପୂର୍ଣ୍ଣ ପଢନ୍ତୁ

ଶେହବାଜ ଓ ମୁନିରଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା : ଭାରତ ଉପରେ ୧୦୦% ଟାରିଫ୍ ଘୋଷଣା

ନୂଆଦିଲ୍ଲୀ,୨୬/୯: ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ତାଙ୍କର ସେନାପତି ଅସିମ୍ ମୁନିରଙ୍କୁ ହ୍ୱାଇଟ୍ ହାଉସ୍‌ରେ ଉଷ୍ମ ଆଲିଙ୍ଗନ ସ୍ୱାଗତ ସହ ପ୍ରଶଂସା କରିଥିବା ବେଳେ ଭାରତୀୟ ଔଷଧ ଆମଦାନୀ ଉପରେ ୧୦୦ ପ୍ରତିଶତ ଟାରିଫ୍ ଘୋଷଣା ଭାରତକୁ ଚିନ୍ତାରେ ପକାଇଛି। ଏହା କେବଳ ବ୍ୟବସାୟିକ ଅଶାନ୍ତି ନୁହେଁ ବରଂ ପଡୋଶୀ ପାକିସ୍ତାନଙ୍କ ସହ ଅମେରିକାର ନିକଟତାକୁ ସୂଚିତ କରୁଛି, ଯାହା ଭାରତର ସ୍ଟ୍ରାଟେଜିକ୍ ସ୍ୱାର୍ଥକୁ ପ୍ରଭାବିତ କରିପାରେ। ଗୁରୁବାର ହ୍ୱାଇଟ୍ […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରକରୁ ୬୧୫ କିଲୋ ଗଂଜେଇ ଜବତ, ୨ ଜଣ ଗିରଫ

ମାଲକାନଗିରି, ୨୫/୯: ସଦର ପୁଲିସକୁ ବଡ଼ ସଫଳତା ମିଳିଛି। ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଟ୍ରକରୁ ୬୧୫ କିଲୋ ଗଂଜେଇ ଜବତ କରିବା ସହ ୨ ଜଣ ଗଂଜେଇ ଚାଲାଣକାରୀକୁ ଗିରଫ କରିଛି କୋରକୋଣ୍ଡା ପୁଲିସ। ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତିରେ କୋରକୋଣ୍ଡା ସଦର ଆଇଆଇସି ହିମାଂଶୁ ବାରିକଙ୍କ ନେତୃତ୍ବରେ ଏକ ଟିମ ତାର୍ଲାକୋଟା ଛକ ନିକଟରେ ପେଟ୍ରୋଲିଂ କରୁଥିଲେ। ଚିତ୍ରକୋଣ୍ଡା ପଡରୁ ଆସୁଥିବା ଟାଟା ୧୧୦୯ ଟ୍ରକୁ ଅଟକାଇ ଯାଞ୍ଚ କରୁଥିବା ବେଳେ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍

ଭୁବନେଶ୍ୱର,୨୫/୯: ଓଡ଼ିଶାରେ ପ୍ରଥମ ଥର ପାଇଁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍ ପ୍ରତିଯୋଗିତାର ଆୟୋଜନ କରାଯିବ। ଅକ୍ଟୋବର ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟର ଠାରେ ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ-୨୦୨୫ (28th ITTF-ATTU Asian Table Tennis Team Championships 2025) ର ଆୟୋଜନ କରାଯିବ। ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ, ଭାରତୀୟ ଟେବୁଲ ଟେନିସ୍‌ ମହାସଂଘ, ଏସିଆନ୍‌ ଟେବୁଲ ଟେନିସ୍‌ […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରେନ୍ ରୁ ଲଞ୍ଚ ହୋଇପାରିବ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,୨୫/୯: ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରକୁ ଏକ ଟ୍ରେନ୍ ରୁ ଉତକ୍ଷେପଣ କରାଯାଇଥିଲା। ଅଗ୍ନି-ପ୍ରାଇମ୍ ଏକ ରେଳ-ଭିତ୍ତିକ ମୋବାଇଲ୍ ଲଞ୍ଚର୍ ରୁ ଉତକ୍ଷେପଣ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ସେୟାର କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଏକ ଏକ୍ସ-ପୋଷ୍ଟ […]

ସଂପୂର୍ଣ୍ଣ ପଢନ୍ତୁ

ମହାରାଜା ଏକ୍ସପ୍ରେସ୍‌’ରେ ଆଜି ବୃନ୍ଦାବନ ପହଞ୍ଚିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫/୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଭାରତୀୟ ରେଳବାଇ ବିଶ୍ବର ସବୁଠାରୁ ବିଳାସପୂର୍ଣ୍ଣ ଟ୍ରେନ୍‌ ‘ଦି ମହାରାଜା ଏକ୍ସପ୍ରେସ୍‌’ରେ ଯାତ୍ରା କରିବା ବ୍ୟବସ୍ଥା କରିଛି। ଗୁରୁବାର ସକାଳେ ରାଷ୍ଟ୍ରପତି ମୁର୍ମୁ ଏହି ଟ୍ରେନ୍‌ରେ ନୂଆଦିଲ୍ଲୀର ସଫ୍‌ଦରଜଙ୍ଗ ରେଳ ଷ୍ଟେସନ୍‌ରୁ ମଥୁରା ନିକଟସ୍ଥ ବୃନ୍ଦାବନ ରୋଡ୍‌ ଷ୍ଟେସନକୁ ଯାତ୍ରା କରିବେ। ସଫ୍‌ଦରଜଙ୍ଗ ରେଳ ଷ୍ଟେସନ୍‌ରୁ ଟ୍ରେନ୍‌ ସକାଳ ୮ଟାରେ ଛାଡ଼ିବ ଏବଂ ଏହା ପୂର୍ବାହ୍ନ ୧୦ଟା ସୁଦ୍ଧା‌ ବୃନ୍ଦାବନ ରୋଡ୍‌ ଷ୍ଟେସନରେ ପହଞ୍ଚିବ। ଆଇଆର୍‌ସିଟିସି (ରେଲୱେ କାଟରିଂ ଆଣ୍ଡ […]

ସଂପୂର୍ଣ୍ଣ ପଢନ୍ତୁ

ଦିଲ୍ଲୀରେ ବାବାଙ୍କ କଳା କାରନାମା: ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଲେ ୧୭ ମହିଳା

ନୂଆଦିଲ୍ଲୀ,୨୫/୯: ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ଜଣାଶୁଣା ଆଶ୍ରମର ନିର୍ଦ୍ଦେଶକ ଏକ ଡଜନରୁ ଅଧିକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟର ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥସାରଥିଙ୍କ ବିରୋଧରେ ଆର୍ଥିକ ଦୁର୍ବଳ ବର୍ଗରେ ଛାତ୍ରବୃତ୍ତି ସହିତ ସ୍ନାତକୋତ୍ତର ମ୍ୟାନେଜମେଣ୍ଟ ଡିପ୍ଲୋମା ପାଠ୍ୟକ୍ରମ କରୁଥିବା ଛାତ୍ରମାନଙ୍କୁ ହଇରାଣ କରିବା ଅଭିଯୋଗରେ ପୁଲିସ୍ ମାମଲା ରୁଜୁ କରିଛି। ପୁଲିସ କହିଛି ଯେ ୩୨ ଜଣ ଛାତ୍ରଙ୍କ […]

ସଂପୂର୍ଣ୍ଣ ପଢନ୍ତୁ