୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ, ୨ଟିର ହେବ ଘରୋଇକରଣ

ନୂଆଦିଲ୍ଲୀ, ୩୦/୧୦: ସରକାରୀ ବ୍ୟାଙ୍କ କ୍ଷେତ୍ରରେ ପୁଣି ଥରେ ବଡ଼ଧରଣର ମିଶ୍ରଣ ହେବାକୁ ଯାଉଛି। ୟୁନିଅନ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମଧ୍ୟରେ ମିଶ୍ରଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସେହିପରି ଇଣ୍ଡିଆନ୍‌ ଓଭରସିଜ୍ ବ୍ୟାଙ୍କ (ଆଇଓବି) ଓ ଇଣ୍ଡିଆନ୍‌ ବ୍ୟାଙ୍କ ମଧ୍ୟରେ ମଧ୍ୟ ମିଶ୍ରଣ ଘଟିବ। ଦେଶରେ ଏବେ ୧୨ଟି ରାଷ୍ଟ୍ରାୟତ୍ତ ସରକାରୀ ବ୍ୟାଙ୍କ ରହିଛି। ୟୁନିଅନ୍ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟରେ ମିଶ୍ରଣ ହେବା ପରେ ତାହା […]

ସଂପୂର୍ଣ୍ଣ ପଢନ୍ତୁ

ମହାକାର୍ତ୍ତିକରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଖାଡ଼ା ଉପାସ

ଭୁବନେଶ୍ୱର, ୩୦/୧୦: ବୁଧବାର ମହାକାର୍ତ୍ତିକରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଛି ମହାବିଭ୍ରାଟ। ଦୁର୍ଭାଗ୍ୟଜନକ ଭାବେ ଧର୍ମ ମାସରେ ଆଜି ଦିନ ସାରା ମହାପ୍ରଭୁଙ୍କୁ ଖାଡ଼ା ଉପାସ ରହିବାକୁ ପଡ଼ିଛି। ସମର୍ଥା ସେବାୟତଙ୍କ ନିଅଂଶ ପାଳି ନ ହେବାରୁ ପ୍ରଭୁଙ୍କ ବହୁ ନୀତି ବନ୍ଦ ହୋଇଯାଇଛି ଏବଂ ଶେଷରେ ଲିଙ୍ଗରାଜଙ୍କୁ ଉପାସରେ ରହିବାକୁ ପଡ଼ିଛି। ଆଜି ଅବଢ଼ା ବାହାରି ପାରିନଥିଲା କି ମନ୍ଦିରରେ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ନୀତି ମଧ୍ୟ ହୋଇପାରିନଥିଲା। ଅବଢ଼ା ନ ପାଇ ହବିଷ୍ୟାଳିମାନେ ହନ୍ତସନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଥାଇଲାଣ୍ଡରେ ଫସିଲେ ୫୦୦ ଭାରତୀୟ, ପ୍ରତ୍ୟାବର୍ତ୍ତନ ପାଇଁ ସରକାରଙ୍କ ଉଦ୍ୟମ

ନୂଆଦିଲ୍ଲୀ, ୩୦/୧୦: ଚାଇନା ମାଫିଆ ଦ୍ୱାରା ପରିଚାଳିତ ଏକ ସାଇବର ଅପରାଧ ହବ୍‌ରେ ଜାଲରେ ଫସି କାମ କରୁଥିବା ପ୍ରାୟ ୫୦୦ ଭାରତୀୟ ନାଗରିକ ମ୍ୟାଁମାର୍‌ରୁ ଥାଇଲାଣ୍ଡକୁ ପଳାଇ ଆସିବା ପରେ ସେଠାରେ ଅଟକ ଅଛନ୍ତି। ସେମାନଙ୍କୁ ଦେଶକୁ ଫେରାଇ ଆଣିବା (ପ୍ରତ୍ୟାବର୍ତ୍ତନ) ପାଇଁ ଭାରତ ଥାଇଲାଣ୍ଡ ସରକାରଙ୍କ ସହ ମିଶି କାର୍ଯ୍ୟ କରୁଛି।ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଅନୁଟିନ୍ ଚାର୍ନଭିରାକୁଲ୍ କହିଛନ୍ତି ଯେ ଭାରତ ଏହି ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଏକ ବିମାନ ପଠାଇବାକୁ ଯୋଜନା କରିଛି, […]

ସଂପୂର୍ଣ୍ଣ ପଢନ୍ତୁ

ନିରନ୍ତର ବାଣିଜ୍ୟ ଅଭିବୃଦ୍ଧିର ଚାବିକାଠି ଭାବେ ଜଳପଥର ପ୍ରଦର୍ଶନ କଲା ଓଡ଼ିଶା

ମୁମ୍ବାଇ ୩୦/୧୦: ମୁମ୍ବାଇରେ ଆୟୋଜିତ ସାମୁଦ୍ରିକ ସପ୍ତାହ ୨୦୨୫ରେ ଓଡ଼ିଶା ସରକାର ସ୍ଥାୟୀ ଏବଂ ସମନ୍ୱିତ ପରିବହନ ବିକାଶ ପାଇଁ ନିଜର ଦୂରଦୃଷ୍ଟିସମ୍ପନ୍ନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। “ନେଭିଗେଟିଙ୍ଗ ଗ୍ରୋଥ: ଇନଲାଣ୍ଡ ୱାଟରୱେଜ୍ ଇନ୍ ଦ ଫ୍ରଣ୍ଟ ଅଫ୍ ଫ୍ୟୁଚର ଟ୍ରାନ୍ସପୋର୍ଟ ଆଣ୍ଡ ଲଜିଷ୍ଟିକ୍ସ” ଉପରେ ଏକ ଉଚ୍ଚସ୍ତରୀୟ ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଆଭ୍ୟନ୍ତରୀଣ ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ତାଣ୍ଡବ ରହୁଛି ମେଲିସା

ନୂଆଦିଲ୍ଲୀ, ୨୯/୧୦: ଘୂର୍ଣ୍ଣିଝଡ଼ ମେଲିସା ୨୦୨୫ର ସବୁଠାରୁ ଶକ୍ତିଶାଳୀ ଝଡ଼ ପାଲଟିଛି, ଯାହା ଫଳରେ କାରିବିଆନ ରାଷ୍ଟ୍ର ଜାମାଇକା ଏହା ଘଟାଇଥିବା କ୍ଷୟକ୍ଷତିକୁ ନେଇ ଆତଙ୍କିତ ହୋଇଛି। ଜାମାଇକା ପୂର୍ବରୁ, ଘୂର୍ଣ୍ଣିଝଡ଼ ହାଇତି ଏବଂ ଡୋମିନିକାନ ଗଣରାଜ୍ୟରେ ତାଣ୍ଡବ ସୃଷ୍ଟି କରିସାରିଛି। ଆମେରିକୀୟ ପାଣିପାଗ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଯେ ଏହି ଝଡ଼ ବିନାଶକାରୀ ଏବଂ ମାରାତ୍ମକ ପ୍ରମାଣିତ ହୋଇପାରେ। ମେଲିସାର ବେଗ ୧୭୫ ମାଇଲ ପ୍ରତି ଘଣ୍ଟା କିମ୍ବା ପ୍ରାୟ ୨୮୨ କିମି ପ୍ରତି ଘଣ୍ଟାରେ […]

ସଂପୂର୍ଣ୍ଣ ପଢନ୍ତୁ

କନ୍ଧମାଳରେ ଭୂସ୍ଖଳନ, ବର୍ତ୍ତିଲା ପରିବାର

ରାଇକିଆ, ୨୯/୧୦: ସାମୁଦ୍ରିକ ବାତ୍ୟା ମନ୍ଥା ପ୍ରଭାବ ରାଇକିଆ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ରାତି ସାରା ବର୍ଷା ହୋଇଥିବା ବେଳେ ବୁଧବାର ସକାଳୁ ମଧ୍ୟ ବର୍ଷା ଜାରି ରହିଛି। ସକାଳ ୭ଟାରେ କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ରଣବା ପଞ୍ଚାୟତ ଖାରିଗୁଡ଼ା ଘାଟିରେ ଭୁସ୍ଖଳନ ହୋଇ ବଡ଼ ବଡ଼ ପଥର ସବୁ ଉଦୟ ଗୌଡ଼ଙ୍କ ଘର ବାରି ସମ୍ମୁଖ ଦୁଆରକୁ ମାଡ଼ି ପଡ଼ିଛି। ତେବେ ପରିବାର ଲୋକେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ମାମଲା: ଗିରଫ ହୋଇଥିବା ୧୧୪ଜଣଙ୍କୁ ଜାମିନ୍

ବ୍ରହ୍ମପୁର ୨୯/୧୦: ଓଡ଼ିଶା ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍‌ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡ଼ିଶା ପୁଲିସ ସନ୍‌ଇନ୍‌ସ୍ପେକ୍ଟର (ଏସ୍‌ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ ଗିରଫ ହୋଇଥିବା ୧୧୪ଜଣ ଆଶାୟୀଙ୍କୁ ଜାମିନ ମିଳିଛି। ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି ବ୍ରହ୍ମପୁର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ। ସେମାନେ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିବେ। ୫୦ ହଜାର ସହ 2ଜଣ ଜାମିନଦାରଙ୍କ ମୁଚାଲିକାରେ ମିଳିଛି ଜାମିନ। ଏମାନେ ସମସ୍ତେ vijayawada ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

୮ମ ବେତନ କମିସନ ସନ୍ଦର୍ଭ ସର୍ତ୍ତାବଳୀକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୨୯/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୮ମ ବେତନ କମିସନ ସନ୍ଦର୍ଭ ସର୍ତ୍ତାବଳୀ (ଟର୍ମସ ଅଫ୍‌ ରେଫେରେନ୍ସ)କୁ ଅନୁମୋଦନ କରାଯାଇଛି। ଏହି କମିସନଙ୍କ ରିପୋର୍ଟ କାର୍ଯ୍ୟକାରୀ ହେଲେ ପ୍ରାୟ ୫୦ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୯ରୁ ଲକ୍ଷରୁ ଅଧିକ ପେନସନଭୋଗୀ ଉପକୃତ ହେବେ ବୋଲି ଅନୁମାନ କରାଯାଉଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କୁ କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାବେଳେ ଆଇଆଇଏମ (ବେଙ୍ଗାଲୁରୁ) ପ୍ରଫେସର ପୁଲକ […]

ସଂପୂର୍ଣ୍ଣ ପଢନ୍ତୁ

ଏସ୍‌ଜେ-୧୦୦ ଯାତ୍ରୀବାହୀ ବିମାନ ନିର୍ମାଣ ପାଇଁ ରୁଷ୍‌-ଭାରତ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ, ୨୯/୧୦: ଯାତ୍ରୀବାହୀ ବିମାନ ନିର୍ମାଣ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ (ହାଲ୍‌) ତରଫରୁ ରୁଷ୍‌ର ପବ୍ଲିକ ଜଏଣ୍ଟ ଷ୍ଟକ୍‌ କମ୍ପାନୀ ୟୁନାଇଟେଡ୍‌ ଏୟାରକ୍ରାଫ୍ଟ କର୍ପୋରେସନ୍‌ (ପିଜେଏସ୍‌ସି-ୟୁଏସି) ସହ ଚୁକ୍ତି କରାଯାଇଛି। ଏସ୍‌ଜେ-୧୦୦ ନାମକ ଯାତ୍ରୀବାହୀ ବିମାନ ନିର୍ମାଣ ପାଇଁ ଏହି ଚୁକ୍ତି ହୋଇଛି। ଗତ ୨୭ରେ ମସ୍କୋରେ ହାଲ୍‌ ତରଫରୁ ପ୍ରଭାତ ରଞ୍ଜନ ଓ ପିଜେଏସ୍‌ସି-ୟୁଏସି ତରଫରୁ ଓଲେଗ୍‌ ବୋଗୋମୋଲୋଭ୍‌ ଚୁକ୍ତିରେ ସ୍ବାକ୍ଷର କରିଥିଲେ। ଏହି ସମୟରେ ହାଲ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଡ. […]

ସଂପୂର୍ଣ୍ଣ ପଢନ୍ତୁ

ଇସ୍ରାଏଲ ଏୟାର ଷ୍ଟ୍ରାଇକ: ଗାଜାରେ ୯ମୃତ

ନୂଆଦିଲ୍ଲୀ, ୨୯/୧୦: ଏଲ ଗାଜା ଉପରେ ଏକ ବଡ ଆକ୍ରମଣ କରିଛି । ଏହି ଆକ୍ରମଣରେ ୯ଜଣ ପ୍ରାଣ ହରାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇସ୍ରାଏଲ ଆମେରିକାକୁ ସୂଚନା ଦେବା ପରେ ଏହି ଆକ୍ରମଣ କରିଥିଲା । ଏକ ରିପୋର୍ଟ ଅନୁସାରେ ଇସ୍ରାଏଲ ଗାଜା ଷ୍ଟ୍ରିପରେ ଏକ ବଡ ବିମାନ ଆକ୍ରମଣ କରିଥିଲା । ଇସ୍ରାଏଲୀ ସେନା ଉପରେ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଗାଜା ଉପରେ ତୁରନ୍ତ ଆକ୍ରମଣ କରିବାକୁ ନିର୍ଦେଶ ଦେଇଥିଲେ […]

ସଂପୂର୍ଣ୍ଣ ପଢନ୍ତୁ