ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ସି.ଟି. ଏଣ୍ଡ ଜି.ଏସ.ଟି. ଅଧିକାରୀ ଅଧିକାରୀ

ଟିଟିଲାଗଡ଼: ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଟିଟିଲାଗଡ଼ ସି.ଟି. ଏଣ୍ଡ ଜି.ଏସ.ଟି. ଅଧିକାରୀ ଉମାକାନ୍ତ ମହାକୁର । ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କ ମିଥ୍ୟା ଜୋରିମାନା ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଅଧିକାରୀ ଶ୍ରୀ ମହାକୁର । ରମେଶଙ୍କୁ ୨୩ ହଜାର ୬ ଶହ ଟଙ୍କା ଜୋରିମାନା କରାଯାଇଥିଲା । ଜୋରିମାନାକୁ ୭୫୦୦ ଟଙ୍କା କରିଦେବା ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ରମେଶ […]

ସଂପୂର୍ଣ୍ଣ ପଢନ୍ତୁ

କାଲିଠୁ ବାତ୍ୟା କ୍ଷୟକ୍ଷତି ଆକଳନ କରାଯିବ: ରାଜସ୍ଵ ମନ୍ତ୍ରୀ

ଭୂବନେଶ୍ଵର, ୨୯/୧୦: ବାତ୍ୟା ମନ୍ଥା ଦ୍ଵାରା ରାଜ୍ୟର ୩୩ ବ୍ଲକ ଏବଂ ୧୧ ସହରାଞ୍ଚଳ ପ୍ରଭାବତି ହୋଇଛି। ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବୁଧବାର ଏହି ତଥ୍ୟ ପ୍ରଦାନ କରିଛନ୍ତି। ଆସନ୍ତାକାଲିଠାରୁ ଅର୍ଥାତ ଗୁରୁବାରଠାରୁ କ୍ଷୟକ୍ଷତି ଆକଳନ କରାଯିବ ବୋଲି ସେ କହିଛନ୍ତି।ମନ୍ତ୍ରୀ କହିଛନ୍ତି, ମନ୍ଥା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ଅନେକ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଗଜପତି ଜିଲା ଗୋଷାଣୀ ନୂଆଗାଁ ବ୍ଲକରେ ସର୍ବାଧିକ ୧୫୦ ମିମି ବର୍ଷା ରେକର୍ଡ […]

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ASI

କୋରାପୁଟ,୨୯/୧୦: କୋରାପୁଟ ଜିଲା ବି. ସିଂହପୁର ଥାନାର ପୋଲିସ ଏଏସଆଇ ନରସିଂହ ଦୋରା ଓ ତାଙ୍କର ସହଯୋଗୀ ସୁନାଧର ଅମାତ୍ୟ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଏକ ଘରୋଇ ହିଂସା ମାମଲାରେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ଏଏସଆଇ ଦୋରା (ଯିଏକି ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ) ୪୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନ ମିଳିଲେ, ସେ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଧମକ ଦେଇଥିଲେ। ଅଭିଯୋଗକାରୀ ଏତେ […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ ୨ ମୃତ

ଜଳେଶ୍ବର ୨୯/୧୦: ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍- ଘଟଣାସ୍ଥଳରେ ଡ୍ରାଇଭର ଓ ହେଲପର ମୃତ, ୭ ଗୁରୁତର- ମୃତକ ହେଲେ ବସ ଚାଳକ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ମୀର ଅବଦୁଲ ରହିମ୍(୩୯) ଓ ହେଲପର ମାହାଙ୍ଗାର ନୃସିଂହ କାଠୁଆ(୪୦) – ଜଳେଶ୍ଵର ନୂଆ କୋର୍ଟ ସମ୍ମୁଖରେ ବିଳମ୍ୱିତ ରାତିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ- ସମସ୍ତ ଗୁରୁତର ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି- ବସଟି ଢେଙ୍କାନାଳର ନୃସିଂହପୁରରୁ କୋଲକାତା ଅଭିମୁଖେ ଯାଉଥିଲା- ବସରେ ମୋଟ […]

ସଂପୂର୍ଣ୍ଣ ପଢନ୍ତୁ

ଶୋଇଥିବା ବେଳେ ବୃଦ୍ଧ ବାପାକୁ ହତ୍ୟା କଲା ପୁଅ

ଉମରକୋଟ, ୨୮/୧୦: ଜନ୍ମକଲା ପୁଅ ଭୁଲିଗଲା ମାନବିକତା। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ବାସିନୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣେ ବୃଦ୍ଧ ବାପା ଶୋଇଥିବାବେଳେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି ପୁଅ। ମୃତକ ସାଧୁ ରଜଗଣ୍ଡ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ବାସିନୀ ଗାଁର ସାଧୁ ରାଜଗଣ୍ଡ (୮୦ବର୍ଷ) ଘରେ ଶୋଇଥିବାବେଳେ ପୁଅ ବିଶ୍ଵନାଥ ରାଜଗଣ୍ଡ ଏକ ମାରଣାସ୍ତ୍ରରେ ସାଧୁ ରାଜଗଣ୍ଡଙ୍କ ଛାତି, ହାତ ଓ ଜଙ୍ଘରେ […]

ସଂପୂର୍ଣ୍ଣ ପଢନ୍ତୁ

୩୧୪.୯୭୦ ଗ୍ରାମ ବ୍ରାଉନ୍ ସୁଗାର

ଖୋର୍ଦ୍ଧା, ୨୮/୧୦: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବେଆଇନ୍ ବ୍ରାଉନସୁଗାର କାରବାର ବୃଦ୍ଧି ପାଇବାରେ ଲାଗିଛି। ସ୍ୱତନ୍ତ୍ର ପୁଲିସ ସ୍ୱାର୍ଡ ଓ ବୋଲଗଡ ଥାନା ପୁଲିସ ଚଢ଼ାଉ କରି ମାଣିକାଗୋଡା ଦଳେଇସାହିରୁ ୩୧୪.୯୭୦ ଗ୍ରାମ ବ୍ରାଉନ୍ ସୁଗାର, ନଗଦ ୪ ଲକ୍ଷ ଟଙ୍କା, ଦେଶୀ ବନ୍ଧୁକ, ୨ଟି କାର ଓ ୩ଟି ମୋଟରସାଇକେଲ ଜବତ କରିଛି। ଏହି ବ୍ରାଉନସୁଗାର କାରବାର ଅଭିଯୋଗ ରେ ୭ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ମହିଳା ଥିବା […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ଚାମ୍ପିଅନସିପରେ ସ୍ୱର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ପଦକ ଜିତି ଚମକିଲେ ଓଡ଼ିଶାର ଯୁବ ଟାଏକୋଣ୍ଡୋ

କଟକ, ୨୮/୧୦: ନେତାଜୀ ଟାଏକୋଣ୍ଡୋ ଏକାଡେମୀର ଯୁବ ଟାଏକୋଣ୍ଡୋ ଖେଳାଳିଙ୍କ ଏକ ଦଳ ୨୨ ଏବଂ ୨୩ ଅକ୍ଟୋବରରେ ଅନୁଷ୍ଟିତ ହୋଇଥିବା ରାଜ୍ୟ ଟାଏକୋଣ୍ଡୋ ଚାମ୍ପିଅନସିପରେ ସ୍ୱର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ପଦକ ଜିତି ଓଡ଼ିଶାକୁ ଗୌରବ ଆଣିଥିଲେ। କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ଉଦୀୟମାନ ପ୍ରତିଭା ପ୍ରଦର୍ଶନ କରାଯାଇଥିଲା, ଆମ ଛାତ୍ରଛାତ୍ରୀମାନେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ତୀବ୍ର ପ୍ରତିଯୋଗିତା ବିରୁଦ୍ଧରେ ନେତୃତ୍ୱ ନେଇଥିଲେ। ଓଡିଶା ଟାଏକୋଣ୍ଡୋ ଆସୋସିଏସନ ଦ୍ୱାରା […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁଯାୟୀ

ଭୂବନେଶ୍ଵର, ୨୮/୧୦: ଆଜି ରାତି ସୁଦ୍ଧା ବାତ୍ୟା ଭୀଷଣ ବାତ୍ୟା ରୂପରେ କାକିନାଡ଼ା-ବିଶାଖାପାଟଣା ମଧ୍ୟରେ ମୋନ୍ଥା ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା। ଓଡ଼ିଶାରେ ମାଲକାନଗିରି, କୋରାପୁଟ ସବୁଠାରୁ ଅଧିକ ପ୍ରଭାବିତ ହେବା ଆଶଙ୍କା, ଗଜପତି, ରାୟଗଡ଼ା, ନବରଙ୍ଗପୁର ଜିଲ୍ଳାରେ ଅତି ଭାରି ବର୍ଷା ପାଇଁ ଭୂସ୍ଖଳନ, ଆକସ୍ମିକ ବନ୍ୟା ସମ୍ଭାବନା। *ଓଡ଼ିଶାର ବାତ୍ୟା ଇତିହାସ* ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ- “ମହାବାତ୍ୟା” ୨୦୧୩ ମସିହା ଅକ୍ଟୋବର ୧୪ ତାରିଖ- “ଫାଇଲିନ୍” ୨୦୧୪ ମସିହା ଅକ୍ଟୋବର ୧୨ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ସଚ୍ଚୋଟତା ଓ ସାଧୁତାର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୮/୧୦: ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମ ଦୁର୍ନୀତି ନିବାରଣ ପାଇଁ କେବଳ ଏକ ପ୍ରତିକାତ୍ମକ କାର୍ଯ୍ୟକ୍ରମ ନୁହେଁ, ଏହା ଦୁର୍ନୀତିଖୋର୍ ଅଧିକାରୀଙ୍କୁ ଏବଂ ଦୁର୍ନୀତିରେ ଲିପ୍ତ ସିଷ୍ଟମକୁ ଦୁର୍ନୀତି ପ୍ରତି ଆମ ସରକାର ଶୂନ୍ୟ ସହନଶୀଳ କଠୋର ବାର୍ତ୍ତା ଦେବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାବାତ୍ୟା ମୋନ୍ଥାର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ଵର, ୨୮/୧୦: ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ୩୦ଟି ଓଡ୍ରାଫ, ୫ଟି ଏନ୍‌.ଡି.ଆର.ଏଫ, ୧୨୩ଟି ଅଗ୍ନିଶମ ଦଳ ନିୟୋଜିତ୨୦୪୮ ଆଶ୍ରୟସ୍ଥଳ ପ୍ରସ୍ତୁତ, ୧୧,୩୯୬ ଜଣ ସ୍ଥାନାନ୍ତରିତ, ଆବଶ୍ୟକ ହେଲେ ଆଉ ୩୦,୫୫୪ ଜଣଙ୍କୁ ସ୍ଥାନାନ୍ତରିତ କରାଯିବ୨୬୯୩ ଗର୍ଭବତୀ ମହିଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତବିପଦ ସଂକୁଳ ସ୍ଥାନ ମାନଙ୍କରେ ଜଣେ ବି ଲୋକଙ୍କୁ ଛାଡ ନାହିଁ, ସମସ୍ତଙ୍କୁ ଆଶ୍ରୟସ୍ଥଳକୁ ନିଅ- ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶବାତ୍ୟା ପରେ, ଯଥା ସମ୍ଭବ ଫସଲ କ୍ଷତି ଆକଳନ କରି […]

ସଂପୂର୍ଣ୍ଣ ପଢନ୍ତୁ