ଓଡ଼ିଶା ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁଯାୟୀ

ଦେଶବିଦେଶ ରାଜ୍ୟ
Spread the love

ଭୂବନେଶ୍ଵର, ୨୮/୧୦: ଆଜି ରାତି ସୁଦ୍ଧା ବାତ୍ୟା ଭୀଷଣ ବାତ୍ୟା ରୂପରେ କାକିନାଡ଼ା-ବିଶାଖାପାଟଣା ମଧ୍ୟରେ ମୋନ୍ଥା ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା। ଓଡ଼ିଶାରେ ମାଲକାନଗିରି, କୋରାପୁଟ ସବୁଠାରୁ ଅଧିକ ପ୍ରଭାବିତ ହେବା ଆଶଙ୍କା, ଗଜପତି, ରାୟଗଡ଼ା, ନବରଙ୍ଗପୁର ଜିଲ୍ଳାରେ ଅତି ଭାରି ବର୍ଷା ପାଇଁ ଭୂସ୍ଖଳନ, ଆକସ୍ମିକ ବନ୍ୟା ସମ୍ଭାବନା।

*ଓଡ଼ିଶାର ବାତ୍ୟା ଇତିହାସ*

୧୯୯୯ ମସିହା ଅକ୍ଟୋବର ୨୯ ତାରିଖ- “ମହାବାତ୍ୟା”

୨୦୧୩ ମସିହା ଅକ୍ଟୋବର ୧୪ ତାରିଖ- “ଫାଇଲିନ୍”

୨୦୧୪ ମସିହା ଅକ୍ଟୋବର ୧୨ ତାରିଖ- “ହୁଡ଼ହୁଡ଼”

୨୦୧୮ ମସିହା ଅକ୍ଟୋବର ୧୦ ତାରିଖ- “ତିତଲି”

୨୦୧୯ ମସିହା ଅପ୍ରେଲ ୨୬ ତାରିଖ- “ଫନି”

୨୦୧୯ ମସିହା ନଭେମ୍ବର ୫ ତାରିଖ- “ବୁଲବୁଲ୍”

୨୦୨୦ ମସିହା ମଇ ୧୬ ତାରିଖ- “ଅମ୍ଫାନ୍”

୨୦୨୧ ମସିହା ମଇ ୨୫ ତାରିଖ- “ୟାସ୍”

୨୦୨୧ ମସିହା ସେପ୍ଟେମ୍ବର ୨୬ ତାରିଖ- “ଗୁଲାବ୍”

୨୦୨୧ ମସିହା ଡିସେମ୍ବର ୫ ତାରିଖ- “ଜୱାଦ୍

୨୦୨୨ ମସିହା ମଇ ୬ ତାରିଖ- “ଅସାନି”

୨୦୨୪ ମସିହା ଅକ୍ଟୋବର ୨୫ ତାରିଖ- “ଦାନା”

୨୦୨୫ ମସିହା ଅକ୍ଟୋବର ୨୮ ତାରିଖ- “ମୋନ୍ଥା”

Leave a Reply

Your email address will not be published. Required fields are marked *