ନଭେମ୍ବର ୧୫ରୁ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ରର ମଜା ନେବେ ପର୍ଯ୍ୟଟକ
ଫୁଲବାଣୀ, ୨୭/୧୦: ଆସିଲା ପର୍ଯ୍ୟଟନ ଋତୁ । ସଜେଇ ହେଉଛି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ପର୍ଯ୍ୟଟକଙ୍କୁ ପଞ୍ଚ ତାରକା ହୋଟେଲର ମଜା ଦେବା ପାଇଁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ଇକୋ ରିଟ୍ରିଟ ପ୍ରକଳ୍ପ । ଏଥିପାଇଁ ଚାଲିଛି ପ୍ରସ୍ତୁତି । ହିଲ୍ଭିୟୁ ଛକ ନିକଟରେ ଇକୋ ରିଟ୍ରିଟ୍ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ବିଭିନ୍ନ ଫୁଲ କୁଣ୍ଡ ସଜା ସହ ତମ୍ଭୁ ଭିଡ଼ା ଆରମ୍ଭ ହୋଇଯାଇଛି । ଆସନ୍ତା ନଭେମ୍ବର ୧୫ […]
ସଂପୂର୍ଣ୍ଣ ପଢନ୍ତୁ