ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ, ମଦନମୋହନ ଖଣ୍ଡୁଆଳ ଙ୍କ ପରଲୋକ
ଝଙ୍କଡ଼, 12/12: ତିର୍ତ୍ତୋଲ ବ୍ଲକ, ଜଗନ୍ନାଥପୁର ପଞ୍ଚାୟତ ର ଜଗନ୍ନାଥପୁର ଗ୍ରାମର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ, ତିରଣ ସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ର ଉପସଭାପତି, ଛାତ୍ରବତ୍ସଳ, ପରୋପକାରୀ ତଥା ବିଶିଷ୍ଟ ସମାଜସେବୀ ମଦନମୋହନ ଖଣ୍ଡୁଆଳ (89) ଙ୍କର ଗତ ଶୁକ୍ରବାର ମଧ୍ୟାହ୍ନରେ ନିଜ ବାସଭବନ ରେ ପରଲୋକ ହୋଇଯାଇଛି l ସେ 1989 ମସିହାରେ ବାଲିମେଳା ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରି, ପରିଚାଳନାଗତ ଦକ୍ଷତା ପାଇଁ ରାଜ୍ୟ ସରକାର ଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା […]
ସଂପୂର୍ଣ୍ଣ ପଢନ୍ତୁ