ବରିଷ୍ଠ ନାଗରିକ ଭୀମ ସାହୁଙ୍କ ପରଲୋକ

କଟକ ସଦର : କଟକ ସଦର କନ୍ଦରପୁର ଥାନା ଅନ୍ତର୍ଗତ ବମ୍ବୁରୀ ଗ୍ରାମର ବାସିନ୍ଦା ତଥା ବରିଷ୍ଠ ନାଗରିକ ଏବଂ ଅବସରପ୍ରାପ୍ତ ସ୍ଵାସ୍ଥ୍ୟକର୍ମୀ ଭୀମ ସାହୁଙ୍କର ୮୬ ବର୍ଷ ବୟସରେ ବିୟୋଗ ଘଟିଛି। ଜଣେ ପରୋପକାରୀ ଏବଂ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତିତ୍ୱ ଭାବେ ପରିଚିତ ଶ୍ରୀ ସାହୁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ଭୀମ ସାହୁ ସ୍ଵାସ୍ଥ୍ୟ ବିଭାଗରେ ଦୀର୍ଘ ବର୍ଷ ଧରି ନିଷ୍ଠାର ସହ ସେବା ପ୍ରଦାନ […]

ସଂପୂର୍ଣ୍ଣ ପଢନ୍ତୁ

ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଦାଶଙ୍କୁ ସେବାନିବୃତ୍ତ ସମ୍ବର୍ଦ୍ଧନା

ଝଙ୍କଡ଼  :  ତିର୍ତ୍ତୋଲବ୍ଲକ ସଅଁରା ସଅଁରା, ସରକାରୀ ଉଚ୍ଚବିଦ୍ୟାଳୟ ର ଆଦର୍ଶ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ଦାଶ ଙ୍କୁ ଗତ ଶନିବାରଦିନ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ପ୍ରଧାନଶିକ୍ଷୟତ୍ରୀ ମହାମାୟା ବିଶ୍ୱାଳ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଶିକ୍ଷାମଣ୍ଡଳାଧୀଶ ପବିତ୍ରକୁମାର କର ଓ ମୁଖ୍ୟବକ୍ତା ଭାବରେ ଶିକ୍ଷକସଂଘର ସମ୍ପାଦକ ସୁରେନ୍ଦ୍ର କୁମାର ମହାପାତ୍ର ଯୋଗଦେଇଥିବା ବେଳେ, ସ୍ୱତନ୍ତ୍ର ଅତିଥି ଭାବରେ ସଅଁରା ପଞ୍ଚାୟତ ର ସରପଞ୍ଚ ବିକ୍ରମକେଶରୀ ସ୍ୱାଇଁ ଓ ବିଶିଷ୍ଟଅତିଥି […]

ସଂପୂର୍ଣ୍ଣ ପଢନ୍ତୁ

 କଟକର ନାମକରଣକୁ ନେଇ ବଢୁଛି ବିବାଦ: ରେଭେନ୍ସାରୁ ମିଳିଲା ‘KATAK’ ଲେଖାଥିବା ଐତିହାସିକ ପ୍ରମାଣ, ସଂଶୋଧନ ପାଇଁ ଦାବି ଜୋର

କଟକ ସଦର : ରାଜ୍ୟ ସରକାର ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ସହରଗୁଡ଼ିକର ଇଂରାଜୀ ନାମକୁ ସଂଶୋଧନ କରି ସୁଦ୍ଧ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ନାମକରଣ କରୁଥିବା ବେଳେ, ଏଥିରେ ‘କଟକ’ ବାଦ୍ ପଡ଼ିବାକୁ ନେଇ ଏବେ ବିବାଦ ତୀବ୍ର ହେବାରେ ଲାଗିଛି। ସହରର ପୁରାତନ ସଂସ୍କୃତି ଓ ଅସ୍ମିତାକୁ ରକ୍ଷା କରିବା ପାଇଁ ‘CUTTACK’ ବଦଳରେ ‘KATAK’ ଲେଖିବାକୁ ବିଭିନ୍ନ ମହଲରୁ ଦାବି ହେଉଥିବା ବେଳେ ଏବେ ଏକ ବଳିଷ୍ଠ ପ୍ରମାଣ ସାମ୍ନାକୁ ଆସିଛି। ଏହି […]

ସଂପୂର୍ଣ୍ଣ ପଢନ୍ତୁ

ପୁଣି ଥରେ କୋର୍ଟକୁ ଧମକପୂର୍ଣ୍ଣ ମେଲ୍: ଦୁଇ ଘଣ୍ଟା କାଳ ସୁରକ୍ଷା ସମୀକ୍ଷା, ଡାର୍କ ୱେବ୍‌ରୁ ଆସିଛି ଇ-ମେଲ୍‌

କଟକ: କଟକ ଜିଲ୍ଲା ଏବଂ ଦୌରା ଜଜ୍ କୋର୍ଟକୁ ପୁଣି ଥରେ ଧମକପୂର୍ଣ୍ଣ ମେଲ୍ ଆସିଛି। ସମାନ ମେଲ୍ ଆଇଡିରୁ ଏହି ମେଲ୍ ଆସିଛି। ତେବେ ଡାର୍କ ୱେବ୍‌ରୁ ମେଲ୍ ପଠାଯାଇଥିବା ତଦନ୍ତ ସମୟରେ ଜଣାପଡ଼ିଛି। ଯାହାଫଳରେ ମେଲ୍‌ର ପ୍ରକୃତ ଆଇପି (ଇଣ୍ଟରନେଟ୍‌ ପ୍ରୋଟକଲ୍) ଠାବ କରିବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଆହ୍ବାନ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା ସହିତ ପ୍ରୋଟୋକଲ୍ ଅନୁଯାୟୀ କ୍ରାଇମବ୍ରାଞ୍ଚ ଯୋଗାଯୋଗରେ ରହିଛି। ଏହି ମେଲ୍ ଆସିବା ପରେ ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଡିଜି […]

ସଂପୂର୍ଣ୍ଣ ପଢନ୍ତୁ

ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ଅବହେଳାକୁ  ବରଦାସ୍ତ  କରାଯିବନି: ଗର୍ଗ

ଭୁବନେଶ୍ୱର: ଚଳିତ ବର୍ଷ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଆସନ୍ତା ଫେବ୍ରୁଆରି ୧୮ ତାରିଖରୁ ଏବଂ ବାର୍ଷିକ ମାଧ୍ୟମିକ ପରୀକ୍ଷା ସମେତ ରାଜ୍ୟମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ଏବଂ ମଧ୍ୟମା ପରୀକ୍ଷା ଫେବ୍ରୁଆରି୧୯ରୁ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ନେଇ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବନି ବୋଲି ମୁଖ୍ୟ ଶାସନ ସଚିବ ସତର୍କ କରିବା […]

ସଂପୂର୍ଣ୍ଣ ପଢନ୍ତୁ

ମହାନଦୀର ଜଳସ୍ରୋତକୁ ଛତିଶଗଡ଼ ଅଟକାଇ ବ୍ୟବସାୟ କରୁଛି: ବିଜେଡି

ଭୁବନେଶ୍ୱର: ଓଡିଶାର ଜୀବନରେଖା ମହାନଦୀର ଜଳ ସ୍ରୋତକୁ ଦୀର୍ଘ ବର୍ଷ ଧରି ଏକଚାଟିଆ ଭାବେ ଛତିଶଗଡ଼ ଅଟକାଇ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିଆସୁଛି। ଲଗାତାର ଭାବେ କେନ୍ଦ୍ର ସରକାର ଓ ଛତିଶଗଡ ସରକାରଙ୍କୁ ଅନୁରୋଧ କରି କୌଣସି ସୁଫଳ ନମିଳିବାରୁ ଓଡିଶା ସୁପି୍ରମକୋର୍ଟର ଦ୍ୱାରସ୍ଥ ହୋଇଥିଲା ଏବଂ ସୁପି୍ରମକୋର୍ଟ ନିଦେ୍ର୍ଦଶରେ ଆନ୍ତରାଜ୍ୟ ଜଳ ବିବାଦ ଟି୍ରବୁ୍ୟନାଲ ଗଠନ ହୋଇଥିଲା। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହି ବିବାଦ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ଘଣ୍ଟବାଦ୍ୟରେ ପ୍ରକମ୍ପିତ ହେଲା ରାଜସ୍ଥାନର ଠାକୁର ପ୍ରତିଷ୍ଠା ମହୋତ୍ସବ

ଝଙ୍କଡ଼/ଜଗତସିଂହପୁର: ଝଙ୍କଡ଼ ସାରଳା ପୀଠର ପାରମ୍ପରିକ ଘଟନୃତ୍ୟ ଓ ଘଣ୍ଟବାଦ୍ୟର ଚାହିଦା ଏବେ ଜାତୀୟ ସ୍ତରରେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗତ ଶନିବାର ପୂର୍ବାହ୍ନରେ ସୀମାନ୍ତ ରାଜସ୍ଥାନ ପ୍ରଦେଶର ଯୋଧପୁରସ୍ଥିତ ଗାନ୍ଧୀ ମଇଦାନ ପାର୍ଶ୍ୱରେ ଏକ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟ ଗୁରୁଜୀ ରାଧାକୃଷ୍ଣଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଶ୍ରୀ ଶ୍ରୀ ରାଧାଗୋପାଳ କୁଞ୍ଜ ପଧାରବନୀ ମହୋତ୍ସବ’ ସହ ଶ୍ରୀଜୀଉଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅତି […]

ସଂପୂର୍ଣ୍ଣ ପଢନ୍ତୁ

ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ମାହାଙ୍ଗା  :  କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶତାୟୁ ଶିକ୍ଷାନୁଷ୍ଠାନ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ପ୍ରଧାନଶିକ୍ଷୟିତ୍ରୀ ସୌଦାମିନୀ ଶରଣଙ୍କ ସଭାପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପୁରାତନ ଛାତ୍ର ସଂଘ ସଭାପତି ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ମୁଖ୍ୟବକ୍ତା ଭାବେ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ, ସମ୍ମାନିତ ବକ୍ତା ଭାବେ ସ୍କୁଲ ଶିକ୍ଷା କମିଟି ସଭାପତି ଶରତ କୁମାର […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

ଭୁବନେଶ୍ୱର: ତେଲଙ୍ଗାନାରୁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ଲୋକଭବନଠାରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହିତ ସେମାନଙ୍କୁ ଓଡ଼ିଶାର ପ୍ରଗତି ଏବଂ ଦେଶର ବିକାଶରେ ରାଜ୍ୟର ଯୋଗଦାନ ବିଷୟରେ ଅବଗତ କରାଇଛନ୍ତି। ମତବିନିମୟ କାର୍ଯ୍ୟକ୍ରମ ଅବସରରେ ରାଜ୍ୟପାଳ କହିଛନ୍ତି, ଗତ କିଛି ବର୍ଷ ହେବ ଓଡ଼ିଶାର ବିକାଶ ଧାରା ଜାରି ରହିଛି। ଓଡ଼ିଶାର ଆର୍ଥିକ ସ୍ଥିତି ସୁଦୃଢ଼ ରହିଛି ଏବଂ ଏହା ରାଜସ୍ୱ ବଳକା […]

ସଂପୂର୍ଣ୍ଣ ପଢନ୍ତୁ

ଦଲାଲ କିମ୍ବା ଏଜେଣ୍ଟଙ୍କୁ ଟଙ୍କା ଦିଅନ୍ତୁ ନାହିଁ, ମୋଟର ଯାନ କିଣା–ବିକା ବେଳେ ସତର୍କ ରହିବାକୁ STAର ପରାମର୍ଶ

କଟକ/ଭୁବନେଶ୍ୱର: ପୁରୁଣା ଯାନବାହନ କିଣା–ବିକା ଦିନକୁ ଦିନ ବୃଦ୍ଧି ପାଉଛି । କ୍ରେତା ଓ ବିକ୍ରେତା ଉଭୟଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ଏସଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବ୍ୟବହୃତ ଗାଡ଼ି ବିକ୍ରି କିମ୍ବା କ୍ରୟ ଯେଉଁ ଡିଲରଙ୍କ ମାଧ୍ୟମରେ କରାଯାଉଛି, ଉକ୍ତ ଡିଲର ପରିବହନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହେବା ବାଧ୍ୟତାମୂଳକ । ବିନା ସ୍ୱୀକୃତିରେ କୌଣସି ଡିଲର ଯାନବାହନ କିଣା–ବିକା କରିବା […]

ସଂପୂର୍ଣ୍ଣ ପଢନ୍ତୁ