ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀ :  ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ।ଆଜି ପୁରୀରେ ରାତ୍ରି ଯାପନ କରିବା  ନେଇ ସୂଚନା ରହିଛି। ବୁଧବାର ସକାଳ ୭ଟା ସମୟରେ ପୁରୀର ବାଲିସାହି ଶ୍ଵେତଗଙ୍ଗା ଠାରେ ପିଣ୍ତ ଦାନ କରିବାର କାର୍ଯ୍ୟକ୍ରମ ରହିଛି। ପିଣ୍ତଦାନ କରିବା ପରେ ୭ଟା ୪୦ ମିନିଟ୍ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତି ଶ୍ରୀମନ୍ଦିର ପ୍ରବେଶ କରିବା ସମୟରେ ସିଂହଦ୍ଵାର ଠାରେ ଗଜପତି ମହାରାଜ ସ୍ଵାଗତ କରିବାର ରହିଛି। ତାହା ସହ ଗର୍ଭଗୃହ ଭିତରକୁ ଯାଇ […]

ସଂପୂର୍ଣ୍ଣ ପଢନ୍ତୁ

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା ଶୁଭାରମ୍ଭ

ଭୁବନେଶ୍ୱର :‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା ଶୁଭାରମ୍ଭ ହୋଇଛି।। ଆଜି ଗଞ୍ଜାମ ତାରାତାରିଣୀ ପୀଠରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ୨ ଶହ ବର-କନ୍ୟାଙ୍କ ସାମୁହିକ ବିବାହ କରାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଶୁଭାରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମହିଳା ମାନଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ। କନ୍ୟା ବିବାହରେ ଯେପରି କୌଣସି ସମସ୍ୟା ହୋଇରହିବନି, ଏହି ଯୋଜନା ତାହାର […]

ସଂପୂର୍ଣ୍ଣ ପଢନ୍ତୁ

ମଣିପୁରକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ

ଇମ୍ଫାଲ :  ହିଂସା ପାଇଁ ମଣିପୁରରେ ରାଷ୍ଟ୍ରପତି ଶାସନର ପ୍ରାୟ ଗୋଟିଏ ବର୍ଷ ପରେ ମଣିପୁରକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ । ନୂତନ ମୁଖ୍ୟମନ୍ତ୍ରୀ ଭାବରେ ପୂର୍ବତ୍ତନ ମନ୍ତ୍ରୀ ୟୁମନାମ ଖେମଚାନ୍ଦ ସିଂହଙ୍କୁ ବିଜେପି ଦଳ ଦ୍ୱାରା ମନୋନୀତ କରାଯାଇଛି । ମଣିପୁରରେ ଦୀର୍ଘ ସମୟ ଧରି ଜାତିଗତ ହିଂସା ମଧ୍ୟରେ ୨୦୨୫ ଫେବୃଆରୀ ୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଇସ୍ତଫା ଦେବା ପରଠାରୁ ଏହି ପଦବୀ ଖାଲି ପଡ଼ିଛି । ମୁଖ୍ୟମନ୍ତ୍ରୀ ଇସ୍ତଫା […]

ସଂପୂର୍ଣ୍ଣ ପଢନ୍ତୁ
Supremecourtwikimediacommons 1068x665

ମେଟା ଏବଂ ହ୍ୱାଟସଆପକୁ ଭର୍ତ୍ସନା କଲେ ସୁପ୍ରିମ କୋର୍ଟ

ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟସଆପକୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି। କୋର୍ଟ ସ୍ପଷ୍ଟ ଭାବରେ ମେଟା ଏବଂ ହ୍ୱାଟସଆପକୁ କହିଛନ୍ତି ଯେ କୌଣସି କମ୍ପାନୀ ଡାଟା ସେୟାରିଂ ବାହାନାରେ ଏହି ଉପାୟରେ ଦେଶର ନାଗରିକଙ୍କ ଅଧିକାର ଉଲ୍ଲଂଘନ କରିପାରିବ ନାହିଁ। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ହ୍ୱାଟସଆପକୁ କହିଛନ୍ତି ଯେ ଯଦି ଏହା ଭାରତର ନିୟମ ପାଳନ କରିବାକୁ ଚାହୁଁନାହିଁ, ତେବେ ଏହାକୁ ଦେଶ ଛାଡି ଚାଲିଯିବା ଉଚିତ। ଏହି ମାମଲା ଭାରତୀୟ ପ୍ରତିଯୋଗିତା […]

ସଂପୂର୍ଣ୍ଣ ପଢନ୍ତୁ

୫୩ ଲକ୍ଷ ୪୭ ହଜାର ୩୧୫ କୋଟି ଟଙ୍କାର ବଜେଟ୍

ନୂଆଦିଲ୍ଲୀ :  ରେକର୍ଡ ୯ମ ଥର ପାଇଁ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ(Budget) ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ସେ ୨୦୪୭ ବିକଶିକ ଭାରତ ଉପରେ ଫୋକସ କରିଥିବା ବେଳେ ମୋଟ ୫୩,୪୭,୩୧୫ କୋଟି ଟଙ୍କାର ବଜେଟକୁ ସାର୍ବଜନୀନ କରିଛନ୍ତି। ରେଳ ଠାରୁ ଆରମ୍ଭ କରି ପ୍ରତିରକ୍ଷା ଓ ଶିକ୍ଷା ବିଭାଗକୁ ମିଳିଛି ସବୁଠାରୁ ଅଧିକ ପାଣ୍ଠି। ସେହିପରି ଗ୍ରାମୀଣ ବିକାଶ ଓ ରୋଜଗାର ଉପରେ ମଧ୍ୟ ବଜେଟରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ […]

ସଂପୂର୍ଣ୍ଣ ପଢନ୍ତୁ

ଶତାୟୁ ସୁରେନ୍ଦ୍ର ନାଥ ମହାନ୍ତିଙ୍କ ଏକାଦଶାହରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ମାହାଙ୍ଗା : ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଶଙ୍ଖପୁର ଗ୍ରାମର ବିଶିଷ୍ଟ ଧର୍ମପ୍ରାଣ ବ୍ୟକ୍ତି ତଥା ଶତାୟୁ ସୁରେନ୍ଦ୍ର ନାଥ ମହାନ୍ତିଙ୍କ ଏକାଦଶାହ ତିଥିରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ସୁରେନ୍ଦ୍ରଙ୍କ ପତ୍ନୀ ପ୍ରମିଳା ମହାନ୍ତିଙ୍କର ହୃଦଘାତରେ ପରଲୋକ ଘଟିବାର ମାତ୍ର ୧୩ ଦିନ ପରେ ସୁରେନ୍ଦ୍ରଙ୍କର ମଧ୍ୟ ଦେହାନ୍ତ ହୋଇଥିଲା। ଅଳ୍ପ ଦିନ ବ୍ୟବଧାନରେ ଉଭୟ ପତି-ପତ୍ନୀଙ୍କ ବିୟୋଗ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦାୟକ ହୋଇଥିବା ବେଳେ ସମଗ୍ର […]

ସଂପୂର୍ଣ୍ଣ ପଢନ୍ତୁ

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ କାର୍ଯ୍ୟାଳୟ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାରାଦୀପ: ପାରାଦୀପ ସ୍ଥିତ ଜେଏସଡବ୍ଲୁ (JSW) ଉତ୍କଳ ଷ୍ଟିଲ କାର୍ଯ୍ୟାଳୟ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜେଏସଡବ୍ଲୁ ଗ୍ରୁପର ବରିଷ୍ଠ ଅଧିକାରୀ କିନଶୁକ ରୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀ ରୟ ନିଜ ଅଭିଭାଷଣରେ ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠରେ ବାବା ଗୋରେଖନାଥଙ୍କ ୧୮ତମ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

ଝଙ୍କଡ଼, ୦୨/୦୨: ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ ଅନ୍ତର୍ଗତ କନକପୁର ସାରଳାହାଟ ପାର୍ଶ୍ୱରେ ଅବସ୍ଥିତ ବାବା ଗୋରେଖନାଥଙ୍କ ୧୮ତମ ପ୍ରତିଷ୍ଠା ମହୋତ୍ସବ ବିପୁଳ ଭକ୍ତ ସମାଗମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସ୍ୱପ୍ନାଦେଶ ଅନୁଯାୟୀ ଆଜକୁ ୧୮ ବର୍ଷ ତଳେ ପ୍ରତିଷ୍ଠିତ ଏହି ପୀଠରେ ବାବାଙ୍କ ପୂଜାାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଥିଲା। ଗତ ସୋମବାର ଏହି ଉପଲକ୍ଷେ ବିଭିନ୍ନ ଧାର୍ମିକ ରୀତିନୀତି ସମ୍ପନ୍ନ ହୋଇଥିଲା। ରୁଦ୍ରାଭିଷେକ, ଷୋଡଶଉପଚାର ପୂଜା ଓ ଯଜ୍ଞରେ ଆହୁତି ପ୍ରଦାନ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ମାର୍ଟ ମିଟର ଓ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ବିରୋଧରେ ଉପଭୋକ୍ତା ସଂଘର ପ୍ରତିବାଦ

ସାଲେପୁର : ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାରର ମନମାନି ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ (OERC) ଜନବିରୋଧୀ ନୀତି ବିରୋଧରେ ସାଲେପୁରରେ ପ୍ରତିବାଦର ସ୍ୱର ତେଜିଛି। ୮ ଦଫା ଦାବିକୁ ନେଇ ଆଜି ସାଲେପୁର ବିଦ୍ୟୁତ ଡିଭିଜନ ଅଫିସ ସମ୍ମୁଖରେ ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଗଗନବିହାରୀ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଶହ ଶହ ଉପଭୋକ୍ତା ସାମିଲ ହୋଇ ବିଦ୍ୟୁତ ବିଭାଗର କାର୍ଯ୍ୟକଳାପକୁ […]

ସଂପୂର୍ଣ୍ଣ ପଢନ୍ତୁ

ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ଶ୍ରାଦ୍ଧଉତ୍ସବ ପାଳିତ

ଝଙ୍କଡ଼ : ବିଶିଷ୍ଟ ସ୍ୱାଧୀନତାସଂଗ୍ରାମୀ, ପ୍ରଖ୍ୟାତ ସମାଜସେବୀ, ସମାଜର ପୂର୍ବତନ ସମ୍ପାଦକ, ସ୍ତମ୍ଭକାର ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ୨୭ତମ ଶ୍ରାଦ୍ଧଉତ୍ସବ ଗତ ରବିବାର ଦିନ, ତିର୍ତ୍ତୋଲ ବ୍ଲକ, ମୂଳିସିଂହ ପଞ୍ଚାୟତ ଅଧିନ ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଜଗତସିଂହପୁର ସାରସ୍ୱତ ପରିଷଦ ଆନୁକୂଲ୍ୟରେ, ଏହି ଉପଲକ୍ଷେ ଆୟୋଜିତ ସଭାରେ ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଅଧ୍ୟକ୍ଷତା କରି, ଡଃ ରାଧାନାଥ ରଥ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ […]

ସଂପୂର୍ଣ୍ଣ ପଢନ୍ତୁ