ସ୍ୱଚ୍ଛ ସବୁଜ ମାହାଙ୍ଗାର ସ୍ଵପ୍ନଦର୍ଶୀ — ଡ଼. ଅମରେନ୍ଦ୍ର ମହାନ୍ତି
ମାହାଙ୍ଗା(ଅଜୟ ମହାନ୍ତି) : ସମାଜସେବା ହେଉଛି ଭାରତୀୟ ଦର୍ଶନର ଅଭିନ୍ନ ଅଂଶ। ମନୁଷ୍ୟତା ଓ ନିଷ୍ଠାର ସଜୀବ ପ୍ରତିକ। ଏହି ମୂଲ୍ୟବୋଧକୁ ଜୀବନରେ ଅଙ୍ଗୀକାର କରି, ଯୁବପିଢ଼ୀ ପାଇଁ ଏକ ନୂତନ ଆଦର୍ଶ ଗଢ଼ି ତୋଳିଛନ୍ତି ମାହାଙ୍ଗାର ସୁଯୋଗ୍ୟ ସନ୍ତାନ ଡ଼. ଅମରେନ୍ଦ୍ର ମହାନ୍ତି। ଜଣେ ପ୍ରତିଷ୍ଠିତ ଶିକ୍ଷାବିଦ୍, ଲେଖକ, ଗବେଷକ ଓ ସମାଜସେବୀ। ୧୯୭୯ ମସିହାରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକର ନାହଙ୍ଗ ଗ୍ରାମରେ ପିତା ଅକ୍ଷୟ କୁମାର ମହାନ୍ତି ଓ ମାତା ରେଣୁବାଳା ମହାନ୍ତିଙ୍କ […]
ସଂପୂର୍ଣ୍ଣ ପଢନ୍ତୁ