ସୋମବାର ଅଧିବେଶନ ଡକାନ୍ତୁ, ପୁରୁଣା ବିଲ୍ ଆଣନ୍ତୁ; ସରକାରଙ୍କୁ ପ୍ରିୟଙ୍କାଙ୍କ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ: ୧୩୧ତମ ସମ୍ବିଧାନ ସଂଶୋଧନ ବିଧେୟକ ଲୋକସଭାରେ ଶୁକ୍ରବାର କାଟ୍ ଖାଇଛି। ଆଉ ଏହାର ପରବର୍ତ୍ତୀ ଦିନ ଶନିବାର କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ପ୍ରିୟଙ୍କା କହିଛନ୍ତି ସରକାର ସୋମବାର ସେହି ବିଲ୍ ନେଇ କି ଆସନ୍ତୁ, ଯାହାକୁ ୨୦୨୩ରେ ସବୁ ଦଳ ସମର୍ଥନ କରିଥିଲେ। ସୋମବାର ପୁଣି ଥରେ ସ୍ଵତନ୍ତ୍ର ଅଧିବେଶନ ଡକାଯାଉ, ଆମେ ସମସ୍ତେ ଉକ୍ତ ବିଧେୟକୁ ସମର୍ଥନ ଦେବୁ। ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ, ପଶ୍ଚିମବଙ୍ଗ ଓ ତାମିଲନାଡୁ […]
ସଂପୂର୍ଣ୍ଣ ପଢନ୍ତୁ