ଇସ୍କନକୁ ଗଜପତି ଦିବ୍ୟସିଂହ ଦେବଙ୍କ କଡ଼ା ପ୍ରତିକ୍ରିୟା, କହିଲେ- ଜବାବ ଦେବ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀଜଗନ୍ନାଥ ସଂସ୍କୃତିକୁ ନେଇ ଇସ୍କନର ଏତାଦୃଶ୍ୟକୁ ନେଇ ରାଜ୍ୟରେ ଅସନ୍ତୋଷର ବହ୍ନି କୁହୁଳିବାରେ ଲାଗିଛି। ଗଜପତି ମହାରାଜ ଦିବ୍ୟସିଂହଙ୍କଠୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଇସ୍କନ ପ୍ରତି ଅସନ୍ତୋଷ ବଢିବାରେ ଲାଗିଛି। ଏହା ମଧ୍ୟରେ ଇସ୍କନ ପ୍ରେସ ରିଲିଜକୁ ନେଇ ଗଜପତି ଦିବ୍ୟସିଂହ ଦେବ କଡ଼ା ଜବାବ ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଖିତ ଭାବେ ଆସନ୍ତାକାଲି ଏହାର କଡ଼ା ଜବାବ ଦିଆଯିବ ବୋଲି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି। ଦିବ୍ୟସିଂହ ଦେବ କହିଛନ୍ତି, ଇସ୍କନ […]

ସଂପୂର୍ଣ୍ଣ ପଢନ୍ତୁ

ବିଜେପିରେ ମିଶିଲେ ପ୍ରଭାତ ବିଶ୍ଵାଳ : ବିଜେଡ଼ି ଉପରେ ବର୍ଷିଲେ

ଭୁବନେଶ୍ୱର: ୨୪ ବର୍ଷ ବହୁ ପରିଶ୍ରମ କରିଛି | ଦଳ ପାଇଁ ନିଷ୍ଠା ଦେଖାଇଛି | ୩୦ ବର୍ଷ ହେଲା ଜନ ସେବା କରୁଛି। ମୁଁ ଭାବିଥିଲି ସୁନାକୁ ଚିହ୍ନିବେ କିନ୍ତୁ ମୋ ଆକଳନ ଭୁଲ ହେଲା | ବଣିଆ ହୋଇ ସୁନା ଚିହିଁଲେ ନାହିଁ। ଖାଣ୍ଟି ସୁନାକୁ ଚିହ୍ନିଲା ନାହିଁ କିନ୍ତୁ ବିଳମ୍ବ ହେଉ ପଛେ ବିଜେପି ସୁନାକୁ ଚିହ୍ନିଲା। ବିଜେପିରେ ମିଶିବା ପରେ ଏମିତି କହି ବିଜୁ ଜନତା ଦଳକୁ ତେରଛା ବାଣ ମାରିଛନ୍ତି ବରିଷ୍ଠ […]

ସଂପୂର୍ଣ୍ଣ ପଢନ୍ତୁ
Mohan Majhi 1 1

ଏଫ୍.ଆଇ.ଆର୍ କରିବାକୁ ଏସସିଇଆରଟି ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ। ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ହେବ। କ୍ରାଇମବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ ଏଫ୍.ଆଇ.ଆର୍ କରିବାକୁ ଏସସିଇଆରଟି ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସମଗ୍ର ପ୍ରକ୍ରିୟା ଉପରେ ଅପରାଧିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ୱତନ୍ତ୍ର ଭାବେ କ୍ରାଇମବ୍ରାଞ୍ଚ […]

ସଂପୂର୍ଣ୍ଣ ପଢନ୍ତୁ

ସନ୍ଦେହ ଘେରରେ ବିକଶିତ ଗାଁ ବିକଶିତ ଓଡିଶା ର ରାସ୍ତା ନିର୍ମାଣ କାର୍ଯ୍ୟକ୍ରମ : ଗୋଟିଏ କାମକୁ ଦୁଇଥର ବିଜ୍ଞପିତର କାରଣ ଅସ୍ପଷ୍ଟ !!

ଝଙ୍କଡ଼ :   ବିକଶିତ ଗାଁ ବିକଶିତ ଓଡିଶା ର ଏକ ଫଳକ ଦେଖିବାକୁ ମିଳିଛି, ତିର୍ତ୍ତୋଲ ବ୍ଲକ, କନକପୁର ଗ୍ରାମପଞ୍ଚାୟତ ଅଧିନ ସାରଳାହାଟରେ l ବିଗତ ପାଞ୍ଚସାତବର୍ଷ ପୂର୍ବରୁ ଏହି ସାରଳାହାଟର ଧରଣୀ ସ୍ୱାଇଁ ଙ୍କ ଘର ପାଖରୁ ଅନାମଓଝା ଙ୍କ କମାରଶାଳ ଦୋକାନ ପର୍ଯ୍ୟନ୍ତ ଏକ କଂକ୍ରିଟରୋଡ଼ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ବିଗତ କିଛିମାସ ପୂର୍ବରୁ ସେହିରାସ୍ତା କାମପାଇଁ ଚାରି ଲକ୍ଷଟଙ୍କା ବ୍ୟୟ ଅଟକଳ ଦର୍ଶାଯାଇ, ଆଉ ଏକ ଫଳକ ରେ ଦେଖିବାକୁ ମିଳିଛି […]

ସଂପୂର୍ଣ୍ଣ ପଢନ୍ତୁ

ରସୁଲପୁରରେ ପୈତୃକ ସମ୍ପତ୍ତିକୁ ହଡପ କରିବାକୁ ଉଦ୍ୟମ : ପ୍ରତିବାଦ କରିବାରୁ ଜୀବନରୁ ମାରିଦେବାକୁ ଧମକ

ଝଙ୍କଡ଼  :  ପୈତୃକ ସମ୍ପତିକୁ ଚଞ୍ଚକତା କରି ନିଜନାମରେ ବେଆଇନି କବଲା କରିନେବା ପରେ, ସେହି ସମ୍ପତିଉପରେ ଅନ୍ୟ ଭାଗିଦାରୀ ଭାଇମାନେ ଆପତ୍ତି କରିବାରୁ, ଜୀବନ ରୁ ମାରିଦେବାକୁ ଧମକ ଦେଉଥିବା ସାନଭାଇ ବିରୁଦ୍ଧରେ, କନକପୁର ପୋଲିସ ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରାଯାଇଛି l ଖବରଅନୁଯାଇ, ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ଗ୍ରାମର ମହମଦ ଜାଫର ଖାଁ, ଜଣେ ଶାରୀରିକ ଓ ମାନସିକ ଅକ୍ଷମ ଅଶିବର୍ଷର ବୃଦ୍ଧ l ତାଙ୍କର ଘରବାଡ଼ି ତିନିଗୁଣ୍ଠ […]

ସଂପୂର୍ଣ୍ଣ ପଢନ୍ତୁ

ନେତାଙ୍କୁ ତୀବ୍ର ବିରୋଧ କଲେ ଦଳୀୟ କର୍ମୀ; ମନ୍ଦିର ଯାଇ ନପାରି ଫେରିଗଲେ ମନ୍ତ୍ରୀ

ଝାରସୁଗୁଡ଼ା : ରାଜ୍ୟ ସରକାରଙ୍କ ଜଣେ କ୍ୟାବିନେଟ୍‌ସ୍ତରର ମନ୍ତ୍ରୀଙ୍କୁ ସାଧାରଣ ଜନତା ତୀବ୍ର ବିରୋଧ କରିଛନ୍ତି। ମନ୍ତ୍ରୀ କାର ଆଗକୁ ଯାଇ ସ୍ଲୋଗାନ ଦେଇଛନ୍ତି। ମନ୍ତ୍ରୀଙ୍କ କାରକୁ ଆଗକୁ ବଢ଼ିବାକୁ ଦେଇ ନାହାନ୍ତି। ମନ୍ତ୍ରୀ ମନ୍ଦିର ଦର୍ଶନ କରିବାକୁ ଯାଉଛନ୍ତି କହିଲା ପରେ ମଧ୍ୟ ସାଧାରଣ ଜନତା ଶୁଣି ନାହାନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦଳୀୟ କର୍ମୀମାନେ ଆଜି ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ତୀବ୍ର ବିରୋଧ କରିଛନ୍ତି। ବିରୋଧ ସମୟର ଭିଡିଓ ଏବେ […]

ସଂପୂର୍ଣ୍ଣ ପଢନ୍ତୁ

‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ ପ୍ରତିଷ୍ଠା ନିମନ୍ତେ ବୁଝାମଣା ପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର: ସ୍ଥାୟୀ ସହରୀକରଣ ଏବଂ ଜଳବାୟୁ-ସହନଶୀଳ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ଵରୂପ ଆଜି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ ଅନ୍ ଲୋ କାର୍ବନ କନ୍ସଟ୍ରକ୍ସନ ମ୍ୟାଟେରିଆଲ୍ସ ଆଣ୍ଡ ସଷ୍ଟେନେବଲ୍ ଡେଭେଲପମେଣ୍ଟ’ (ସ୍ଵଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଏବଂ ସ୍ଥାୟୀ ବିକାଶ କେନ୍ଦ୍ର) ପ୍ରତିଷ୍ଠା ପାଇଁ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଓଡ଼ିଶାକୁ ସ୍ୱଚ୍ଛ, ସବୁଜ ଏବଂ ଭବିଷ୍ୟତ […]

ସଂପୂର୍ଣ୍ଣ ପଢନ୍ତୁ
Ku8v7164 Pahalgam Terrorist Attack 625x300 22 April 25

ପାକିସ୍ତାନରେ ୮୮ ଜଣ ଆତଙ୍କବାଦୀ ନିହତ

ଇସଲାମାବାଦ: ପାକିସ୍ତାନ ସରକାର ଜୁଲାଇ ୫ ତାରିଖରୁ ଆତଙ୍କବାଦୀଙ୍କ ଉପରେ ବଲୁଚିସ୍ତାନ ପ୍ରଦେଶରେ ବଡ଼ଧରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସୁରକ୍ଷାକର୍ମୀ ଏପର୍ଯ୍ୟନ୍ତ ୮୮ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିବା ଶନିବାର ପାକିସ୍ତାନ ସରକାର ପ୍ରକାଶ କରିଛନ୍ତି। ଗତ ୨୪ ଘଣ୍ଟାରେ ୯ ଜଣ ଆତଙ୍କବାଦୀ ନିହତ ହୋଇଥିବା ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ୍‌ ନକ୍‌ଭୀ କହିଛନ୍ତି। ପାକିସ୍ତାନରେ ‘ଅପରେସନ ଶାହବାନ୍‌’ରେ ଏପର୍ଯ୍ୟନ୍ତ ୮୮ ଜଣଙ୍କ ମୃତ୍ୟୁ ହୋଇଛି। ଚାଲିଥିବା ଅପରେସନରେ ପାକିସ୍ତାନ ସେନା, ଅର୍ଦ୍ଧସାମରିକ ରେଞ୍ଜର୍ସ ଓ […]

ସଂପୂର୍ଣ୍ଣ ପଢନ୍ତୁ
Vote

ରାଜ୍ୟରେ ଏଥର ବିଳମ୍ବରେ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ବର: ବିଳମ୍ବିତ ହୋଇପାରେ ଏଥର ପଞ୍ଚାୟତ ନିର୍ବାଚନ । ୨୦୨୭ ଜନଗଣନା ପରେ ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ିବାକୁ ଯାଉଛି । ଏହାସହ ପ୍ରଥମ ଥର ପାଇଁ ଡୋର-ଟୁ-ଡୋର ସର୍ଭେ କରି ବୁଥ୍‌ୱାଇଜ୍ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି । ଏନେଇ ନିର୍ବାଚନ ପ୍ରସ୍ତୁତି ଜୋରଦାର ହୋଇଛି । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଏଥର ବିଳମ୍ବରେ ହୋଇପାରେ । ସୂଚନା ଅନୁସାରେ, ୨୦୨୭ ଜନଗଣନା ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ଏପ୍ରିଲ ମାସରେ […]

ସଂପୂର୍ଣ୍ଣ ପଢନ୍ତୁ

ରାଜଧାନୀରୁ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଚାଲିଛି ଅବକାରୀ ବିଭାଗର ଚଢ଼ାଉ ।ଅବକାରୀକମିସନରଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରରେ ସ୍ୱତନ୍ତ୍ର ଚଢ଼ାଉ ଜାରି ରହିଛି । ରାଜଧାନୀ ଦେଇ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବାରୁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ କଡ଼ା ନଜର ରଖାଯାଉଛି । ଗତକାଲି ସନ୍ଧ୍ୟାରେ ତମାଣ୍ଡୋ ଅଞ୍ଚଳରେ ଟିମ୍ ଡେରା ପକାଇ ଥିବାବେଳେ ସନ୍ଦେହଜନକ ଏକ ଟ୍ରକ୍‌କୁ ପିଛା କରି ଆଚାର୍ଯ୍ୟବିହାର ଛକରେ ଅଟକାଇଥିଲା। ଯାଞ୍ଚ ବେଳେ ଟ୍ରକ୍‌ରୁ ୬୦ ଲକ୍ଷ ଟଙ୍କା ମୂଲ୍ୟର ୬ କ୍ୱିଣ୍ଟାଲ […]

ସଂପୂର୍ଣ୍ଣ ପଢନ୍ତୁ