ପୁଅ-ବୋହୂଙ୍କ ନିର୍ଯାତନା ଅସହ୍ୟ: ଘର ଛାଡ଼ିଲେ ବୃଦ୍ଧ ବାପା-ମାଆ

ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ୍ ପିପଳ ମାଧବ ପଞ୍ଚାୟତର ଅରିଲୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯେଉଁ ବୟସରେ ପୁଅ-ବୋହୂଙ୍କ ସେବା ଓ ଯତ୍ନର ଆବଶ୍ୟକତା ଥାଏ, ସେହି ବୟସରେ ନିର୍ଯାତନାର ଶିକାର ହୋଇ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ଜଣେ ବୃଦ୍ଧ ଦମ୍ପତି। ଗ୍ରାମର ବସନ୍ତ କୁମାର ସ୍ୱାଇଁ (୭୫) ଓ ସ୍ତ୍ରୀ ନୟନବାଳା (୭୦) ନିଜ ବଡ଼ ପୁଅ ଶିବ ପ୍ରସାଦ ଓ ବୋହୂ ଅଞ୍ଜଳୀଙ୍କ ସହ ଗାଁରେ ରହୁଥିବା ବେଳେ […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରବଳବର୍ଷାରେ ସମ୍ପୂର୍ଣ ଉଜୁଡିଗଲା ଚାଳଛପର ମାଟିଘର : ଅଳ୍ପକେ ବର୍ତ୍ତିଗଲେ ପରିବାର, ଏଯାଏ ମିଳିଲାନାହିଁ ସରକାରୀ ଆବାସ ଯୋଜନାରେ ବାସଗୃହ

ଝଙ୍କଡ଼  :  ଲଘୁଚାପ ଜନିତ ତୁହାକୁତୁହା ପ୍ରବଳବର୍ଷା ରେ ତିର୍ତ୍ତୋଲବ୍ଲକ, ଗୋବିନ୍ଦପୁର ପଞ୍ଚାୟତ ଅଧିନ ( ସାଅଁସ ) ଖରଖରି ଗ୍ରାମର ଦିନମଜୁରିଆ, ଖଟିଖିଆ ବାବାଜୀ ସ୍ୱାଇଁ ଙ୍କ ଚାଳଛପର ମାଟିଘର ଟି ଚାରିଦିନ ତଳେ ସମ୍ପୂର୍ଣ୍ଣ ଉଜୁଡିଯାଇଛି l ହଠାତ କାନ୍ଥପଡିଯିବାରୁ ଘରୁ ପାଞ୍ଚପ୍ରାଣୀ ପରିବାର ସହିତ ଗୋଟିଏ ଟ୍ରଙ୍କଧରି, ଜୀବନରାକ୍ଷକରି ବାହାରି ଆସିଲେ ବାବାଜୀ ର ବିପନ୍ନପରିବାର l ପଡିଶାଘରେ ଆଶ୍ରୟ ନେଇ ବହୁଦୁଃଖକଷ୍ଟ ରେ ଜୀବନ ବିତାଉଛି ଏହି ବାସହରା ବିପନ୍ନ ପରିବାର […]

ସଂପୂର୍ଣ୍ଣ ପଢନ୍ତୁ

ପ୍ରଥମ ବିଶ୍ବଯୁଦ୍ଧ ପରି ସ୍ଥିତି ଉପୁଜିଲା: ଆଉ ଏକ ବିଶ୍ୱଯୁଦ୍ଧ ମୁହାଁ ହେବାରେ ଲାଗିଛି ବିଶ୍ବ, ଇସ୍ରାଏଲ ଏବଂ ୟୁକ୍ରେନ ଏବେ ଏକାଠି ଲଢ଼ିବା ସମ୍ଭାବନ ଘନେଇଲା

ୱାସିଂଟନ,୨୯/୭: ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟ ଉତ୍ତେଜନା ଧୀରେଧୀରେ ଜଡିତ ହେବାରେ ଲାଗିଛି, ଯାହା ବିଶ୍ୱ ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରୁଛି। ୱାସିଂଟନରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ବହୁ କୂଟନୈତିକ କଳ୍ପନାଜଳ୍ପନା ସୃଷ୍ଟି କରିଛି। ଉଭୟ ନେତା ସ୍ୱର୍ଗତ ଆମେରିକୀୟ ସେନେଟର ଲିଣ୍ଡସେ ଗ୍ରାହାମଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଆସିଥିଲେ, ଯିଏ ରୁଷ ଏବଂ ଇରାନ ଉଭୟ ପ୍ରତି […]

ସଂପୂର୍ଣ୍ଣ ପଢନ୍ତୁ

ଇ-୨୦ ବିବାଦ: ୧୧ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନୀତିନ୍ ଗଡ଼କରୀ

ମୁମ୍ବାଇ, ୨୯/୭: କେନ୍ଦ୍ର ସରକାରଙ୍କ ଇଥାନଲ୍-ମିଶ୍ରଣ କାର୍ଯ୍ୟକ୍ରମ ସହ ନିଜକୁ ଏବଂ ନିଜ ପରିବାରକୁ ଯୋଡ଼ି ସୋସିଆଲ ମିଡିଆରେ ଭ୍ରାନ୍ତକର ତଥ୍ୟ, ଆପତ୍ତିଜନକ ପୋଷ୍ଟ ଓ ଏଆଇ-ଜନିତ ‘’ଡିପଫେକ୍’’ ଭିଡିଓ ପ୍ରସାରଣ କରାଯାଉଥିବା ନେଇ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ୍ ଗଡ଼କରୀ। ନିଜର ବ୍ୟକ୍ତିଗତ ଅଧିକାର ଓ ସୁନାମ କ୍ଷୁଣ୍ଣ ହେଉଥିବା ଦର୍ଶାଇ ସେ ୧୧ କୋଟି ଟଙ୍କାର କ୍ଷତିପୂରଣ ଦାବି କରିବା ସହ ଏହି ସବୁ […]

ସଂପୂର୍ଣ୍ଣ ପଢନ୍ତୁ

ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ, ପୁଣି ନେଲା ଗୋଟେ ଜୀବନ

ଯାଜପୁରଟାଉନ :  ଖରସ୍ରୋତା ନଦୀରେ ଜଣେ ଲୋକ ଗାଧୋଇବାବେଳେ ନଦୀରେ ଥିବା କୁମ୍ଭୀର ଟାଣି ନେଇଥିବା ଜଣାଯାଇଛି। ଖବର ପାଇ ଓଡ଼୍ରାଫ ଦଳ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି। ତେବେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଯାଜପୁରବ୍ଲକ ଅଧୀନ ଦେବିଲ ରିଷିପୁର ହରିଜନ ସାହିର ସ୍ବର୍ଗତ ବିନୋଦ ବିହାରୀ ଜେନାଙ୍କ ପୁଅ ହରିହର ଜେନା(୫୪)। ସୂଚନାରୁ ପ୍ରକାଶ, ହରିହର ଗତକାଲି ଅପରାହ୍ନରେ ବିଲକାମ ସାରି ରିଷିପୁର ହରିଜନ ସାହିର ଖରସ୍ରୋତା ନଦୀର ହରିଜନ ସାହି ଘାଟକୁ ଗାଧୋଇବାକୁ […]

ସଂପୂର୍ଣ୍ଣ ପଢନ୍ତୁ

ବର୍ଷାରେ ଜନଜୀବନ ପ୍ରଭାବିତ; ୮ ଜିଲ୍ଲା ପ୍ରଭାବିତ, ୩ ମୃତ; ଆସନ୍ତାକାଲି ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ

ଭୁବନେଶ୍ବର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି। ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ସେହିପରି ସୁନ୍ଦରଗଡ଼, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଗତକାଲି ଠାରୁ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ମହାନଦୀ, ବୈତରଣୀ, ବୁଢ଼ାବଳଙ୍ଗ, ସାଳନ୍ଦୀ […]

ସଂପୂର୍ଣ୍ଣ ପଢନ୍ତୁ

୫୦ହଜାର ଗାଁରେ ପହଞ୍ଚିବ ଇଣ୍ଟରନେଟ୍‌

ଭୁବନେଶ୍ବର: ରାଜ୍ୟରେ ଇଣ୍ଟରନେଟ୍‌ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଏକ ଡିଜିଟାଲ ଓଡ଼ିଶା ଗଠନ ସ୍ବପ୍ନ ସାକାର କରିବା ଲକ୍ଷ୍ୟ ନେଇ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, ଭାରତ ସରକାରଙ୍କ ଟେଲିକମ୍‌ ବିଭାଗ ଓ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଛି। ଓଡ଼ିଶା କମ୍ପ୍ୟୁଟର ପ୍ର‌‌‌ୟୋଗ କେନ୍ଦ୍ର (ଓକାକ୍‌)ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ମୋଟ୍‌ ଦୁଇଟି ବୁଝାମଣା ହୋଇଛି। ଏ ସମ୍ପର୍କରେ […]

ସଂପୂର୍ଣ୍ଣ ପଢନ୍ତୁ

ନୂତନ ଜୀବନ ପାଇଲେ ୪୯ ବର୍ଷୀୟା ମହିଳା ପୁଲିସ ଅଧିକାରୀ

ଭୁବନେଶ୍ୱର: ମୃତ୍ୟୁ ସହିତ ୩୬ ଦିନର ସଂଘର୍ଷ। ଗୁରୁତର ଶ୍ୱାସକ୍ରିୟା ବିଫଳତା ପରେ ପ୍ରତିଟି ମୁହୂର୍ତ୍ତ ଥିଲା ମୂଲ୍ୟବାନ। ମାତ୍ର ଏମ୍ସ ଭୁବନେଶ୍ଵର ଡାକ୍ତରୀ ଦଳଙ୍କ ପ୍ରତିବଦ୍ଧତା, ନିଷ୍ଠାପର ଉଦ୍ୟମ, ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ଏକପ୍ରକାର ଅସମ୍ଭବ ଲାଗୁଥିବା ଘଟଣାକୁ ସମ୍ଭବରେ ପରିଣତ କରିଛି। ଗୁରୁତର ନିମୋନିଆରେ ପୀଡ଼ିତ ହୋଇ ଝାରସୁଗୁଡାର ଜଣେ ୪୯ ବର୍ଷୀୟା ମହିଳା ପୁଲିସ ଅଧିକାରୀଙ୍କୁ ଏପ୍ରିଲ୍ ମାସ ୧୮ ତାରିଖରେ ଭୁବନେଶ୍ୱରର ଏକ କର୍ପୋରେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସର୍ବୋତ୍ତମ […]

ସଂପୂର୍ଣ୍ଣ ପଢନ୍ତୁ

ମହାନଦୀର ଅବବାହିକାରେ ବନ୍ୟା ଆଶଙ୍କା; ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ବର: ମହାନଦୀର ଉପରମୁଣ୍ଡରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କରୁଛି। ମହାନଦୀର ଶାଖା ନଦୀରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଛି। ତେଣୁ ମହାନଦୀର ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ। ଆସନ୍ତାକାଲି ସନ୍ଧ୍ୟାରେ ମହାନଦୀର କଟକଜିଲ୍ଲା ମୁଣ୍ଡଳିଠାରେ ପ୍ରାୟ ୮ ଲକ୍ଷରୁ […]

ସଂପୂର୍ଣ୍ଣ ପଢନ୍ତୁ

ପୁଅ ମୃତ୍ୟୁର ଦୁଇମାସପରେ ମାଆର ପରଲୋକ

ଝଙ୍କଡ଼  :  ପୁଅ ମୃତ୍ୟୁ ର ମାତ୍ର ଦୁଇମାସ ଆଠଦିନ ପରେ, ରୋଗଶଯ୍ୟାରେ ପଡ଼ିଥିବା ଜନ୍ମଦାତ୍ରୀ ମା ବାସନ୍ତୀ ରାଉଳ ବାସ୍ତରୀବର୍ଷ ବୟସ ରେ ପରଲୋକ ହୋଇଯାଇଛି l ଖବରଅନୁଯାଇ ଝଙ୍କଡ଼ ସାରଳାଠାକୁରାଣୀ ଙ୍କ ନିତ୍ୟସେବକ ସୁରେଶ କୁମାର ରାଉଳ ଙ୍କ ଧର୍ମପତ୍ନୀ ଦୀର୍ଘଦିନ ରୋଗଶଯ୍ୟାରେ ପଡିଚିକିଶ୍ଚିତ ହେଉଥିଲେ l ମାତ୍ର ଏକମାତ୍ର ପୁତ୍ର ସମୀରକାନ୍ତ ରାଉଳ ( ପପୁନନା ) ଙ୍କ ଆକସ୍ମିକ ବିୟୋଗରେ ବ୍ୟଥିତହୋଇ, ପୁଅ ର ବିରହରେ ମାନସିକଚାପରେ ତାଙ୍କର ପରଲୋକ ହୋଇଗଲା […]

ସଂପୂର୍ଣ୍ଣ ପଢନ୍ତୁ