ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ । ଭଟଲି ନିର୍ବାଚନମଣ୍ଡଳୀର ତିନି ଥର ବିଧାୟକ ଥିଲେ ସୁଶାନ୍ତ ସିଂ । ରାଜଧାନୀ ଭୂବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସୁଶାନ୍ତ ସିଂଙ୍କ ପରଲୋକ ହୋଇଛି । ସୁଶାନ୍ତ ସିଂହ ଦୀର୍ଘଦିନ ଧରି ଗୁରୁତର ଅସୁସ୍ଥତାରେ ପୀଡ଼ିତ ଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା, କିନ୍ତୁ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଥିଲା ଏବଂ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ମାମଲା ତଦନ୍ତ ସଂପର୍କିତ ଫାଇଲ୍ ଗାଏବ ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ଏବଂ କନ୍ଧମାଳ ହିଂସାକାଣ୍ଡ ତଦନ୍ତ ସହ ଜଡ଼ିତ ‘ନାଇଡୁ କମିଶନ’ଙ୍କ ରିପୋର୍ଟ ଫାଇଲ ଗାଏବ ହେବା ଘଟଣା ଓଡ଼ିଶା ରାଜନୀତିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ମାମଲାର ହଜିଯାଇଥିବା ଫାଇଲକୁ ନେଇ ମୁଖ୍ୟମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ନୀଳାଦ୍ରି ବିଜେ ପରେ କାଲି ବାହାରିବ ‘ନୀଳାଚଳ ଅବଢ଼ା’, ଲକ୍ଷେ ଭକ୍ତଙ୍କ ପାଇଁ ହେବ ପ୍ରସାଦ ପ୍ରସ୍ତୁତ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରି ବିଜେ। ରଥାରୂଢ଼ ହୋଇ ବାହୁଡ଼ିବା ପରେ ଆଜି ଗୋଟି ପହଣ୍ଡିରେ ରତ୍ନସିଂହାସନକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହା ପରେ ଆସନ୍ତାକାଲି ଶ୍ରୀମନ୍ଦିରରେ ବାହାରିବ ବହୁ ପ୍ରତୀକ୍ଷିତ ‘ନୀଳାଚଳ ଅବଢ଼ା’। ଦୀର୍ଘ ଦିନର ବ୍ୟବଧାନ ପରେ ଶ୍ରୀମନ୍ଦିର ଅତ୍ୟନ୍ତ ଚଳଚଞ୍ଚଳ ହୋଇଉଠିବାକୁ ଯାଉଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ସମସ୍ତ ପ୍ରକାର […]

ସଂପୂର୍ଣ୍ଣ ପଢନ୍ତୁ

ସାରଳାମନ୍ଦିର ପାଞ୍ଜିପାଠକ ଜ୍ୟୋତିଷ ଦୁର୍ଗାଚରଣ ନାୟକଙ୍କ ପରଲୋକ

ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ପ୍ରାତଃ ମାର୍ଜ୍ଜନା ଓ ବେଶପରେ, ନାଟ୍ୟମଣ୍ଡପ ପାହାଚ ଉପରେ, ଦୈନିକପାଞ୍ଜିପାଠ ସେବାରେ ନିୟୋଜିତ ଥିବା ପାଳିଆ ଜୋତିଷ ଦୁର୍ଗାଚରଣ ନାୟକ (ବଙ୍କାନନା ) ଙ୍କର ଗତ ଶନିବାର ରାତିରେ କଟକ ବଡ଼ମେଡିକାଲ ରେ ହୃଦଘାତ ରେ ପରଲୋକ ହୋଇଯାଇଛି, ଷାଠିଏବର୍ଷ ବୟସ ର ଏହି ବଙ୍କା ନନା ମନ୍ଦିରସେବାସହିତ ସ୍ଥାନୀୟଅଞ୍ଚଳ ର ବିଭିନ୍ନ ମେଳାମହୋତ୍ସବ ଓ ଭଜନକୀର୍ତ୍ତନ ଆଦି କାର୍ଯ୍ୟକ୍ରମ ରେ ପୁରୋଧାଭାବରେ […]

ସଂପୂର୍ଣ୍ଣ ପଢନ୍ତୁ

ତିର୍ତ୍ତୋଲ ଛାତ୍ର କଂଗ୍ରେସ ପକ୍ଷରୁ ପୁତ୍ତଳିକା ଦାହ

ଝଙ୍କଡ  :   ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ସଫି ଆଜମଙ୍କ ନେତୃତ୍ୱରେ ତିର୍ତ୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ ସମ୍ମୁଖରେ ନିଟ୍ ପରୀକ୍ଷା ପତ୍ର ଲିକ୍ ଓ ଓଡ଼ିଶାରେ ଅଷ୍ଟମରୁ ନବମ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟିରେ ପ୍ରତିବାଦରେ ତିର୍ତ୍ତୋଲ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଓଡ଼ିଶା ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା l ଏବଂ ବିଜେପି ସରକାର କକ୍ରୋଚ ଛାତ୍ର ସଂଗଠନର ଦେଶବ୍ୟାପି […]

ସଂପୂର୍ଣ୍ଣ ପଢନ୍ତୁ

ତେନ୍ତୁଳିପଦା ଗାଁ ଶେଷମୁଣ୍ଡରେ, ରାସ୍ତାଉପରେ ନଇଁଛି ବାଉଁଶ : ବିଦ୍ୟୁତସେବା ହେଉଛି ବ୍ୟାହତ

ଝଙ୍କଡ଼  :  କଟକ -ପାରାଦ୍ୱୀପ ରାସ୍ତାର ସାରଳାରୋଡ଼ ( ଦୋସଡିକ ) ଛକ ରୁ ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ କୁ ଆସିବାର ମୁଖ୍ୟ ରାସ୍ତାରେ ଓ ତେନ୍ତୁଳିପଦା ଗ୍ରାମର ଶେଷମୁଣ୍ଡରେ ସ୍ବର୍ଗତ ଅକ୍ଷୟ କୁମାର ପରିଜା ଓ ତାଙ୍କର ସାନଭାଇ ରବୀନ୍ଦ୍ରପରିଜା ଙ୍କ ବାଉଁଶବୁଦା କ୍ରମଶଃ ରାସ୍ତାଉପରକୁ ମାଡିଗଲାଣି l ସେହି ବାଉଁଶବଣ ଭିତରେ ବିଦ୍ୟୁତଲାଇନ ଓ କେବୁଲତାର ଯାଇଥିବାରୁ ଟିକେ ଝଡ଼ପବନ ହେବାମାତ୍ରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବା ସହିତ, ଟଭି ଚାଲିଲା ବେଳେ ମଧ୍ୟ […]

ସଂପୂର୍ଣ୍ଣ ପଢନ୍ତୁ

ଅଢଙ୍ଗା ଜଗନ୍ନାଥ ମନ୍ଦିରରେ ବିଷ୍ଣୁମଖ ଯଜ୍ଞ ଉଦଯାପିତ

ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲବ୍ଲକ ଅନ୍ତର୍ଗତ ପଟିଲୋ ପଞ୍ଚାୟତ ଅନ୍ତର୍ଗତ ଅଢ଼ଙ୍ଗା (ମହିଳୋ ) ସ୍ଥିତ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିରପ୍ରତିଷ୍ଠା ର ବାର୍ଷିକଉତ୍ସବ ପାଳନ ଉପଲକ୍ଷେ, ମନ୍ଦିରପ୍ରାଙ୍ଗଣରେ ବିଷ୍ଣୁମଖ ଯଜ୍ଞ ଗତ ଶନିବାରଦିନ ବିଳମ୍ବିତ ରାତ୍ରୀ ରେ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି l ଏହି ଉପଲକ୍ଷେ ଦୀର୍ଘ ଦୁଇଦିନଧରି ଘଟସ୍ଥାପନ, ବୈଦିକଋତିନୀତି ରେ ଶ୍ରୀ ଜୀଉ ଙ୍କର ପୂଜାର୍ଚ୍ଚନା, ବିଶ୍ୱକଲ୍ୟାଣ ନିମନ୍ତେ ଯଜ୍ଞରେ ଆହୁତି ପ୍ରଦାନ, ମହାମନ୍ତ୍ରନାମ, ଭଜନସଂକୀର୍ତ୍ତନ, ସାଧୁ […]

ସଂପୂର୍ଣ୍ଣ ପଢନ୍ତୁ

କାର୍ଗିଲ ବିଜୟ ଦିବସ ଅବସରରେ ବୀର ଯବାନମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: କାର୍ଗିଲ ବିଜୟ ଦିବସରେ, ସମଗ୍ର ଦେଶ ଭାରତୀୟ ସେନାର ସୈନିକଙ୍କ ବୀରତ୍ୱ ଏବଂ ସାହସକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, କାର୍ଗିଲ ବିଜୟ ଦିବସ କେବଳ ଏକ ବିଜୟର ସ୍ମୃତି ନୁହେଁ, ଏହା ଭାରତୀୟ ସେନାର ଅଦମ୍ୟ ସାହସ, ଅତୁଳନୀୟ ପରାକ୍ରମ ଓ ମାତୃଭୂମି ପ୍ରତି ସର୍ବୋଚ୍ଚ ସମର୍ପଣର ପ୍ରତୀକ । ଏହି ଗୌରବମୟ ଅବସରରେ କାର୍ଗିଲ ଯୁଦ୍ଧର ସମସ୍ତ ବୀର ସହିଦଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଓ ସାହସୀ […]

ସଂପୂର୍ଣ୍ଣ ପଢନ୍ତୁ
Odisha School Reopening

ଆସନ୍ତାକାଲି ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି ଛୁଟି

ଜଗତସିଂହପୁର: ଲଘୁଚାପଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଆସନ୍ତାକାଲି ପାଇଁ ଛୁଟି ଘୋଷଣା କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ସହ ଯାତାୟାତ ବ୍ୟାହତ ହେବାର ଆଶଙ୍କା ରହିଥିବାରୁ ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ […]

ସଂପୂର୍ଣ୍ଣ ପଢନ୍ତୁ

ବାଲିଅନ୍ତା ଭିଡ଼ ହତ୍ୟା ମାମଲା: ସାମ୍ନାକୁ ଆସିଲା ମୃତ ସୌମ୍ୟଙ୍କ ଶେଷ ମେସେଜ୍

ଭୁବନେଶ୍ବର:ବାଲିଅନ୍ତା ଭିଡ଼ ହତ୍ୟା ମାମଲା। କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହେଲେ ମୃତ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ବାପା ଦୁଶାସନ ସ୍ୱାଇଁ। ୫ ଘଣ୍ଟା ପର୍ଯ୍ୟନ୍ତ ସୌମ୍ୟଙ୍କ ବାପାଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ସୌମ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ଫୋନକୁ କ୍ରାଇମବ୍ରାଞ୍ଚରେ ଦାଖଲ କଲେ ସୌମ୍ୟଙ୍କ ବାପା। ଫୋନରେ ରହିଛି ମୃତ୍ୟୁ ପୂର୍ବରୁ ନିଲମ୍ବିତ ଏଡିଜି ଦୟାଲ ଗଙ୍ଗୱାରଙ୍କ ସହ ସୌମ୍ୟଙ୍କ ମେସେଜ। ଚାର୍ଜସିଟରେ ସୌମ୍ୟଙ୍କ ମୃତ୍ୟୁ ପଛର ଷଡ଼ଯନ୍ତ୍ର ଓ କାରଣକୁ ସାମ୍ନାକୁ ଅଣାଯାଉ। ଆମକୁ ନ୍ୟାୟ ଦିଆଯାଉ। ବୟାନ […]

ସଂପୂର୍ଣ୍ଣ ପଢନ୍ତୁ