ତିର୍ତ୍ତୋଲ ଛାତ୍ର କଂଗ୍ରେସ ପକ୍ଷରୁ ପୁତ୍ତଳିକା ଦାହ

ରାଜ୍ୟ
Spread the love

ଝଙ୍କଡ  :   ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ସଫି ଆଜମଙ୍କ ନେତୃତ୍ୱରେ ତିର୍ତ୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ ସମ୍ମୁଖରେ ନିଟ୍ ପରୀକ୍ଷା ପତ୍ର ଲିକ୍ ଓ ଓଡ଼ିଶାରେ ଅଷ୍ଟମରୁ ନବମ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟିରେ ପ୍ରତିବାଦରେ ତିର୍ତ୍ତୋଲ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଓଡ଼ିଶା ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା l ଏବଂ ବିଜେପି ସରକାର କକ୍ରୋଚ ଛାତ୍ର ସଂଗଠନର ଦେଶବ୍ୟାପି ବିଶାଳ ବିକ୍ଷୋଭ ପଦର୍ଶନରେ ମୁଣ୍ଡ ନୁଆଇଁ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଖୁସିରେ ପରସ୍ପର ମଧ୍ୟରେ ମିଠା ବଣ୍ଟନ କରି ଖୁସି ବନାଇଥିଲେ l ଛାତ୍ର କଂଗ୍ରେସ ପକ୍ଷରୁ ବିଜେପି ସରକାରର ଅପାରଗ ଉପରେ ବର୍ଷି ବିଭିନ୍ନ ନାରାବାଜି ଦେଇଥିଲେ l

Leave a Reply

Your email address will not be published. Required fields are marked *