ବାହୁଡ଼ା ଯାତ୍ରାରେ ଅଘଟଣ, ଗହଳିରେ ପଡ଼ି ଭକ୍ତଙ୍କ ମୃତ୍ୟୁ
ପୁରୀ: ବାହୁଡ଼ା ଯାତ୍ରା ସମୟରେ ଏକ ଅଘଟଣ ଘଟିଛି। ରଥଯାତ୍ରା ଦେଖିବାକୁ ଆସିଥିବା ଜଣେ ଭକ୍ତ ଗହଳି ମଧ୍ୟରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି।ମୃତକଙ୍କ ନାମ ଅବିରାମ ଦାସ (୫୭)। ତାଙ୍କ ଘର କଟକ ଜିଲ୍ଲାରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବାହୁଡ଼ା ଯାତ୍ରା ଅବସରରେ ରଥ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ସମୟରେ ଗହଳି ମଧ୍ୟରେ ସେ ପଡ଼ିଯାଇଥିଲେ।ତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ। ତେବେ ସେଠାରେ […]
ସଂପୂର୍ଣ୍ଣ ପଢନ୍ତୁ