Bse

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ, ପାସ୍ ହାର ୬୩.୬୪%

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬  ପ୍ରକାଶ ପାଇଛି । ଚଳିତ ଥର ୫ ହଜାର ୭ ଶହ ୬୦ ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୩ହଜାର ୬ଶହ ୬୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ୍ ହାର ୬୩.୬୪ ପ୍ରତିଶତ ରହିଛି । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ର ଫଳାଫଳ ପ୍ରକାଶ ପାଇଛି । ୮ ହଜାର ୬ […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାର ଦୁଇ ହସ୍ପିଟାଲର ଉନ୍ନତି ପାଇଁ ୩.୧୦ କୋଟି, ଏମପି-LADS ପାଣ୍ଠିରୁ ଖର୍ଚ୍ଚ ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୁପାରିସ

ନୂଆଦିଲ୍ଲୀ: ଓଡ଼ିଶାରେ ସରକାରୀ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ବଡ଼ ପଦକ୍ଷେପ । କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏମପି-LADS ପାଣ୍ଠିରୁ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ମୋଟ ୩.୧୦ କୋଟିର କାମ ସୁପାରିସ କରିଛନ୍ତି । ଏଥିରୁ ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡ ହସ୍ପିଟାଲ ପାଇଁ ୧.୪୦ କୋଟି ଏବଂ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ୧.୭୦ କୋଟି ଖର୍ଚ୍ଚ କରିବାକୁ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସାରଳା ପୀଠରେ, ଶ୍ରୀମଦ ଭାଗବତ ମହୋତ୍ସବର ଷଷ୍ଠସନ୍ଧ୍ୟା

ଝଙ୍କଡ଼  : ଗତ ଛଅତାରିଖ ରେ ଶ୍ରୀ ଜଗନ୍ନାଥ ଚାରିଟେବ୍ଲୁଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ, ତ୍ରୟୋଦଶବାର୍ଷିକ ଶ୍ରୀମଦ ଭାଗବତ ପାରାୟଣ ପ୍ରବଚନ କାର୍ଯ୍ୟକ୍ରମ ର ଷଷ୍ଠସନ୍ଧ୍ୟାରେ ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ତଥା ଧାରାବାହିକ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ମାଆଙ୍କ ଆରତୀଦର୍ଶନ କରିବାପରେ, ସଂକୀର୍ତ୍ତନ ଶୋଭାଯାତ୍ରା ରେ ବେଢାପରିକ୍ରମା କରି ମଞ୍ଚରେ ପଦାର୍ପଣ କରିଥିଲେ l ତାଙ୍କ ସହିତ ମାଆଙ୍କ ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା, ସାରଳା ମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା, […]

ସଂପୂର୍ଣ୍ଣ ପଢନ୍ତୁ

ପ୍ଲାଷ୍ଟିକ ନୋଟ୍‌ର ପରୀକ୍ଷାମୂଳକ ପ୍ରଚଳନ ପାଇଁ ସରକାର ଦେଲେ ମଞ୍ଜୁରୀ: ୧୦ -୨୦ ଟଙ୍କିଆ ନୋଟ୍ ହେବ ପ୍ଲାଷ୍ଟିକ୍

ନୂଆଦିଲ୍ଲୀ: ପଲିମର ନୋଟ ପ୍ରଚଳନକୁ ମିଳିଲା ମଞ୍ଜୁରୀ। ରାଜ୍ୟସଭାରେ ଲିଖିତ ଉତ୍ତରରେ ଏହି ସୂଚନା ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ ଫିଲ୍ଡ ଟ୍ରାଏଲ୍(ପରୀକ୍ଷା ମୂଳକ ପ୍ରଚଳନ) ପାଇଁ ମଞ୍ଜୁର କରାଯାଇଛି। ଉଭୟ ମୂଲ୍ୟର ୧୦୦ କୋଟି ଲେଖାଏ ପଲିମର ନୋଟ୍ ପରୀକ୍ଷାମୂଳକ ପ୍ରଚଳନ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭାରତର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ସରକାର ଏହାକୁ ମଞ୍ଜୁରି କରିଛନ୍ତି ବୋଲି ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ

ତିଖିରି ସରପଞ୍ଚଙ୍କୁ ନେଇ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, ଅନାସ୍ଥା ଭୋଟ୍ ହେବ

କଟକ: ତିସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ନେଇ ଚାଲିଥିବା ମାମଲାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଅନାସ୍ଥା ପ୍ରକ୍ରିୟାକୁ ଜାରି ରଖିବାକୁ କୋର୍ଟ ଅନୁମତି ଦେଇଥିବା ବେଳେ ଭୋଟିଂର ଫଳାଫଳ ପ୍ରକାଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଚାମେଲୀ ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରକ୍ରିୟା ଆଗକୁ ବଢ଼ିପାରିବ। ତେବେ ଅନାସ୍ଥା ଭୋଟିଂ ହେଲେ ମଧ୍ୟ ଏହାର ଫଳାଫଳ କୋର୍ଟଙ୍କ ଅନୁମତି ବିନା ପ୍ରକାଶ କରାଯାଇପାରିବ ନାହିଁ। ଏହି ମାମଲାରେ […]

ସଂପୂର୍ଣ୍ଣ ପଢନ୍ତୁ

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଲେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କଲେ ଆଲୋଚନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର କୃଷି ଭବନସ୍ଥିତ କାର୍ଯ୍ୟାଳୟ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ଏବଂ ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସାକ୍ଷାତ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ସାକ୍ଷାତକାର ସମୟରେ ସେ ଓଡ଼ିଶାର ଚାଷୀ ଓ ଧାନ ସଂଗ୍ରହ ବ୍ୟବସ୍ଥା ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ବିସ୍ତୃତ ଓ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। FCI ଦ୍ୱାରା CMRର ତ୍ୱରିତ ଉଠାଣ, FCI ଡେଲିଭରି ସଂକଳ୍ପରେ […]

ସଂପୂର୍ଣ୍ଣ ପଢନ୍ତୁ

ଆଶା, ସୁଯୋଗ ଏବଂ ସ୍ୱପ୍ନ ସାକାର କଲେ ପାହାଡ଼ ଘେରାରେ ବଢ଼ିଥିବା ଆଲିଶା

ଭୁବନେଶ୍ୱର/ପଟ୍ଟାଙ୍ଗୀ: କୋରାପୁଟଜିଲ୍ଲାପଟାଙ୍ଗୀ ବ୍ଲକର ରାଲେଗୋଡ଼ର ସୁଉଚ୍ଚ ପାହାଡ଼ ଘେରାରେ ବଢ଼ିଥିବା ଜଣେ ଝିଅ ଦିନେ ଯେଉଁ ବଡ଼ ସ୍ୱପ୍ନ ଦେଖିଥିଲେ, ନିଜର ପରିଶ୍ରମ ବଳରେ ତାହା ଆଜି ପୂରା କରିଛନ୍ତି। ବଳରାମ ପାଙ୍ଗୀଙ୍କ ଝିଅ ଆଲିଶା ରାଣୀ ପାଙ୍ଗୀ ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ ସେହି ସ୍ୱପ୍ନକୁ ସାକାର କରିପାରିଛନ୍ତି। ଆଦିବାସୀ ଅଞ୍ଚଳରୁ ବାହାରି ସେ ଆଜି ଓଡ଼ିଶା ସରକାରଙ୍କ ଅଧୀନରେ କନିଷ୍ଠ ଯନ୍ତ୍ରୀ ହୋଇପାରିଛନ୍ତି। ଆଲିଶାଙ୍କ ପାଇଁ ଏହା କେବଳ ଏକ ଚାକିରି […]

ସଂପୂର୍ଣ୍ଣ ପଢନ୍ତୁ

‘ହର ଘର ତିରଙ୍ଗା, ଘର ଘର ତିରଙ୍ଗା, ହର ମନ ତିରଙ୍ଗା’

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦେଶବାସୀଙ୍କୁ ‘ହର ଘର ତିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି। ମଙ୍ଗଳବାର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ କରି ସେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ାଇ ଏହାକୁ ଉତ୍ସବର ରୂପ ଦେବାକୁ କହିଛନ୍ତି। ଚଳିତବର୍ଷ ଅଗଷ୍ଟ ୧୫ରେ ଦେଶ ୮୦ତମ ସ୍ୱାଧୀନତା ଦିବସ ପାଳନ କରିବ। ମୋଦୀ କହିଛନ୍ତି, ଅଗଷ୍ଟ ୧୫କୁ ଗର୍ବ ଓ ସମ୍ମାନର ସହ ପାଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି […]

ସଂପୂର୍ଣ୍ଣ ପଢନ୍ତୁ

ଇଥାନଲ୍‌ ପାଇଁ ଆଖୁ ଯୋଗାଣ ଉପରେ ରୋକ ଲାଗିବ

ନୂଆଦିଲ୍ଲୀ: ଦେଶରେ ଚିନି ଦର ହୁ ହୁ ହୋଇ ବଢ଼ୁଥିବାରୁ ଇଥାନଲ୍‌ ଉତ୍ପାଦନ ପାଇଁ ଆଖୁ ‌‌ଯୋଗାଣ ଉପରେ ରୋକ ଲଗାଇବା ସଂକ୍ରାନ୍ତରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏହାଦ୍ବାରା ଦେଶରେ ଚିନି ଉତ୍ପାଦନ ବଢ଼ିବା ସହ ଦର ନିୟନ୍ତ୍ରଣକୁ ଆସିପାରିବ ଏବଂ ଘରୋଇ ଚାହିଦା ପୂରଣ କରିବା ପାଇଁ ସରକାରଙ୍କୁ ଚିନି ଆମଦାନି କରିବାକୁ ପଡ଼ିବନି। ମହାରାଷ୍ଟ୍ର ଓ କର୍ଣ୍ଣାଟକରେ କମ୍‌ ବର୍ଷା ହେବାରୁ ଆଖୁ ଉତ୍ପାଦନ କମ୍‌ ହେବା ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ଔଷଧ ନିଗମର ପୁନର୍ଗଠନ ନୋହିଲା: ତ୍ବରିତ ପଦକ୍ଷେପ ନେବାକୁ ଗତବର୍ଷ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ଔଷଧ ନିଗମରେ ଔଷଧ-ମେଡିକାଲ ଉପକରଣ କିଣା ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଷଡ୍‌ଯନ୍ତ୍ର ଅଭିଯୋଗ ହୋଇଛି। ରାଜ୍ୟରେ ଔଷଧ ଓ ଚିକିତ୍ସା ସାମଗ୍ରୀକୁ ବିଭିନ୍ନ ଉତ୍ପାଦକଙ୍କଠାରୁ ସ୍ବଚ୍ଛ ପ୍ରକ୍ରିୟାରେ କିଣିବା ଲାଗି ଗତବର୍ଷ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଔଷଧ ନିଗମର ପୁନର୍ଗଠନ ପ୍ରସ୍ତାବ ରଖିଥିଲେ। ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ ତାହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ନୋଟ୍‌ସିଟ୍‌ ଜରିଆରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାଭିତରେ ପ୍ରାୟ ବର୍ଷ ହେବାକୁ ବସିଲାଣି। ଔଷଧ ନିଗମରେ […]

ସଂପୂର୍ଣ୍ଣ ପଢନ୍ତୁ