ସ୍ୱର୍ଗଦ୍ୱାରରେ ଜୁଇ ଜଳିବା ପୂର୍ବରୁ ଆଖି ଖୋଲିଲେ ବୃଦ୍ଧା

ଜିଲା ଖବର ପୁରୀ ରାଜ୍ୟ
Spread the love

ପୁରୀ, ୧୬/୯: ସ୍ବର୍ଗଦ୍ବାରକୁ ପୋଡ଼ା ହେବାକୁ ଆସିଥିବା ମହିଳା ଜୀବିତ ଜୀବିତ ମହିଳା ପୁରୀ ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି-ଗଞ୍ଜାମ କେ. ନୂଆଗାଁ ଅଞ୍ଚଳରୁ ଜଣେ ବୃଦ୍ଧାଙ୍କୁ ପୋଡ଼ିବାକୁ ଅଣା ଯାଇଥିଲା ସ୍ୱର୍ଗଦ୍ୱାର ନିୟମ ଅନୁସାରେ ଡେଥ୍‌ ସାର୍ଟିଫିକେଟ୍‌ ମଗାଯିବାରୁ ବିଳମ୍ବ ହେଲା ଏହି ସମୟରେ ବୃଦ୍ଧା ଆଖି ଖୋଲିଲେ, ଜୀବିତ ଥିବାରୁ ମେଡିକାଲ୍‌ରେ ଭର୍ତ୍ତି ପରିବାର ଲୋକେ ମୁରବିଙ୍କ କଥା ଅନୁସାରେ ମୃତ ଭାବି ପୋଡ଼ିବାକୁ ଆଣିଥିଲେ ଡାକ୍ତର ଦେଖାଇ ନ ଥିଲେ କି’ ଡେଥ୍‌ ସାର୍ଟିଫିକେଟ୍‌ ଆଣି ନ ଥିଲେ !!

Leave a Reply

Your email address will not be published. Required fields are marked *