ଚାଷୀ ଙ୍କ ଦେହାନ୍ତ, ସରକାର ଙ୍କ ଦୃଷ୍ଟି ପଡୁ, ସହାୟତା ପ୍ରଦାନ ପାଇଁ ଦାବି

କଟକ ଜିଲା ଖବର ରାଜ୍ୟ
Spread the love

କଟକ,୨୪/୯: କଟକ ଜିଲ୍ଲା ଉସୁମା ଗ୍ରାମର ବାସିନ୍ଦା ହୁସିକେସ ସାହୁ ଦିନରେ ବିଲ ଭିତରୁ ପରିବା ତୋଲୁଥିଲେ। ଗତକାଲି ଘଡଘଡି ଶୁଣି ଘରକୁ ଫେରୁଥିଲେ ସେହି ସମୟରେ ଟଲିପଡି ଦେହାନ୍ତ ହୋଇଛନ୍ତି। ସେ ପରିବା ଚାଷୀ ହୋଇଥିବାରୁ ତାଙ୍କ ପରିବାର କୁ ରାଜ୍ୟ ସରକାର ତୁରନ୍ତ କ୍ଷତିପୂରଣ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଗୁରୁ ଚରଣ ସାହୁ, କମଳା କାନ୍ତ ସାହୁ, ପର୍ସୁ ରାମ ସାହୁ, ଅକ୍ଷୟ ସେନାପତି, ମକରା ମହାନ୍ତି, ଶମ୍ଭୁନାଥ ସାହୁ, ଦେବେନ୍ଦ୍ର ସାହୁ,ବିକ୍ରମ ସେନାପତି, ପୂର୍ଣ୍ଣ ଚନ୍ଦ୍ର ସାହୁ,ସନାତନ ପ୍ରଧାନ, ହୁର୍ଷିକେଶ ପ୍ରଧାନ ପ୍ରମୁଖ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *