ଦଧିବାମନପୂର୍ ବଜାର କମିଟି ର ନୂତନ ପଦବୀ ଚୟନ

କଟକ ରାଜ୍ୟ
Spread the love

କଟକ ସଦର, ୨/୧୧: ୪୨ ମୌଜା ଦଧିବାମନପୂର୍ ବଜାର କମିଟି ର ସଭାପତି ମଧୁ ସେନାପତି ଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ସେଇ ବୈଠକ ରେ ଦାଧିବାମନପୂର୍ ବଜାର ର କାର୍ଯ୍ୟକାରୀ ସଭାପତି ତପନ ମହାପାତ୍ର କୋଷାଧ୍ୟକ୍ଷ ହରେକୃଷ୍ଣ ମହାପାତ୍ର ଓ ବିପିନି ଶରଣ ସାହୁ ଦଧିବାମନପୂର୍ ର ଅଧିକାରୀ କୃଷ୍ଣ ଚନ୍ଦ୍ର ଦାଶ ଙ୍କ ସହ ସମସ୍ତ ବେବସାଇ ଉପସ୍ଥିତ ଥିଲେ । ସମସ୍ତ ଙ୍କ ସମହମତି କ୍ରମେ ସୌମ୍ୟ ରଞ୍ଜନ ଦାଶ ଙ୍କୁ ନୂତନ ସମ୍ପାଦକ ଭାବେ ମନୋନୀତ କରାଗଲା । ଶେଷରେ ସହ କୋଷାଧ୍ୟକ୍ଷ ଅନିଲ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିବା ସହ ସଭା ଶେଷ କରିଥିଲେ ।

Leave a Reply

Your email address will not be published. Required fields are marked *