୩ ସେବାୟତ ନିଲମ୍ବିତ

ଜିଲା ଖବର ଯାଜପୁର ରାଜ୍ୟ
Spread the love

ପୁରୀ, ୭/୧୧ : ଶ୍ରୀମନ୍ଦିରର ୩ ସେବାୟତଙ୍କୁ ନିଲମ୍ବନ କଲେ ମୁଖ୍ୟ ପ୍ରଶାସକ । ନାଟ୍ୟମଣ୍ଡପରେ ବେନିୟମ ଭାବେ ଅର୍ଥ ଆଦାୟ ଅଭିଯୋଗରେ ୨ ସେବାୟତଙ୍କୁ ନିଲମ୍ବିତ କରାଯାଇଛି । ବେନାସୁଆରଙ୍କୁ ୨ ମାସ ପାଇଁ ସେବା କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।ସୂଚନାଯୋଗ୍ୟଯେ , ଶ୍ରୀମନ୍ଦିର ପରିସରରେ ଡାଲଡା ଘିଅ ବ୍ୟବହାର କରିବାରୁ ଜଣେ ନିଲମ୍ବିତ ହୋଇଥିବା ଜଣାପଡିଛି । ନିଲମ୍ବିତ ହୋଇଥିବା ଅନ୍ୟ ଦୁଇ ସୁଆର ବଡ଼ୁସେବକ ନାରାୟଣ ପଣ୍ଡା ଓ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆ ଅଟନ୍ତି ।

Leave a Reply

Your email address will not be published. Required fields are marked *