ଜମ୍ମୁ-କାଶ୍ମୀର ନାଗ୍ରୋଟାରେ ଜିତିଲା ବିଜେପି

ଦେଶବିଦେଶ
Spread the love

ଜମ୍ମୁ, ୧୪/୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି ୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮ଟି ବିଧାନସଭା ଆସନର ଉପନିର୍ବାଚନର ଫଳାଫଳ ମଧ୍ୟ ଘୋଷଣା ହେଉଛି । ଏହି ରାଜ୍ୟ ଗୁଡିକ ମଧ୍ୟରେ ଜମ୍ମୁ ଏବଂ କାଶ୍ମୀରର ବଡଗାମ ଏବଂ ନାଗ୍ରୋଟା ଆସନରେ ଭୋଟ ଗଣତି ଚାଲିଛି । ପ୍ରାରମ୍ଭିକ ସୂଚନା ଅନୁସାରେ ନାଗ୍ରୋଟାରେ ବିଜେପି ବିଜୟୀ ହାସଲ କରିଛି । ଦିବଯାନୀ ରାଣା ଏଠାରେ ବିଜୟୀ ହୋଇଥିବା ସୂଚନା ମିଳିଛି ।ଏହାସହିତ ରାଜସ୍ଥାନ, ଝାଡଖଣ୍ଡ, ତେଲେଙ୍ଗାନା, ପଞ୍ଜାବ, ମିଜୋରାମ ଏବଂ ଓଡ଼ିଶାର ଗୋଟିଏ ସ୍ଥାନରେ ଖାଲି ପଡିଥିବା ଆସନରେ ଉପନିର୍ବାଚନ ହୋଇଥିଲା । ଯାହାର ଫଳାଫଳ ଘୋଷଣା କରାଯାଉଛି ।

Leave a Reply

Your email address will not be published. Required fields are marked *