ଧର୍ମପ୍ରାଣା ସତ୍ୟଭାମା ରାଉଳଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼ :  ଝଙ୍କଡ଼ ସାରଳାପୀଠର ସର୍ବଶ୍ରେଷ୍ଠ ସାରଳାଘଟନୃତ୍ୟ ର ନୃତ୍ୟଶିଳ୍ପୀ ତଥା ନିତ୍ୟସେବକ ରବୀନ୍ଦ୍ର କୁମାର ରାଉଳ ଙ୍କ ସହଧର୍ମିଣୀ ସ୍ବର୍ଗତା ସତ୍ୟଭାମା ରାଉଳ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗତ ରବିବାରସନ୍ଧ୍ୟାରେ, ତାଙ୍କର କନକପୁର ସ୍ଥିତ ବାସଭବନ ରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ବିଶ୍ୱରଞ୍ଜନ ରାଉଳ, ଆଇନୀଜୀବି ମହେଶ ମହାନ୍ତି, ସ୍ମୃତିସ୍ୱରୂପ ନାୟକ, କୈଳାଶ ଚନ୍ଦ୍ର ରାଉଳ, ଶତ୍ରୁଘ୍ନ ଦାସ, ପ୍ରଭାତ କୁମାର ଦାସ, ସତ୍ୟଭୂଷଣ ଦାସ, ଆୟୁଷ୍ମାନ ମହାନ୍ତି, ଦେବୀପ୍ରସାଦ ରାଉଳ, ନୃସିଂହ ଚରଣ ରାଉଳ, ପଙ୍କଜ ମହାନ୍ତି, ଚନ୍ଦନ ରାଉଳ, ସାରଦା ସାମଲ, ସଂଜୀବ ରାଉଳ, ଲୋଭାଷିନୀ ରାଉଳ, ସଂଯୁକ୍ତା ରାଉଳ, ଲଳିତ ନାୟକ, ନିର୍ମଳା ନାୟକ, ନିରୁପମା ଦାସ, ଶକ୍ତିପ୍ରସାଦ ଓ ରମାକାନ୍ତ ରାଉଳ ପ୍ରମ୍ମୁଖ ଯୋଗଦେଇ, ନିଜନିଜର ଅନୁଭୂତି ଓ ଅନୁଭବ ର ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *