ଜଗଜ୍ଜନନୀ ଶ୍ରୀଶ୍ରୀ ବଡମାଙ୍କ ୧୩୩ତମ ଜନ୍ମଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

ରାଜ୍ୟ
Spread the love

ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ ତାରତୋଲ ଠାରେ ଥିବା ଅନନ୍ତ ବାସୁଦେବ ପୀଠରେ ତାରତୋଲ ଉପ ଯୋଜନା କେନ୍ଦ୍ର ଆଞ୍ଚଳିକ ସାପ୍ତାହିକ ସତସଙ୍ଗପରିକ୍ରମା ଆନୁକୂଲ୍ୟରେ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଙ୍କ ଲୀଳା ସଙ୍ଗିନୀ ଜଗଜ୍ଜନନୀ ଶ୍ରୀଶ୍ରୀ ବଡମା ଙ୍କ ୧୩୩ତମ ଜନ୍ମଦିନଉପଲକ୍ଷେ ବିଶେଷ ସତସଙ୍ଗ ଆସନ୍ତା ଅଗଷ୍ଟ ୧୫ତାରିଖ ରେ ବିଭିଧ ମାଙ୍ଗଳିକ ଅନୁଷ୍ଠାନ ସହିତ ସାରା ଦିବାସ ବ୍ୟାପି ପାଳିତ ହେବ ବୋଲି ବରିଷ୍ଟ ରିତ୍ଵିକ ରତ୍ନାକର ନାୟକ ଙ୍କ ଅଧକ୍ଷତା ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କର୍ମୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ସୌରୀକାନ୍ତ ପରିଜା, ହେମନ୍ତ ବର୍ଦ୍ଧନ,ରିତ୍ଵିକ ସତ୍ୟବାନ ତ୍ରିପାଠୀ,ଉତ୍ତମ ଚରଣ ରାଉତ, ରବୀନ୍ଦ୍ର ଦାଶ, ରଞ୍ଜିତ ନାୟକ, ପ୍ରଦୀପ୍ତ ରାଉତ, ବିଚିତ୍ରନନ୍ଦ ରାଉତରାୟ, ପଦ୍ମ ଚରଣ ସାହୁ, ଅମରେନ୍ଦ୍ର ସାହୁ, ପ୍ରଣୟ କିଶୋର ସାହୁ, ବିଷ୍ଣୁ ଚରଣ ସାହୁ, ଅଭୟ ସେଠୀ, ନରହରି ରାଉତ, ବିଜୟ କୁମାର ମହାନ୍ତି, ଟୁକନ ଚରଣ ସେଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *