ଓଡ଼ିଶାର ଗୌରବ ସାଂସଦରତ୍ନ ଭର୍ତ୍ତୃହରି ମହତାବ ଙ୍କ ୭୦ ତମ ଜନ୍ମ ଜୟନ୍ତୀରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

ରାଜ୍ୟ
Spread the love

କଟକ  : ଓଡ଼ିଶା ମାଟି ର ସୁଯୋଗ୍ୟ ସନ୍ତାନ ଓଡ଼ିଶା ର ଗୌରବ ସାଂସଦ ରତ୍ନ ଡକ୍ଟର ଭର୍ତ୍ତୃହରି ମହତାବଙ୍କ ୭୦ ତମ ଜନ୍ମ ଦିନ ରେ ପାଟଣା ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଉପଦେଷ୍ଟା ସେବକ ଇଞ୍ଜିନିୟର ଶ୍ରୀକାନ୍ତ ବେଉରା, ସଭାପତି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସରୋଜ ନଳିନୀ ପରିଜା ସାଧାରଣ ସମ୍ପାଦକ ବରିଷ୍ଟ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ସମାଜସେବୀ ଶ୍ରାବନ୍ତିକା ମହାନ୍ତି , ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *