ନାରାୟଣ ପ୍ରସାଦ ଜେନା ବିଜେଡିର ସିନିୟର ପାନେଲିଷ୍ଟ ଭାବେ ନିଯୁକ୍ତ

ରାଜ୍ୟ
Spread the love

ଝଙ୍କଡ଼ : ତିର୍ତ୍ତୋଲବ୍ଲକ, କନକପୁର ସାରଳାପୀଠ ଅଧିବାସୀ ନାରାୟଣ ପ୍ରସାଦ ଜେନା ଙ୍କୁ ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକ ଏକ ଦଳୀୟପ୍ରେସ ଇସ୍ତାହାର ରେ ସିନିୟର ପାନେଲିଷ୍ଟ ଭାବେ ନିଯୁକ୍ତି ମିଳିଥିବାରୁ, ତିର୍ତ୍ତୋଲଅଞ୍ଚଳ ର ତାଙ୍କର ବହୁଶୁଭେଛୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି l ଓଡିଶା – ଛତିଶଗଡ ମହାନଦୀ ଜଳବଣ୍ଟନ ବିବାଦ ଉପରେ ସେ ଦଳତରଫରୁ ପ୍ରତିନିଧିତ୍ୱ କରି, ମିଡିଆରେ ତଥ୍ୟଭିତ୍ତିକ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ଚର୍ଚ୍ଚାକୁ ଆସିଥିଲେ l

ତାଙ୍କର ଉପସ୍ଥାପନା ର ଶୈଳୀ ଅତିଚମତ୍କାର ହୋଇଥିବାରୁ ଭବିଷ୍ୟତରେ ସେ ମିଡିଆରେ ମୁଖ୍ୟସ୍ୱର ପାଲଟିବେ ବୋଲି, ସାରଦା ଏକାଡେମୀ କନକପୁର 1988 ବ୍ୟାଚର ତାଙ୍କ ସହପାଠୀ ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *