ସ୍ଥାନୀୟ ଯୁବକ ଯୁବତୀଙ୍କୁ ନାଲକୋ ନିଯୁକ୍ତିରେ ସଂରକ୍ଷଣ ନେଇ ବନ୍ଦ୍ ଡାକରା
ଦାମନଯୋଡି, ୧୬/୯: କୋରାପୁଟ ଜିଲ୍ଲା ଶିଳ୍ପାଞ୍ଚଳ ନାଲକୋ ପ୍ରକଳ୍ପରେ ସ୍ଥାନୀୟ ଯୋଗ୍ୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ସଂରକ୍ଷଣ ଦାବି କରି ବିସ୍ଥାପିତ, ଜମିହରା, ପାରିପାର୍ଶ୍ବିକ ଅଞ୍ଚଳର ଯୁବକ ଯୁବତୀ ମାନେ ମିଳିତ ଭାବେ ଆଜି ସକାଳୁ ବନ୍ଦ୍ ଡାକରା ଦେଇଛନ୍ତି । ସକାଳ ୬ ଘଣ୍ଟିକା ଠାରୁ ନାଲକୋ ପରିଶୋଧନ ପ୍ରକଳ୍ପ ର ଉଭୟ ମୁଖ୍ୟ ଫାଟକ ଓ ଜରୁରୀକାଳୀନ ଫାଟକ ସମେତ ଖଣି ଅଞ୍ଚଳ ରାସ୍ତା ଅବରୋଧ କରି କର୍ମଚାରୀ ତଥା ଶ୍ରମିକ ମାନଙ୍କୁ କର୍ମକ୍ଷେତ୍ର […]
ସଂପୂର୍ଣ୍ଣ ପଢନ୍ତୁ