ତାରିଣୀଗଡ଼ାରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ଦୁଷ୍କର୍ମ ପରେ ୪ ମହଲା ଛାତରୁ ଠେଲି ହତ୍ୟା, ଅଭିଯୁକ୍ତ ଅଟକ
ପାରାଦୀପ: ପାରାଦୀପ ତାରିଣୀଗଡ଼ା ଅଞ୍ଚଳରେ ଏକ ହୃଦୟବିଦାରକ ତଥା ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ମୃତ ଯୁବତୀଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ। ଜଣେ ଅଣଓଡ଼ିଆ ଭଡ଼ାଟିଆ ଯୁବକ ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ନିଜ ସହ ପାରାଦୀପକୁ ନେଇ ଆସିଥିଲା। ସେଠାରେ ଏକ […]
ସଂପୂର୍ଣ୍ଣ ପଢନ୍ତୁ