ଧସିଲା ପଥର: ଟ୍ରେନ୍ ବାତିଲ୍
ଜୟପୁର, ୧୯/୧୦: ରେଳପଥ ଉପରେ ପଡିଲା ପଥର। ରେଳ ଚଳାଚଳ ବନ୍ଦ। ଆନ୍ଧ୍ର-ଓଡିଶା ଛତିଶଗଡକୁ ସଂଯୋଗ କରୁଥିବା ବିଶାଖାପାଟଣା-କିରାଣ୍ଡୁଲ କେକେ ରେଳପଥରେ ଅଘଟଣ ଘଟିଛି। ଭୋର୍ ୪ଟା ସମୟରେ ଆନ୍ଧ୍ର ପ୍ରଦେଶର ଟ୍ୟାଡା-ଚିପୁପାଲି ରେଳପଥ ଉପରେ ବିରାଟ ପଥର ଖସିପଡିଥିଲା। ପଥର ସହ ଧକ୍କା ହୋଇ ମାଲଗାଡି ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଥିଲା। ମାଲଗାଡିର ସମସ୍ତ ବଗି ଓ ଇଞ୍ଜିନ୍ କୁ ରେଳପଥରୁ ହଟାଇ ଆବଶ୍ୟକ ମରାମତି କରାଯାଉଛି। ଏହି ଟ୍ରାକରେ ଆଜି ଯିବାକୁ ଥିବା ବିଶାଖାପାଟଣା-କିରାଣ୍ଡୁଲ ଟ୍ରେନ୍ […]
ସଂପୂର୍ଣ୍ଣ ପଢନ୍ତୁ