ପୀତବାସ ପଣ୍ଡା ହତ୍ୟା ଘଟଣାରେ ଜଣେ ପୂର୍ବତନ କର୍ପୋରେଟର ଓ ଛାତ୍ର ନେତା ଅଟକ

ଅପରାଧ ଜିଲା ଖବର ବ୍ରହ୍ମପୁର ରାଜ୍ୟ
Spread the love

ବ୍ରହ୍ମପୁର, ୧୮/୧୦: ବହୁ ଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ବ୍ରହ୍ମପୁରର ଜଣେ ପୂର୍ବତନ କର୍ପୋରେଟର ଓ ଛାତ୍ର ନେତା ଅଟକ ଥିବା ସୂଚନା ମିଳିଛି । ଏହି ଦୁଇ ଜଣଙ୍କୁ ଗତ ୨ଦିନ ହେଲା ଅଟକ ରଖି ପୁଲିସ ପଚରାଉଚରା କରୁଛି । ଏମାନଙ୍କ ସହ ଦୁଇ ଜଣ କ୍ରିମିନାଲକୁ ଅଟକ ରଖି ପଚରାଉଚରା କରାଯାଉଛି । ଖୁବଶୀଘ୍ର ହତ୍ୟାକାଣ୍ଡ ଉପରେ ଖୁଲାସା ହେବ ।

Leave a Reply

Your email address will not be published. Required fields are marked *