ପାଇଖାନା ଟାଙ୍କିରେ ପଡ଼ି ୩ଜଣ ଶିଶୁଙ୍କ ମୃତ୍ୟୁ

ନରସିଂହପୁର,୩/୧୧: କଟକ ଜିଲା ବଡ଼ମ୍ବା ଥାନା ରଗଡ଼ିପଡ଼ାରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଖେଳୁଥିବା ବେଳେ ପାଇଖାନା ଟାଙ୍କିରେ ପଡ଼ି ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ୩ ମୃତକଙ୍କ ମଧ୍ୟରେ ୨ଜଣ ନାବାଳକ ହୋଇଥିବା ବେଳେ ଜଣେ ନାବାଳିକା ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତବକ, ୨ଜଣ ନାବାଳକଙ୍କ ସହ ଜଣେ ନାବାଳିକା ପାଇଖାନା ଟାଙ୍କି ପାଖରେ ଖେଳୁଥିଲେ। ହେଲେ ଅସାବଧାନ ଯୋଗୁ ଗୋଡି ଖସି ୩ଜଣ ଶିଶୁ ପାଇଖାନା ଟାଙ୍କିରେ ପଡ଼ି ଯାଇଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

ବାବା ଧବଳେଶ୍ଵରଙ୍କ ପୀଠରେ ବଡଓଷା ପାଇଁ ଅସମ୍ଭାଳ ଭିଡ

ଆଠଗଡ, ୩/୧୧: ଚାଲିଛି ପବିତ୍ର କାର୍ତ୍ତିକ ମାସ। ଆଜି ପଞ୍ଚୁକର ତୃତୀୟ ଦିନ ସହ ବାବା ଧବଳେଶ୍ଵରଙ୍କ ପୀଠରେ ପାଳିତ ହେଉଛି ବଡ଼ଓଷା । ଏଥିଲାଗି ରାତି ୪ଟାରୁ ପହଡ ଖୋଲାଯାଇ ବାବାଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଛି। ବଡ ଓଷା ଉପଲକ୍ଷେ ଆଜି ସକାଳୁ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବା ଲାଗି ଲକ୍ଷାଧିକ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ଆଜି ବଡ ସିଂହାର ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ବାବା।ସେପଟେ ଭକ୍ତଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ନିଶ୍ଚିନ୍ତକୋଇଲିରେ ବୁଲୁଛି ବାଘ, ଆତଙ୍କରେ ଲୋକେ

କଟକ ୩/୧୧: ଗାଁରେ ବୁଲୁଛି ବାଘ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଗାଁର ଶାରଦା ଶତପଥୀଙ୍କ ଘରେ ଲାଗିଥିବା ସିସି ଟିଭିରେ ବାଘ ବୁଲୁଥିବା ଭିଡିଓ କଏଦ ହୋଇଛି । ଏ ନେଇ ସ୍ଥାନୀୟ ବାସିନ୍ଦା ବନ ବିଭାଗକୁ ଖବର ଦେବାପରେ କଟକ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଗାଁରେ ବାଘ ବୁଲୁଥିବାରୁ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି । ବାଘକୁ କାବୁ […]

ସଂପୂର୍ଣ୍ଣ ପଢନ୍ତୁ

ମା’ ତାରିଣୀଙ୍କ ୧୩ ତମ ବାର୍ଷିକ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମାହାଙ୍ଗା, ୨/୧୧ : ମୂଳବସନ୍ତ ପଞ୍ଚାୟତ ହଂସଦିଆ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ମାଆ ତାରିଣୀଙ୍କ ତ୍ରୟୋଦଶ ତମ ବାର୍ଷିକ ଉତ୍ସବ ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l କୁହୁଣ୍ଡା ଓ ହଂସଦିଆ ଗ୍ରାମର ସୀମାନ୍ତରେ ଅବସ୍ଥିତ ଏହି ମନ୍ଦିର ହେଉଛି ଶ୍ରଦ୍ଧାଳୁ ମାନଙ୍କ ଆସ୍ଥା ଓ ବିଶ୍ୱାସର ପୁଣ୍ୟ ପୀଠ l ଏଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଯଜ୍ଞ, ଦାନ, ଭଜନ କୀର୍ତ୍ତନ ଏବଂ ହରିହାଟରେ ପ୍ରସାଦ ସେବନ […]

ସଂପୂର୍ଣ୍ଣ ପଢନ୍ତୁ

ଦଧିବାମନପୂର୍ ବଜାର କମିଟି ର ନୂତନ ପଦବୀ ଚୟନ

କଟକ ସଦର, ୨/୧୧: ୪୨ ମୌଜା ଦଧିବାମନପୂର୍ ବଜାର କମିଟି ର ସଭାପତି ମଧୁ ସେନାପତି ଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ସେଇ ବୈଠକ ରେ ଦାଧିବାମନପୂର୍ ବଜାର ର କାର୍ଯ୍ୟକାରୀ ସଭାପତି ତପନ ମହାପାତ୍ର କୋଷାଧ୍ୟକ୍ଷ ହରେକୃଷ୍ଣ ମହାପାତ୍ର ଓ ବିପିନି ଶରଣ ସାହୁ ଦଧିବାମନପୂର୍ ର ଅଧିକାରୀ କୃଷ୍ଣ ଚନ୍ଦ୍ର ଦାଶ ଙ୍କ ସହ ସମସ୍ତ ବେବସାଇ ଉପସ୍ଥିତ ଥିଲେ । ସମସ୍ତ ଙ୍କ ସମହମତି କ୍ରମେ ସୌମ୍ୟ ରଞ୍ଜନ […]

ସଂପୂର୍ଣ୍ଣ ପଢନ୍ତୁ

ଧର୍ମପ୍ରାଣା ମହିଳାଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା,୨/୧୧: କହୁଣ୍ଡା ପଞ୍ଚାୟତ ଗୁଡ଼ିଆଡିହ ଗ୍ରାମର ଧର୍ମପ୍ରାଣ ମହିଳା ସର ଖୁଣ୍ଟିଆଙ୍କ ଏକାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ବର୍ଗୀୟା ସର ଖୁଣ୍ଟିଆଙ୍କ ଅମର ଅମୃତ ଆତ୍ମାର ସଦଗତି ପାଇଁ ବ୍ରାହ୍ମଣ ଓ ବୈଷ୍ଣବ ମାନଙ୍କୁ ତାଙ୍କ ପରିବାର ପକ୍ଷରୁ ଆମନ୍ତ୍ରଣ ପୂର୍ବକ ଆଶୀର୍ବାଦ ଭିକ୍ଷା କରାଯାଇଥିଲା l ପ୍ରେମାନନ୍ଦ ଖୁଣ୍ଟିଆଙ୍କ ସହଧର୍ମିଣୀ ଦିବଂଗତ ସର ଖୁଣ୍ଟିଆଙ୍କ ସ୍ମୁତିରେ ବହୁ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ସ୍ମୁତି ଉତ୍ସବରେ ସାମାଜିକକର୍ମୀ […]

ସଂପୂର୍ଣ୍ଣ ପଢନ୍ତୁ

ଶଙ୍କର-ମୁନ୍ନାଙ୍କୁ ମୁହାଁମୁହିଁ ଜେରା: ଶଙ୍କରର ପାର୍ସପୋର୍ଟ,ଫର୍ଚୁନର ଜବତ

କଟକ, ୨/୧୧: ଓଡିଶାରେ ପହଞ୍ଚିଛି ପୁଲିସ୍‌ ଏସ୍‌ଆଇ ସ୍କାମ୍‌ର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି। ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ଵରକୁ ଆଣି ସିଧାସଳଖ କଟକ କ୍ରାଇମବ୍ରାଞ୍ଚ ହେଡ୍ ଅଫିସକୁ ନେଇଥିଲା। ସେଠାରେ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତିଙ୍କୁ ମୁହାଁମୁହିଁ ଜେରା କରାଯାଇଛି। କ୍ରାଇମବ୍ରାଞ୍ଚ ମୁନ୍ନାକୁ ୫ ଦିନିଆ ରିମାଣ୍ଡରେ ଆଣି ସାରିଛି। ସେପଟେ କ୍ରାଇମବ୍ରାଞ୍ଚ ଶଙ୍କର ପୃଷ୍ଟିର ଗିରଫଦାରୀ ନେଇ ପ୍ରେସ୍‌ ରିଲିଜ୍ ଦେଇଛି। ଶଙ୍କରଠାରୁ ଗୋଟିଏ ଫର୍ଚୁନର , ଦୁଇଟି ଆଇଫୋନ୍ ଏବଂ ପାସପୋର୍ଟ ଜବତ […]

ସଂପୂର୍ଣ୍ଣ ପଢନ୍ତୁ

ବାଲିଯାତ୍ରା: ରାତି ୧୧ଟା ଯାଏ ହେବ ସାଂସ୍କୃତିକ କାର୍ଯ୍ୟକ୍ର

କଟକ, ୧/୧୧: କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟର ଅବଧିକୁ ବୃଦ୍ଧି କରାଯାଇଛି। ଚଳିତଥର ରାତି ୧୧ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ପୂର୍ବ ବର୍ଷଗୁଡ଼ିକରେ ରାତି ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଉଥିଲା। ହେଲେ ଗତବର୍ଷ ଏହାକୁ ନେଇ କିଛି ବିବାଦ ଉପୁଜିଥିଲା। ଏପରି କି ପୁଲିସ ରାତି ୧୦ଟା ପରେ କଳାକାରଙ୍କୁ ମଞ୍ଚରୁ ଓହ୍ଲାଇ ଦେଇଥିଲା। ତେଣୁ ଚଳିତ ଥର […]

ସଂପୂର୍ଣ୍ଣ ପଢନ୍ତୁ

ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କିଶୋର ଦାସଙ୍କ ଜୟନ୍ତୀ ପାଳିତ

ମାହାଙ୍ଗା, ୧/୧୧: ଶରତ କର ଅନିମା କର ଫାଉଣ୍ଡେସନ ଆନୁକୂଲ୍ୟରେ ବିଶିଷ୍ଟ ସମାଜବାଦୀ ନେତା, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ପ୍ରଦୀପ୍ତ କିଶୋର ଦାସଙ୍କ ୧0୬ ତମ ଜନ୍ମ ଜୟନ୍ତୀ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁଣ୍ଡି ଗ୍ରାମରେ ପାଳିତ ହୋଇଯାଇଛି l ଶିକ୍ଷାବିତ ତଥା ସୁ ସାହିତ୍ୟିକ ଅବନୀ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ପୂର୍ବତନ ଆୟକର କମିଶନର ଶୋଭନ କର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଶ୍ରୀ କର କହିଲେ ଏବେ […]

ସଂପୂର୍ଣ୍ଣ ପଢନ୍ତୁ

ଶ୍ରୀରାଧା ପାଦ ଦର୍ଶନ ତିଥିରେ ରାଧା ଦେବୀଙ୍କ ଇହଲୀଳା ସମ୍ବରଣ

ମାହାଙ୍ଗା, ୧/୧୧: ଅଅଁଳା ନବମୀ ଓ ଶ୍ରୀ ରାଧା ପାଦ ଦର୍ଶନ ତିଥିରେ ଶତାୟୁ ଧର୍ମପ୍ରାଣା ମହିଳା ରାଧା ଦେବୀଙ୍କ ପରଲୋକ ଘଟିଛି l ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମର ରାଧାଦେବୀଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି l ତାଙ୍କ ଅନ୍ତିମ ଯାତ୍ରାରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ହୋଇଥିଲେ l ଏକ ଶୋଭାଯାତ୍ରାରେ ରାଧା ଦେବୀଙ୍କ ପାର୍ଥିବ ଶରୀରକୁ ନିକଟସ୍ଥ ବିରୂପା ନଦୀ ତଟକୁ ନିଆଯାଇ ଥିଲା l […]

ସଂପୂର୍ଣ୍ଣ ପଢନ୍ତୁ