କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଆସୁ ଆରୋଗ୍ୟ ପାଇଁ ଅନୁଷ୍ଠାନ ତରଫ ରୁ ପ୍ରଦୀପ ପ୍ରଜ୍ବଳନ

କଟକ,୧୦/୯: କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଆସୁ ଆରୋଗ୍ୟ ପାଇଁ ଅନୁଷ୍ଠାନ ତରଫ ରୁ ପ୍ରଦୀପ ପ୍ରଜ୍ବଳନଜନପ୍ରିୟ କଣ୍ଠଶିଳ୍ପୀ , ସଙ୍ଗୀତଜ୍ଞ , ସଙ୍ଗୀତ ନିର୍ଦ୍ଦେଶକ ଙ୍କ ଆସୁ ଆରୋଗ୍ୟ ପାଇଁ କଟକ ସଦର ୪୨ ମୌଜା ପାଟଣା ଗ୍ରାମର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ର ସଭାପତି ଶ୍ରୀମତୀ ସରୋଜ ନଳିନୀ ପରିଜା, କାର୍ଯ୍ୟକାରୀ ସଭାପତି ଶିକ୍ଷକରତ୍ନ ଅଭୟ କୁମାର ଦାସ, ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ଆଦର୍ଶ ଶିକ୍ଷକ […]

ସଂପୂର୍ଣ୍ଣ ପଢନ୍ତୁ

ବହୁବିଧ ସେବାରେ ସମର୍ପିତ ସାମାଜିକ ସଂଗଠନ ସଂଯୁକ୍ତା ମେମୋରିଆଲ ଟ୍ରଷ୍ଟ

କଟକ ସଦର, ୭/୯: ଏନ୍ଏନ୍ଏସ୍: ରାଜ୍ୟର ଅଗ୍ରଣୀ ସାମାଜିକ ସଙ୍ଗଠନ ସଂଯୁକ୍ତା ମେମୋରିଆଲ ଚାରିଟେବୁଲ୍ ଟ୍ରଷ୍ଟ ସମାଜସେବା,ରକ୍ତଦାନ,ପରିବେଶ ସୁରକ୍ଷା ସହ ଚାରା ରୋପଣ ଓ ବଣ୍ଟନ,ବାଳାଶ୍ରମ ଓ ବୃଦ୍ଧାଶ୍ରମ ମାନଙ୍କରେ ସେବା କାର୍ଯ୍ୟ,ରୋଗୀ ସେବା,ରକ୍ତଦାନ ମହାସେବା, ଜଳଛତ୍ର,ଶିକ୍ଷାଦାନ,ପାଠାଗାର ପ୍ରତିଷ୍ଠା,ପୂଜ୍ୟପୂଜା ସହ ପ୍ରତିଭା ସମ୍ମାନ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସାଲେପୁର ବ୍ଲକ୍ ଉପକଣ୍ଠ ୪୬ ନମ୍ୱର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟାଦିବଂଗତ ସଂଯୁକ୍ତା ଦେବୀଙ୍କ ସ୍ମୃତି ଉଦ୍ଧେଶ୍ୟରେ ତାଙ୍କ ମହାନ୍ […]

ସଂପୂର୍ଣ୍ଣ ପଢନ୍ତୁ

କଟକ ଜିଲ୍ଲା ପରିଷଦର ଏକାଦଶ ତମ ସାଧାରଣ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି

କଟକ ,୬/୯: କଟକ ଜିଲ୍ଲା ପରିଷଦର ଏକାଦଶ ତମ ସାଧାରଣ ବୈଠକ ଶନିବାର ଦିନ ସଦଭାବନା ସଭାଗୃହ ରେ ଅଧ୍ୟକ୍ଷ କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ପ୍ରଶାନ୍ତ ନାୟକ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରାଙ୍କ ସମେତ […]

ସଂପୂର୍ଣ୍ଣ ପଢନ୍ତୁ

ଶିଶୁ ବିଦ୍ୟାମନ୍ଦିରରେ ବାଜତ୍ଵର ନିରାକରଣ ନିମନ୍ତେ ସର୍ବେକ୍ଷଣ ଶିବିର

ବୟାଳିଶମୌଜା,୨/୯:  କଟକ ସଦର ୪୨ ମୌଜା ଦଧିବାମନପୁର ଗ୍ରାମସ୍ଥ ଶ୍ରୀ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରରେ ବାଜତ୍ଵର ନିରାକରଣ ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବେଣ୍ଟକାର ସୌଜନ୍ୟରେ ବାଜତ୍ୱର ସର୍ବେକ୍ଷଣ-୨୫ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବେଣ୍ଟକାରର ସ୍ୱାସ୍ଥ୍ୟକର୍ମୀମାନେ ଯୋଗଦେଇ ପ୍ରଥମ, ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେବିଦ୍ୟାଳୟର ସଂପାଦକ ରବିନ୍ଦ୍ର କୁମାର ଦେବତା, ସହ ସଂପାଦିକା ସୁମିତା ଦେବତା, ପ୍ରଧାନ ଆଚାର୍ଯ୍ୟ ବିଶ୍ଵରଞ୍ଜନ ତ୍ରିପାଠୀ,ଗୀତାଞ୍ଜଳିଆଚାର୍ଯ୍ୟ,ରୋଜାଲିନ ସାହୁ ମମତା […]

ସଂପୂର୍ଣ୍ଣ ପଢନ୍ତୁ