କଟକ ,୬/୯: କଟକ ଜିଲ୍ଲା ପରିଷଦର ଏକାଦଶ ତମ ସାଧାରଣ ବୈଠକ ଶନିବାର ଦିନ ସଦଭାବନା ସଭାଗୃହ ରେ ଅଧ୍ୟକ୍ଷ କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ପ୍ରଶାନ୍ତ ନାୟକ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବଡ଼ମ୍ବା ବିଧାୟକ ବିଜୟ ଦଳବେହେରାଙ୍କ ସମେତ ଯୋଗ ଦେଇ ସମସ୍ତ ଉନ୍ନୟନ କାର୍ୟ୍ୟକୁ ତ୍ୱରାନ୍ୱିତ କରିବାପାଇଁ ଆଲୋଚନା କରିଥିଲେ ଏହି ବୈଠକରେ ଜିଲ୍ଲାର ସମସ୍ତ ଲାଇନ୍ ବିଭାଗ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇ ।
