ଓଡ଼ିଶାରେ ମାଳମାଳ ଫେକ୍ ପଲ୍ୟୁସନ ସେଣ୍ଟର: ୭୨ ଜଣଙ୍କ ବିରୋଧରେ ଆକ୍ସନ, ୪୨ରୁ ଅଧିକ ସେଣ୍ଟରର ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର: ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ବା PUCC କୁ ନେଇ ଚାଲିଥିବା ଘୋଟାଲାର ପର୍ଦ୍ଦାଫାଶ କରିଛି ପରିବହନ ବିଭାଗ। ଗାଡ଼ି ଯାଞ୍ଚ ନକରି କେବଳ ଫଟୋ ଦେଖି ନକଲି ସାର୍ଟିଫିକେଟ୍ ପ୍ରଦାନ କରୁଥିବା ଅଭିଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୪୨ରୁ ୫୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ୭୨ ଜଣଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଅନେକ ପଲ୍ୟୁସନ ସେଣ୍ଟର ଗାଡ଼ିରୁ ନିର୍ଗତ ଧୂଆଁ ଯାଞ୍ଚ ନକରି ମାତ୍ର ୧ ମିନିଟ୍ […]

ସଂପୂର୍ଣ୍ଣ ପଢନ୍ତୁ

ଝଙ୍କଡ଼ ସତସଙ୍ଗ କେନ୍ଦ୍ରରେ ମାସିକ ଆଲୋଚନା ଚକ୍ର: ଉତ୍ତମ ଚରିତ୍ର ଗଠନ ଓ ବୌଦ୍ଧିକ ବିକାଶ ଉପରେ ଗୁରୁତ୍ୱ

ଝଙ୍କଡ଼, ୧୮/୦୧/୨୦୨୬: ବାଣୀକ୍ଷେତ୍ର ଝଙ୍କଡ଼ ଶାରଳା ପୀଠର ମୁଖ୍ୟ ପ୍ରବେଶ ପଥରେ ଅବସ୍ଥିତ ଝଙ୍କଡ଼ ସତସଙ୍ଗ କେନ୍ଦ୍ର ପରିସରରେ ମାସିକ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସର ତୃତୀୟ ରବିବାର ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ଓ ଗୁରୁଭାଇ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମୂହ ପ୍ରାର୍ଥନା ଓ ପ୍ରଣାମୀ ଅନୁଷ୍ଠିତ ହେବା ପରେ ଭକ୍ତିପୂତ ପରିବେଶରେ ଭଜନ କୀର୍ତ୍ତନ କରାଯାଇଥିଲା। ସମାଜରେ ଉତ୍ତମ ଚରିତ୍ର ଗଠନ ଏବଂ ବ୍ୟକ୍ତିର ବୌଦ୍ଧିକ ବିକାଶ ଲକ୍ଷ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ

ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସମ୍ପନ୍ନ: ସଂସ୍କାର ଓ ଆଧୁନିକ ଶିକ୍ଷାର ସମନ୍ୱୟ ଉପରେ ସାଂସଦଙ୍କ ଗୁରୁତ୍ୱ

ଝଙ୍କଡ଼, ୧୮/୦୧/୨୦୨୬: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ମୂଳିସିଂହ-ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଗତ ରବିବାର ଦିନ ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତ୍ୟନ୍ତ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସାଧାରଣ ସଭାରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ପ୍ରାଚୀନ ଭାରତର ଗୁରୁକୁଳ ଆଶ୍ରମ ଶିକ୍ଷା ସହିତ ଅତ୍ୟାଧୁନିକ ଜ୍ଞାନକୌଶଳର ସମନ୍ୱୟ ରକ୍ଷା କରି ନୂତନ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ମୃତିର ବେଳାଭୂମିରେ ସାରଦା ଏକାଡେମୀର ୧୯୮୭ ବ୍ୟାଚ୍: ୩୮ ବର୍ଷ ପରେ ପୁଣି ଜମିଲା ବନ୍ଧୁମିଳନର ଆସର

ଝଙ୍କଡ଼, ୧୮/୦୧/୨୦୨୬: ବାଣୀକ୍ଷେତ୍ର ଝଙ୍କଡ଼ର ପବିତ୍ର ଶାରଳା ପୀଠ କନକପୁରସ୍ଥିତ ଆଦର୍ଶ ଶିକ୍ଷାନୁଷ୍ଠାନ ସାରଦା ଏକାଡେମୀ ପରିସରରେ ଗତ ରବିବାର ଦିନ ୧୯୮୭ ମସିହା ମାଟ୍ରିକ ବ୍ୟାଚର ଚତୁର୍ଥ ବନ୍ଧୁମିଳନ ସମ୍ମେଳନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୮ ବର୍ଷର ବ୍ୟବଧାନ ପରେ ପୁରୁଣା ସହପାଠୀମାନେ ପରସ୍ପରକୁ ଭେଟି ଅତୀତର ସ୍ମୃତି ସାଉଁଟିବା ସହ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦିବଙ୍ଗତ ଶିକ୍ଷକ ଓ ସହପାଠୀମାନଙ୍କ ସ୍ମୃତି ଚାରଣ କରାଯାଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ସ୍ଥପତି ଖଗେଶ୍ୱର ରାଉତରାୟଙ୍କ ପ୍ରତିମୂର୍ତ୍ତି ଅନାବରଣ

ମାହାଙ୍ଗା  : ମୂଳବସନ୍ତ ଗ୍ରାମ ପଞ୍ଚାୟତ ସିପୁରା ଗ୍ରାମର ସୁନାମଧନ୍ୟ ସ୍ଥପତି ତଥା ଗ୍ରାମର ମୁରବୀ, ସମାଜସେବୀ ଖଗେଶ୍ୱର ରାଉତରାୟଙ୍କ ପ୍ରଥମ ବାର୍ଷିକ ସ୍ମୁତି ଉତ୍ସବ ଅବସରରେ ତାଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ତଥା ପୂର୍ବତନ ସମିତିସଭ୍ୟ କବି ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଏହି ଉନ୍ମୋଚନ ଉତ୍ସବ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେଦାର ରାଉତରାୟ, ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, ସୁବାସ ଚନ୍ଦ୍ର ରାଉତରାୟ,ଉପେନ୍ଦ୍ର […]

ସଂପୂର୍ଣ୍ଣ ପଢନ୍ତୁ

୨୦୨୭ ପୌର ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି : ମାର୍ଚ୍ଚ ସୁଦ୍ଧା ଘରକୁ ଘର ବୁଲି ସର୍ଭେ କରି ଭୋଟର ତାଲିକା ସଂଶୋଧନ

କଟକ ୧୭।୧: ଆରମ୍ଭ ହେଲା ୨୦୨୭ ପୌର ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି । ଆସନ୍ତା ବର୍ଷ ଜାନୁଆରୀ, ଫେବ୍ରୁଆରୀ ମାସରେ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧିନରେ ଥିବା ୧୦ଟି ଜିଲ୍ଲାର ଜିଲ୍ଲାପାଳ ମାନେ ଯୋଗ ଦେଇଥିଲେ । ପଞ୍ଚାୟତ ଓ ପୌର ନିର୍ବାଚନ […]

ସଂପୂର୍ଣ୍ଣ ପଢନ୍ତୁ

ପୂଜା କରିବାକୁ ଯାଇ ଫେରିଲେନି, ମନ୍ଦିର ଭିତରୁ ମିଳିଲା ପୂଜକଙ୍କ ମୃତଦେହ

ଜଗତସିଂହପୁର ୧୭।୧: ଜଗତସିଂହପୁର ଜିଲା ସଦର ଥାନା ପୁନଙ୍ଗ ଗାଁରେ ଅଘଟଣ । ଗାଁ ଭିତରେ ଥିବା ଏକ ଶିବ ମନ୍ଦିର ଭିତରୁ ପୂଜକଙ୍କ ସନ୍ଦେହଜନକ ଭାବରେ ପଡିଥିବା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ପୁନଙ୍ଗ ଗାଁର ଓମ୍ ପ୍ରକାଶ ପଣ୍ଡା । ଶନିବାର ମଧ୍ୟାହ୍ନରେ ସେ ମନ୍ଦିର ଭିତରକୁ ପୂଜା କରିବାକୁ ଯାଇ ଆଉ ଫେରି ନଥିଲେ । ପରେ ଗ୍ରାମବାସୀ ମନ୍ଦିର ଭିତରେ ଥିବା ଶିବ ଲିଙ୍ଗ ଉପରେ ତାଙ୍କର ମୃତଦେହ […]

ସଂପୂର୍ଣ୍ଣ ପଢନ୍ତୁ
Suryabanshi

ବିଦା ହେବେ ସଠିକ ଭାବେ କାମ କରୁନଥିବା ଅଧ୍ୟାପକ ଅଧ୍ୟାପିକା: ଉଚ୍ଚ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ବିଦା ହେବେ କଲେଜରେ ସଠିକ ଭାବେ କାମ କରୁନଥିବା ଅଧ୍ୟାପକ ଅଧ୍ୟାପିକା । ଏକାଡେମିକ କଥା ବୁଝୁନଥିବେ, ଯାହାର କାର୍ଯ୍ୟଦକ୍ଷତା ନଥିବ ଓ ଦୁର୍ନୀତି ରେ ଲିପ୍ତ ଥିବେ। ଏଭଳି ଅଧ୍ୟାପକ ଅଧ୍ୟାପିକାଙ୍କୁ ବିଦା କରିବ ଉଚ୍ଚ ଶିକ୍ଷା ବିଭାଗ। ସୂଚନା ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ରମାଦେବୀ ବିଶ୍ଵ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ମନ୍ତ୍ରୀ। କଲେଜର ଅଧ୍ୟକ୍ଷ ଦେବେ ରିପୋର୍ଟ। ଅଧ୍ୟକ୍ଷ ନଥିଲେ ଦାୟିତ୍ଵରେ ଥିବା […]

ସଂପୂର୍ଣ୍ଣ ପଢନ୍ତୁ

ଓଡ଼ିଶାକୁ ଆସିବ ୧ ଲକ୍ଷ ଟଙ୍କାର ପୁଞ୍ଜି: CM

ଭୁବନେଶ୍ବର : ଓଡ଼ିଶାରେ ବଡ଼ ପୁଞ୍ଜି ନିବେଶ ହେବ । ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଲକାତାରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର ମିଟ୍ ରେ ଏଭଳି ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୨୦୩୬ ଏବଂ ୨୦୪୭ ଓଡ଼ିଶାର ବିକାଶ ଭିଜନ ସଫଳ କରିବା ଲକ୍ଷ୍ୟରେ ଏହି ପୁଞ୍ଜି ଆସିବ । ଯାହା ଫଳରେ ରାଜ୍ୟରେ ଆଉ ୯୦ ହଜାର ନିଯୁକ୍ତି ସୁଯୋଗ […]

ସଂପୂର୍ଣ୍ଣ ପଢନ୍ତୁ

କଟରା ରାଧାକାନ୍ତ ହାଇସ୍କୁଲର ୫୦ତମ ବାର୍ଷିକ କ୍ରୀଡା ଉତ୍ସବ

ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ, କଟରା ପଞ୍ଚାୟତ ସ୍ଥିତ, ରାଧାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ର 50 ତମ ବାର୍ଷିକ, ଦୁଇଦିନିଆଁ କ୍ରୀଡାଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ସେଠି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ଓ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ କ୍ରୀଡାସଙ୍ଗଠକ ପ୍ରିୟନାଥ ରାୟ, ମୁଖ୍ୟବକ୍ତା ପ୍ରାକ୍ତନ ଶିକ୍ଷକ ଧୀରେନ୍ଦ୍ର ନାଥ ବିଶ୍ୱାଳ ଓ ସମ୍ମାନିତଅତିଥି ଭାବେ ପୂର୍ବତନ ଏନ, ସି, ସି […]

ସଂପୂର୍ଣ୍ଣ ପଢନ୍ତୁ