ଓଡ଼ିଶାକୁ ଆସିବ ୧ ଲକ୍ଷ ଟଙ୍କାର ପୁଞ୍ଜି: CM

ରାଜ୍ୟ
Spread the love

ଭୁବନେଶ୍ବର : ଓଡ଼ିଶାରେ ବଡ଼ ପୁଞ୍ଜି ନିବେଶ ହେବ । ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଲକାତାରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର ମିଟ୍ ରେ ଏଭଳି ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

୨୦୩୬ ଏବଂ ୨୦୪୭ ଓଡ଼ିଶାର ବିକାଶ ଭିଜନ ସଫଳ କରିବା ଲକ୍ଷ୍ୟରେ ଏହି ପୁଞ୍ଜି ଆସିବ । ଯାହା ଫଳରେ ରାଜ୍ୟରେ ଆଉ ୯୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *