ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ

ବ୍ରହ୍ମପୁର, ୧୨/୧୨: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍ ଫ୍ରାଟେରନିଟି(ଦକ୍ଷିଣ ଏସୀୟ ମୈତ୍ରୀ ସଂଗଠନ)ର ୩ ଦିନିଆ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜ କୁମାର ଚୋପ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ସମାଜର ସିଇଓ ଶ୍ରୀ ରାମନାଥ ଝା, ପଞ୍ଜାବର ପୂର୍ବତନ ଡିଜିପି ତଥା ସମ୍ମିଳନୀର ପାଟ୍ରୋନ ଡ. ଡିଆର ଭାଟି, […]

ସଂପୂର୍ଣ୍ଣ ପଢନ୍ତୁ

ଝରା-ପ୍ରଶାନ୍ତଙ୍କ ପ୍ରଥମ ବାର୍ଷିକ ସ୍ମୁତିସଭା ଓ ସ୍ମରଣିକା ଉନ୍ମୋଚନ ଉତ୍ସବ

ମାହାଙ୍ଗା, ୧୨ /୧୨ : ଗାଁ ସ୍ମଶାନରେ ଗୋଟିଏ ଦିନରେ ଜଳିଥିଲା ସେମାନଙ୍କ ପାର୍ଥିବ ଶରୀର l ସାଙ୍ଗହୋଇ ସଂସାରରୁ ବିଦାୟ ନେଇଥିଲେ ଉଭୟ ପତି-ପତ୍ନୀ l ସାହିତ୍ୟାନୁରାଗୀ ଏହି ଦମ୍ପତିଙ୍କୁ ଅଶ୍ରୁଳ ବିଦାୟ ଘଟଣାକୁ ୟା’ ଭିତରେ ବର୍ଷେ ପୁରି ଯାଇଛି l ସେମାନେ ହେଉଛନ୍ତି ଓଡ଼ିଆ ଭାଷା ସାହିତ୍ୟର ଲବ୍ଧ ପ୍ରତିଷ୍ଠିତ ଲେଖକ,ପ୍ରାଧ୍ୟାପକ, ବିଭିନ୍ନ ସାରସ୍ୱତ ଓ ସାମାଜିକ କାର୍ଯ୍ୟକ୍ରମର ସୂତ୍ରଧର ସ୍ବର୍ଗତ ପ୍ରଶାନ୍ତ ବିଶ୍ୱାଳ ଓ ତାଙ୍କ ସହଧର୍ମିଣୀ ଝରଣା ବିଶ୍ୱାଳ l […]

ସଂପୂର୍ଣ୍ଣ ପଢନ୍ତୁ

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ, ମଦନମୋହନ ଖଣ୍ଡୁଆଳ ଙ୍କ ପରଲୋକ

ଝଙ୍କଡ଼, 12/12: ତିର୍ତ୍ତୋଲ ବ୍ଲକ, ଜଗନ୍ନାଥପୁର ପଞ୍ଚାୟତ ର ଜଗନ୍ନାଥପୁର ଗ୍ରାମର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ, ତିରଣ ସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ର ଉପସଭାପତି, ଛାତ୍ରବତ୍ସଳ, ପରୋପକାରୀ ତଥା ବିଶିଷ୍ଟ ସମାଜସେବୀ ମଦନମୋହନ ଖଣ୍ଡୁଆଳ (89) ଙ୍କର ଗତ ଶୁକ୍ରବାର ମଧ୍ୟାହ୍ନରେ ନିଜ ବାସଭବନ ରେ ପରଲୋକ ହୋଇଯାଇଛି l ସେ 1989 ମସିହାରେ ବାଲିମେଳା ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରି, ପରିଚାଳନାଗତ ଦକ୍ଷତା ପାଇଁ ରାଜ୍ୟ ସରକାର ଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା […]

ସଂପୂର୍ଣ୍ଣ ପଢନ୍ତୁ

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର, ୧୧/୧୨ :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର କୃଷି ଭବନରେ ନାଗରିକତା (ସଂଶୋଧନ) ଆଇନ,୨୦୧୯ ଅନୁଯାୟୀ ନାଗରିକତା ପ୍ରମାଣ ପତ୍ର ପ୍ରଦାନ ଉତ୍ସବ ଆୟୋଜିତ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀ ସୁରେଶ ପୂଜାରୀ ଓ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ, ଜନ ଗଣନା ନିର୍ଦେଶକ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତରେ ବିଭିନ୍ନ ଦେଶରୁ ଆସିଥିବା ୩୫ ଜଣ ଆବେଦନ କାରୀଙ୍କୁ ନାଗରିକତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।ଭାରତ […]

ସଂପୂର୍ଣ୍ଣ ପଢନ୍ତୁ

୪ବର୍ଷ ହେଲା ଶୌଚାଳୟରେ ବିତୁଛି ଜୀବନ

ରାଉରକେଲା, ୧୧/୧୨: ରାଉରକେଲା ମହାନଗର ନିଗମ ପକ୍ଷରୁ ସର୍ବସାଧାରଣ ତଥା ବସ୍ତିବାସିନ୍ଦାଙ୍କ ବ୍ୟବହାର ପାଇଁ ବିଭିନ୍ନ ଛକସ୍ଥାନମାନଙ୍କ‌ରେ ଶୌଚାଳୟ ନିର୍ମାଣ କରାଯାଇଥିଲା। ଏଭଳି ଏକ ଶୌଚାଳୟ ସେକ୍ଟର-୨୦ ନମ୍ବର ପାଣିଟାଙ୍କି ସାମ୍ନା ହିଲଟିପ ନିକଟସ୍ଥ ରିଙ୍ଗରରୋଡ ପାର୍ଶ୍ବରେ ଅର୍ଥାତ୍‌ ହିଲଟପରୁ ଝିରିପାଣି ଯିବାର ରାସ୍ତାର ବାମପାର୍ଶ୍ବରେ ନିର୍ମାଣ ହୋଇଛି। ହେଲେ ୪ ବର୍ଷ ହେବ ଏହି ଶୌଚାଳୟ ଏକ ବୃଦ୍ଧ ଦମ୍ପତିଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଆଲୋଡ଼ନର ବିଷୟ ହେଲା ଯେ, ଗୋଟେପଟେ ପାର୍କ ନିର୍ମାଣ ପାଇଁ ବସ୍ତିରୁ […]

ସଂପୂର୍ଣ୍ଣ ପଢନ୍ତୁ

ମହିଳା ଡିଏସପିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ: ପ୍ରେମ, ଧୋକା ଓ ବ୍ଲାକମେଲିଂ

ରାୟପୁର, ୧୧/୧୨: ଛତିଶଗଡ଼ର ମହିଳା ପୋଲିସ ଅଧିକାରୀ ଓ ବ୍ୟବସାୟୀଙ୍କ ମଧ୍ୟରେ ‘ପ୍ରେମ ଓ ଅର୍ଥ’ ବିବାଦ ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଉଦ୍ୟୋଗପତିଙ୍କୁ ପ୍ରେମ ଜାଲରେ ଫସାଇ କୋଟି କୋଟି ଟଙ୍କା ନେଇଥିବାର ସଙ୍ଗୀନ ଅଭିଯୋଗ DSPଙ୍କ ନାଁରେ ଆସିଛି। ଡିଏସପି-ବିଜନେସମ୍ୟାନ ଲଭ ଷ୍ଟୋରୀ ପୂରା ଛତିଶଗଡ଼ରେ ରୋଚକ ଖବର ପାଲଟିଛି। ମାମଲା ଏବେ ଥାନାରେ ପହଞ୍ଚିଛି ରାୟପୁରର ଉଦ୍ୟୋଗପତି ଦୀପକ ଟଣ୍ଡନ ଡିଏସପି କଳ୍ପନା ବର୍ମାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ପ୍ରେମ […]

ସଂପୂର୍ଣ୍ଣ ପଢନ୍ତୁ

ଓଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ, ୨୩ ଓଏଏସ୍‌ଙ୍କୁ

ଭୁବନେଶ୍ୱର,୧୧ା/୧୨: ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ୨୩ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କ ବଦଳି କରାଯାଇଛି। ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମୋ-ସ୍କୁଲ ଅଭିଯାନର ଓଏସ୍‌ଡି କାବେରୀ ମୁଦୁଲିଙ୍କୁ ଯାଜପୁର ଜିଲା ବିଞ୍ଝାରପୁର ତହସିଲଦାର ଭାବେ ବଦଳି କରାଯାଇଥିବାବେଳେ କେନ୍ଦ୍ରାପଡ଼ା ଡିଏସ୍‌ଆର ସମୀର ବେହେରାଙ୍କୁ ପଞ୍ଚାୟତିରାଜ ବିଭାଗକୁ ବଦଳି କରାଯାଇଛି। ସେହିପରି ବିଦ୍ୟାରଶ୍ମୀ ସାହୁଙ୍କୁ କେନ୍ଦ୍ରାପଡ଼ା ଡିଏସ୍‌ଆର୍‌ ଭାବେ ବଦଳି କରାଯାଇଥିବାବେଳେ ଜ୍ୟୋତ୍ସ୍ନାରାଣୀ ପାତ୍ର ଓ ଅନ୍ୟ ୧୯ ଜଣ ଅଧିକାରୀଙ୍କୁ ତହସିଲଦାର, ଡେପୁଟି କଲେକ୍ଟର ଭାବେ ବିଭିନ୍ନ […]

ସଂପୂର୍ଣ୍ଣ ପଢନ୍ତୁ

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର, ୧୧/୧୨: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର ମହାଲେଖା ନିୟନ୍ତ୍ରକ(CAG)ଙ୍କ ପୂର୍ବାଞ୍ଚଳ ଶାଖା ଭୁବନେଶ୍ୱରରେ ଖୋଲିବାକୁ ସିଏଜି ଅନୁମୋଦନ କରିଛନ୍ତି। ଯାହା ପୂର୍ବ ଭାରତରେ ତଦାରଖ ବିକେନ୍ଦ୍ରୀକରଣ ଏବଂ ଅଡିଟ ପ୍ରଶାସନକୁ ସୁଦୃଢ଼ ​​କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।ସରକାରୀ ସୂଚନା ଅନୁଯାୟୀ, ନୂତନ କାର୍ଯ୍ୟାଳୟ ୧୫ ଏପ୍ରିଲ ୨୦୨୬ରୁ କାର୍ଯ୍ୟ ଆରମ୍ଭ କରିବ। ପୂର୍ବାଞ୍ଚଳ ମୁଖ୍ୟାଳୟ ଜଣେ ଉପନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ (ଡେପୁଟି ସିଏଜି)/ଅତିରିକ୍ତ ଉପ ନିୟନ୍ତ୍ରକ […]

ସଂପୂର୍ଣ୍ଣ ପଢନ୍ତୁ

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରିକୁ ସବୁବେଳେ ଜନସେବା ଭାବେ ମନେ କରିବେ । ସରକାରୀ ଚାକିରି ମିଳିଯିବା ପରେ କେବେହେଲେ କାର୍ଯ୍ୟରେ ଅବହେଳା କରିବେ ନାହିଁ ଓ ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ତ୍ରୟୋଦଶ ନିଯୁକ୍ତି ମେଳା ୨୦୨୫ ଅବସରରେ ନବନିଯୁକ୍ତମାନଙ୍କୁ ଉପଦେଶ ଦେଇ କହିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ […]

ସଂପୂର୍ଣ୍ଣ ପଢନ୍ତୁ

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି, ୧୧/୧୨ : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ ଗୋଷ୍ଠୀଙ୍କ ସହ ଆଲୋଚନା ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି.ସିଂହଦେଓ। ସେ କହିଛନ୍ତି ଦୁଇ ଗୋଷ୍ଠୀ ଦାବିପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଅବଗତ କରିବି। ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।ଆଜି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରି ଜିଲ୍ଲା ଗସ୍ତ କରିଥିଲେ । […]

ସଂପୂର୍ଣ୍ଣ ପଢନ୍ତୁ