ବିଦ୍ୟୁତବିଭାଗର ପ୍ରାକ୍ତନ କିରାଣୀ ସନ୍ତୋଷ ସିଂହଙ୍କ ପରଲୋକ
ଝଙ୍କଡ଼, ୧୪/୧୧ ବାଣିକ୍ଷେତ୍ର ଝଙ୍କଡ଼ ପ୍ରଗଣା ର ତିର୍ତ୍ତୋଲ ବ୍ଲକ, ମୁଳିସିଂହ ଗ୍ରାମ ନିବାସୀ ତଥା ଜଗତସିଂହପୁର ବିଦ୍ୟୁତ ବିଭାଗ ର ଅବସରପ୍ରାପ୍ତ ମୁଖ୍ୟକିରାଣୀ ସନ୍ତୋଷ ସିଂହ ( 78) ଙ୍କର, କଟକ ସ୍ଥିତ ଏକ ଘରୋଇ ଡାକ୍ତରଖାନା ରେ ଗତ ଗୁରୁବାର ରାତି ଆଠଟା ବେଳେ ହୁଦଘାତ ରେ ପରଲୋକ ହୋଇଯାଇଛି l ସେ ଜଣେ ସଚୋଟ ନିଷ୍ଠାପର, କର୍ତ୍ତବ୍ୟରତ ବିଦ୍ୟୁତ କର୍ମଚାରୀ ଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି […]
ସଂପୂର୍ଣ୍ଣ ପଢନ୍ତୁ