ଜୟପୁର ଫାଣ୍ଡି ଅଧିକାରୀ ନିଲମ୍ବିତ

ଅପରାଧ କଟକ ଜିଲା ଖବର ରାଜ୍ୟ
Spread the love

କୁଆଁପାଳ, ୧୩/୧୧ : ମାହାଙ୍ଗା ଥାନା ଜୟପୁର ଫାଣ୍ଡି ଅଧିକାରୀ ନିଲମ୍ବିତ। ଜୟପୁର ଫାଣ୍ଡି ଅଧିକାରୀ ମନୋଜ ବେହେରାଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପି ନିଲମ୍ବନ କରିଛନ୍ତି। ମାହାଙ୍ଗା ଥାନା ସମସରପୁର ଗାଁର ଯୁବକ ଦେବବ୍ରତଙ୍କୁ ଘରୁ ଡାକି ନିସ୍ତୁକ ମାଡ଼ ମାରିଥିଲେ ଫାଣ୍ଡି ଅଧିକାରୀ ମନୋଜ ବେହେରା। ପୂର୍ବରୁ ତାଙ୍କ ନାଁରେ ମହିଳା ମାନକୁ ଫାଣ୍ଡିରେ ଅସଦାଚାରଣ କରିବା ସହ ମାଡ଼ ମାରିବା ନେଇ ଅଭିଯୋଗ ରହିଥିଲା।

Leave a Reply

Your email address will not be published. Required fields are marked *