ଓରାଂଉଟାନ୍ ଉଦ୍ଧାର ଘଟଣା: ଲମ୍ବୁଛି ସନ୍ଦିଗ୍ଧଙ୍କ ତାଲିକା, ହୋଟେଲ୍ ମାଲିକଙ୍କ ପତ୍ନୀ, ଝିଅଙ୍କୁ ୫ ଘଣ୍ଟା ଜେରା
ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ ଓରାଂଉଟାନ୍ ଉଦ୍ଧାର ହେବା ପ୍ରସଙ୍ଗରେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ର ତନାଘନା ଜାରି ରହିଛି। ଏସ୍ଟିଏଫ୍ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଥିବା କୁହାଯାଉଛି। ଏହି ଘଟଣାର ବ୍ଲୁ ପ୍ରିଣ୍ଟ୍ ପଶ୍ଚିମବଙ୍ଗ ଦୀଘାରେ ଥିବା ଗ୍ରାଣ୍ଡ ହେରିଟେଜ୍ ହୋଟେଲ୍ରେ ପ୍ରସ୍ତୁତ କରାଯାଇଥିବାବେଳେ ହୋଟେଲ୍ ମାଲିକ ଜୟନ୍ତ ମାଇତି ଓ ତାଙ୍କ ପୁଅ ସୌମ୍ୟଦୀପ ମାଇତି ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ଦୀଘାର ଏହି ହୋଟେଲ୍ଟି ମାତ୍ର ୪ […]
ସଂପୂର୍ଣ୍ଣ ପଢନ୍ତୁ