ମୂଳିସିଂହ ସହରହାଟରେ, ଅସରାଏ ବର୍ଷା ହେଲେ ଆଣ୍ଠିଏ ପାଣି, କ୍ରେତା ଓ ବିକ୍ରେତା ହନ୍ତସନ୍ତ : ଡ୍ରେନେଜ ବ୍ୟବସ୍ଥା କାମରେ ଲାଗୁନି
ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ, ତିନିନମ୍ବରଜୋନ ର ମୁଖ୍ୟବାଣିଜ୍ୟକେନ୍ଦ୍ର, ମୂଳିସିଂହ ପଞ୍ଚାୟତ ର ସହରହାଟ, ଏକ ସାପ୍ତାହିକ ହାଟ । ପ୍ରତି ବୁଧବାର ଓ ଶନିବାର, ଏଇ ଦୁଇଦିନ ଏଠାରେ ହାଟ ବସୁଥିଲେ ମଧ୍ୟ ହାଟର ଚତୁଃପାର୍ଶ୍ୱରେ ଅନେକଗୁଡିଏ ସ୍ଥାୟୀ ଦୋକାନ ରହିଅଛି । ଗତ ଶନିବାର ଦିନ, ହାଟ ଚାଲିଥିବା ବେଳେ, ହଠାତ କାଳବୈଶାଖୀ ପ୍ରଭାବ ରେ କିଛିସମୟ ପାଇଁ ବର୍ଷା ଲାଗିରହିଥିଲା । ଯାହା ଫଳରେ ହାଟ ଚଟାଣ ଉପରେ ପନିପରିବା ପସରା ମେଲାଇ […]
ସଂପୂର୍ଣ୍ଣ ପଢନ୍ତୁ