ବଦଳିଲେ ଦୁଇ ବରିଷ୍ଠ ଆଇପିଏସ୍ ଅଧିକାରୀ
ଭୁବନେଶ୍ବର: ଆଜି (ଗୁରୁବାର) ରାଜ୍ୟସରକାର ଭାରତୀୟ ପୁଲିସ ସେବାର ଦୁଇ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରିଛନ୍ତି। ଆଜି ରାଜ୍ୟ ସରାକରଙ୍କ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଏସ୍ଆଇଡବ୍ଲୁ (ସ୍ବତନ୍ତ୍ର ଗୁଇନ୍ଦା ଶାଖା)ର ଡିଆଇଜି ଭାବେ ଦାୟିତ୍ବ ତୁଲାଉଥିବା ୨୦୦୯ ବ୍ୟାଚ୍ର ଅଖିଳେଶ୍ବର ସିଂହଙ୍କୁ ଏସ୍ଡବ୍ଲୁଆର୍ (ଦକ୍ଷିଣ- ପଶ୍ଚିମ ରେଞ୍ଜ୍)ର ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିଭଳି ଦକ୍ଷିଣ ପଶ୍ଚିମ ରେଞ୍ଜ୍ର ଡିଆଇଜି ଡା କନ୍ୱର ବିଶାଳ ସିଂହଙ୍କୁ […]
ସଂପୂର୍ଣ୍ଣ ପଢନ୍ତୁ