ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ କୋଠପଦାରେ ସମ୍ବର୍ଦ୍ଧନା ଉତ୍ସବ
ଗୁରୁ ହିଁ’ ଛାତ୍ର ଜୀବନର ଶ୍ରେଷ୍ଠ ମାର୍ଗ ଦର୍ଶକ ମାହାଙ୍ଗା : ସମାଜକୁ ଶୃଙ୍ଖଳିତ, ସଶକ୍ତ ଏବଂ ବିକଶିତ କରିବା କ୍ଷେତ୍ରରେ ଶିକ୍ଷକ ମାନଙ୍କ ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ l ବିଦ୍ୟାର୍ଥୀ ମାନଙ୍କ ଭିତରେ ଆତ୍ମବିଶ୍ୱାସ ଓ ସଫଳତାର ମୂଳଭିତ୍ତିକୁ ସୁଦୃଢ କରିବାର ଗୁରୁମନ୍ତ୍ର ଦେଉଥିବା ଶିକ୍ଷକମାନେ ଯୁଗେ ଯୁଗେ ପୂଜ୍ୟ ଓ ଚିର ନମସ୍ୟ ବୋଲି ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଆହ୍ୱାନ ଦେଇଛନ୍ତି l ରଘୁନାଥ ସରକାରୀ ଉଚ୍ଚ […]
ସଂପୂର୍ଣ୍ଣ ପଢନ୍ତୁ