ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ‘ଅଖିମୁଠି ଅନୁକୂଳ’ ସହ ୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ସିଏମ୍-କିଷାନ ସହାୟତା
କଟକ : ପବିତ୍ର ଅକ୍ଷୟ ତୃତୀୟା ତଥା ରାଜ୍ୟସ୍ତରୀୟ ‘କୃଷକ ଦିବସ’ ଅବସରରେ କଟକର ବିଦ୍ୟାଧରପୁରସ୍ଥିତ ଆନ୍ତର୍ଜାତିୟ ଧାନ ଗବେଷଣା କେନ୍ଦ୍ର (NRRI) ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର କୃଷକ ସମାଜର ଉନ୍ନତି ପାଇଁ ସରକାରଙ୍କ ଦୃଢ଼ ସଂକଳ୍ପକୁ ଦୋହରାଇଛନ୍ତି। ଶାସ୍ତ୍ରୀୟ ପରମ୍ପରାକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ NRRI ଫାର୍ମ ପରିସରରେ ମାଟିମା’ର ପୂଜାର୍ଚ୍ଚନା କରିଥିଲେ। ଏହାପରେ ସେ […]
ସଂପୂର୍ଣ୍ଣ ପଢନ୍ତୁ