ବାୟା ଅବଧୂତ ମହାବିଦ୍ୟାଳୟର ୩୯ତମ ବାର୍ଷିକ ସାରସ୍ୱତ ଉତ୍ସବ: ସାହିତ୍ୟ ହିଁ ସମାଜର ପ୍ରତିଫଳନ
ଝଙ୍କଡ଼ : “ସାହିତ୍ୟକୁ ବାଦ୍ ଦେଇ ଏକ ସୁନ୍ଦର ସମାଜର ପରିକଳ୍ପନା ଅସମ୍ଭବ। ଜୀବନକୁ ଶାନ୍ତ, ସରଳ ଓ ସୁନ୍ଦର ଭାବେ ଗଢ଼ିବା ସହ ମଣିଷର ଦୁଃଖ ହରଣ କରି ହସ ଭରିଦେବାର ଅମୋଘ ଶକ୍ତି ସାହିତ୍ୟ ପାଖରେ ରହିଛି।” ବାୟା ଅବଧୂତ ମହାବିଦ୍ୟାଳୟର ୩୯ତମ ବାର୍ଷିକ ସାରସ୍ୱତ ଉତ୍ସବରେ ଯୋଗଦେଇ ଅତିଥି ଓ ବକ୍ତାମାନେ ଏହି ମତବ୍ୟକ୍ତ କରିଛନ୍ତି। ମହାବିଦ୍ୟାଳୟର ପ୍ରତିଷ୍ଠାତା ଡଃ ଇଂ ପ୍ରଭାକର ସ୍ୱାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି […]
ସଂପୂର୍ଣ୍ଣ ପଢନ୍ତୁ