ବାବାଜୀ ଚରଣ ରାଉଳଙ୍କ ସ୍ମୃତିଶ୍ରଦ୍ଧାଞ୍ଜଳି

ଝଙ୍କଡ଼  :  ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର ଠାରେ ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ସ୍ବର୍ଗତ ବାବାଜୀ ଚରଣ ରାଉଳ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଗତ ବୁଧବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।  ନିମନ୍ତ୍ରିତ ଅତିଥି ମାନେ ତାଙ୍କର ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବାପରେ ଦିବଂ ଗତ ଆତ୍ମା ର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ତାଙ୍କର ଦୁଇ […]

ସଂପୂର୍ଣ୍ଣ ପଢନ୍ତୁ

କଲ୍ୟାଣପୁରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଜାତୀୟ ପତାକା ଉତ୍ତୋଳନ

ମାହାଙ୍ଗା  :  ମାହାଙ୍ଗା ବ୍ଲକର କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ କୁଣ୍ଡି ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତି ଅଧ୍ୟକ୍ଷତା କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।  ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶତାୟୁ ସଂଗୀତ ନିର୍ଦ୍ଦେଶକ ବିଶ୍ୱନାଥ ପଲେଇ […]

ସଂପୂର୍ଣ୍ଣ ପଢନ୍ତୁ

ବିଏସଏଫ ଯବାନଙ୍କ ହୃଦଘାତରେ ମୃତ୍ୟୁ, ସେନା ବାହିନୀ ପକ୍ଷରୁ ତୋପ ସାଲାମୀ

ମାହାଙ୍ଗା  : ପଶ୍ଚିମବଙ୍ଗର ସିଲିଗୁଡ଼ି ଅଂଚଳରେ ସୀମା ସୁରକ୍ଷା ବାହିନୀରେ କାର୍ଯ୍ୟରତ ବୀର ଯବାନ ସୀତାକାନ୍ତ ଦାସଙ୍କ ଦେହାନ୍ତରେ ଶୋକରଛାୟା ଖେଳିଯାଇଛି ।  ଏହି ଯବାନ ନିଜ ଜନ୍ମମାଟି ଗୁଣୁପୁରକୁ ଆସିଥିବା ବେଳେ, ହୃଦଘାତର ଶୀକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ତେବେ ବଡ଼ଚଣା ମୁଖ୍ୟ ଡାକ୍ତରଖାନା ପକ୍ଷରୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।  ଯବାନ ସୀତାକାନ୍ତ ମାହାଙ୍ଗା ବ୍ଲକ ମୂଳବସନ୍ତ ପଞ୍ଚାୟତ ଗୁଣୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ l ସେ ଅତ୍ୟନ୍ତ ନିଷ୍ଠାର […]

ସଂପୂର୍ଣ୍ଣ ପଢନ୍ତୁ

କଲ୍ୟାଣପୁର ସପନେଶ୍ୱର ପୀଠରେ ଅଷ୍ଟପ୍ରହାର ନାମଯଜ୍ଞ

ମାହାଙ୍ଗା  :  କୁହୁଣ୍ଡା ପଂଚାୟତ କଲ୍ୟାଣପୁର ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସପନେଶ୍ୱର ମହାଦେବଙ୍କ ବିଜେସ୍ଥଳୀରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଅଧିବାସ, ପୂଜାର୍ଚ୍ଚନା, ସଂକୀର୍ତ୍ତନ, ଜାଗ ଯଜ୍ଞ ଭଳି ବିବିଧ କାର୍ଯ୍ୟକ୍ରମ ଭିତରେ ହରିହାଟ ଓ ନଗର କୀର୍ତ୍ତନ ଏବଂ ଦଧିହାଣ୍ଡି ଭଙ୍ଗା ଭଳି ବହୁ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଗ୍ରାମରେ ଶାନ୍ତି ମୈତ୍ରୀ, ସଦଭାବନା ଓ ଭାଇଚାରା ପ୍ରତିଷ୍ଠା ସାଙ୍ଗକୁ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା, ଏହି […]

ସଂପୂର୍ଣ୍ଣ ପଢନ୍ତୁ

ହରିଚନ୍ଦନପୁରର ଦୁର୍ଗମ ନୁଲୁ ଗ୍ରାମରେ ସେବା ଓ ସ୍ନେହର ମହାମିଳନ: ସାଧାରଣତନ୍ତ୍ର ଦିବସରେ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ

କେନ୍ଦୁଝର (ପ୍ରଦୀପ ଦାସ)   : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡ଼ପଳାସପାଳ ପଞ୍ଚାୟତର ଅପହଞ୍ଚ ତଥା ଦୁର୍ଗମ ପାହାଡ଼ିଆ ଅଞ୍ଚଳ ନୁଲୁ ଗ୍ରାମଠାରେ ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଓ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲ୍ୟାଣୀ ଫାଉଣ୍ଡେସନର ବରିଷ୍ଠ ସମାଜସେବୀ ଓମ୍ ଭାଇ, ଅଭିମନ୍ୟୁ ସାହୁ ଓ ଓଡ଼ିଶା ଗାନ୍ଧୀ ବିଚାର ପରିଷଦର ସଦସ୍ୟ ଭକ୍ତ ବତ୍ସଳ ମହାନ୍ତିଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଏହି ମାନବିକ ସେବା […]

ସଂପୂର୍ଣ୍ଣ ପଢନ୍ତୁ

ବାଲ୍ୟ ବିବାହ ନିରୋଧ ସମ୍ପର୍କିତ ସଚେତନ ରାଲି 

କରଞ୍ଜିଆ  : କରଞ୍ଜିଆ କଚେରୀ ପରିସରରୁ ତାଲୁକ ଆଇନ ସେବା ସମିତି, କରଞ୍ଜିଆ ପକ୍ଷରୁ ଏକ ସଚେତନ ସାଇକେଲ ରାଲି ର ଆୟୋଜନ କରାଯାଇଛି | ତାଲୁକ ଆଇନ ସେବା ସମିତି ର ଅଧକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ଆଶିଷ କୁମାର ତ୍ରିପାଠୀ ଙ୍କ ଅଧକ୍ଷତାରେ ଆୟୋଜିତ ଏହି ସାଇକେଲ ରାଲି ରେ  ଏସ. ଡି. ଜେ. ଏମ. ପ୍ରଭାତ କୁମାର ସାମଲ, ବିଚାର ବିଭାଗ ର କର୍ମକର୍ତ୍ତା, ଓକିଲ, ଛାତ୍ର ଛାତ୍ରୀ ସାଧାରଣ […]

ସଂପୂର୍ଣ୍ଣ ପଢନ୍ତୁ

ନିଶାମୁକ୍ତ ଭାରତ ଅଭିଯାନ; କରଞ୍ଜିଆରୁ ଶୁଭାରମ୍ଭ 

କରଞ୍ଜିଆ : କରଞ୍ଜିଆର ଆଧ୍ୟାତ୍ମିକ, ସାମାଜିକ ସଂସ୍କାର ଅନୁଷ୍ଠାନ ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ କରଞ୍ଜିଆ ପକ୍ଷରୁ ନିଶାମୁକ୍ତ ଭାରତ ଅଭିଯାନ କାଯ୍ୟକ୍ରମ ର  ଶୁଭାରମ୍ଭ ହୋଇଛି |ଲୋକଙ୍କୁ ସଚେତନ କରିବା ଉଦ୍ୟସରେ ଏକ ଭ୍ରାମ୍ୟମାନ ରଥ ର ମଧ୍ୟ ଉଦଘାଟନ କରାଯାଇଛି | ବ୍ରହ୍ମ କୁମାରୀ ଦମୟନ୍ତୀ, ମୁଖ୍ୟ ସଂଚାଳିକା ଙ୍କ ସଭାପତିତ୍ୱରେ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧକ୍ଷ ମନୋଜ କୁମାର ସାହୁ, ଏ. ବି. ଇ. ଓ. ସନ୍ତୋଷ କୁମାର […]

ସଂପୂର୍ଣ୍ଣ ପଢନ୍ତୁ

କରଞ୍ଜିଆ ଅବକାରୀ ବିଭାଗର ଚଢ଼ାଉ, ୩ ମଦ ମାଫିଆ ଗିରଫ, ବାଇକ ସହିତ ୫୬ ଲିଟର ମଦ ଜବତ 

କରଞ୍ଜିଆ  : କରଞ୍ଜିଆ ଅବକାରୀ ବିଭାଗ ତରଫରୁ ବିଭିନ୍ନ ଅଂଚଳରେ ଅତର୍କିତ ଚଡାଉ କରାଯାଇ ମଦ ସହିତ ୫୬ଲିଟର ମଦ ଜବତ କରାଯାଇଛି | ଏଥି ସହିତ ତିନିଜଣକୁ ଗିରଫ କରାଯାଇଛି | କରଞ୍ଜିଆ ର ଅବକାରୀ ନିରୀକ୍ଷକ ଜୟନ୍ତୀ ଆଚାର୍ଯ୍ୟାଙ୍କ ନେତୃତ୍ୱରେ ଅବକାରୀ ଏସ. ଆଇ. ରଶ୍ମିରଂଜନ ନାୟକ, ଏ. ଏସ. ଆଇ ଫୁଲମଣୀ ନାୟକ  ଙ୍କ ସହିତ କର୍ମଚାରୀ ଆଜି ବିଭିନ୍ନ ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ମଦ କାରବାର କରୁଥିବା ମାଲଦେ ସୋରେନ […]

ସଂପୂର୍ଣ୍ଣ ପଢନ୍ତୁ

ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କଲେ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ

ଝଙ୍କଡ଼  :  ଗତ ପନ୍ଦର ଦିନ ହେଲା କଟକ ପାରାଦ୍ୱୀପ ରାସ୍ତାର ଜଇପୁର ନୂଆପଡା ଓମ ଫେଡ଼ ସମ୍ମୁଖରେ ବିପନ୍ନ ଅବସ୍ଥାରେ ରାସ୍ତା କଡରେ ପଡିରହିଥିବା ଜଣେ ଅପରିଚିତ ଅସହାୟ ଓ ନିରାଶ୍ରୟ ବୃଦ୍ଧଙ୍କ ଖବର ପାଇ, ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଆଜି ଅପରାହ୍ନ ୫ଟା ବେଳେ ସେଠାରେ ପହଂଚି, ଆମ୍ବୁଲାନ୍ସ ଡକାଇ ତାଙ୍କୁ ମୁମୂର୍ସ ଅବସ୍ଥାରେ ଉଦ୍ଧାର କରି, ପ୍ରଥମେ ମଣିଜଙ୍ଗା ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶୁ ଚିକିତ୍ସା କରାଇବା ପରେ, ଡାକ୍ତରଙ୍କ […]

ସଂପୂର୍ଣ୍ଣ ପଢନ୍ତୁ

ସଁଅରା ବାଲିପଡିଆରେ ମୂଳିସିଂହ ମଣ୍ଡଳର ହିନ୍ଦୁ ସମ୍ମିଳନୀ

ଝଙ୍କଡ଼ : ସନାତନ ହିନ୍ଦୁଧର୍ମ, ଆଜି ଘୋର ଶଙ୍କଟ ମଧ୍ୟରେ ଗତି କରୁଛି ।  ବିଶ୍ୱର ସର୍ବପୁରାତନ ଏହି ହିନ୍ଦୁଧର୍ମ ର ସୁରକ୍ଷା ଓ ବିକାଶ ନିମନ୍ତେ ଆମକୁ ଜାଗ୍ରତ ହେବାକୁ ପଡିବ ବୋଲି ତିର୍ତ୍ତୋଲ ବ୍ଲକ ସଁଅରା ପଞ୍ଚାୟତର ବାଲିପଡ଼ିଆ ଠାରେ, ଗତ ଜନରାଜ୍ୟ ଦିବସ ଦିନ, ମୂଳିସିଂହ ମଣ୍ଡଳ, ଆନୁକୂଲ୍ୟରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।  ଏହି ସମ୍ମିଳନୀ କୁ ସ୍ଥାନୀୟ ମହିଳା (ମାତୃଶକ୍ତି ) ପ୍ରଦୀପ ପ୍ରଜ୍ବଳନ କରି ଶୁଭ […]

ସଂପୂର୍ଣ୍ଣ ପଢନ୍ତୁ