ବାଲ୍ୟ ବିବାହ ନିରୋଧ ସମ୍ପର୍କିତ ସଚେତନ ରାଲି 

ରାଜ୍ୟ
Spread the love

କରଞ୍ଜିଆ  : କରଞ୍ଜିଆ କଚେରୀ ପରିସରରୁ ତାଲୁକ ଆଇନ ସେବା ସମିତି, କରଞ୍ଜିଆ ପକ୍ଷରୁ ଏକ ସଚେତନ ସାଇକେଲ ରାଲି ର ଆୟୋଜନ କରାଯାଇଛି | ତାଲୁକ ଆଇନ ସେବା ସମିତି ର ଅଧକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ଆଶିଷ କୁମାର ତ୍ରିପାଠୀ ଙ୍କ ଅଧକ୍ଷତାରେ ଆୟୋଜିତ ଏହି ସାଇକେଲ ରାଲି ରେ  ଏସ. ଡି. ଜେ. ଏମ. ପ୍ରଭାତ କୁମାର ସାମଲ, ବିଚାର ବିଭାଗ ର କର୍ମକର୍ତ୍ତା, ଓକିଲ, ଛାତ୍ର ଛାତ୍ରୀ ସାଧାରଣ ନାଗରୀକ ଏହି ରାଲି ରେ ଯୋଗ ଦେଇଥିଲେ ବାଲ୍ୟ ବିବାହ ଭଳି ଏକ ସାମାଜିକ କଳଙ୍କ କୁ ସମାଜ ରୁ ଦୂର କରିବା ଲାଗି ଏହି ସାଇକେଲ ରାଲି  କରଞ୍ଜିଆ କୋର୍ଟ ରୁ  ଆରମ୍ବ ହୋଇ  ମାଣିକ ଛକ, ଗୋଳେଇ ଛକ, ମିଳନ ପଡିଆ, ବଜାର ଛକ ଓ ଏନ. ଏ. ସି. ଛକ ଦେଇ ସହର ପରିକ୍ରମା କରିଥିଲା |

Leave a Reply

Your email address will not be published. Required fields are marked *