Gdwiuajkl0q2gv2cxear

ଆମ ସରକାର ଗଠନ ହେଉ, ମହିଳାଙ୍କୁ ମାସିକ ୩ ହଜାର ଟଙ୍କା ଦେବୁ: ଅଖିଳେଶ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଏବେ ବି ସମୟ ଅଛି, କିନ୍ତୁ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ଚାଲ ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ଯଦି ଆଗାମୀ ସମୟରେ ସମାଜବାଦୀ ପାର୍ଟି ସରକାର ଗଠନ ହୁଏ, ତେବେ ସ୍ତ୍ରୀ […]

ସଂପୂର୍ଣ୍ଣ ପଢନ୍ତୁ
Indigo 1 750x430

ମଝି ଆକାଶରେ ସରିଗଲା ଇନ୍ଧନ, ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ : ମଝି ଆକାଶରେ ବିମାନରୁ ସରିଗଲା ଇନ୍ଧନ। ଫଳରେ ବାଧ୍ୟହୋଇ ପାଇଲଟ ବିମାନକୁ ଜରୁରୀ ଅବତରଣ କରାଇଛନ୍ତି। ଗତ ଗୁରୁବାରର ଏହି ଘଟଣା ଏବେ ସାମ୍ନାକୁ ଆସିଛି। ଇଣ୍ଡିଗୋ ବିମାନ ୬ଇ ୬୭୬୪ ଗୁଆହାଟୀରୁ ଚେନ୍ନଇ ଯାଉଥିଲା। କିନ୍ତୁ ମଛି ଆକାଶରେ ପାଇଲଟ ହଠାତ ଜାଣିବାକୁ ପାଇଲେ ଯେ ବିମାନରୁ ଇନ୍ଧନ ସରିଆସିଲାଣି। ତେଣୁ ତୁରନ୍ତ ସେ ଫୁଏଲ ମେ’ ଡେ’ କଲ କରିଥିଲେ। ଏହା ପରେ ଗତିପଥ ବଦଳାଇ ବେଙ୍ଗାଲୁରୁ ବିମାନବନ୍ଦରରେ ଜରୁରୀ ଅବତରଣ […]

ସଂପୂର୍ଣ୍ଣ ପଢନ୍ତୁ
Modi Yoga D

ଯୋଗ ହେଉଛି ଏକ ଶକ୍ତିଶାଳୀ ଉପକରଣ ଏବଂ ଏକ “ବିରାମ ବଟନ୍’’ ବା ‘‘ପଜ୍‌ ବଟନ୍‌’ : ମୋଦି

ନୂଆଦିଲ୍ଲୀ: ଆଜି ବିଶ୍ବ ଯୋଗ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି ଯେ ଯୋଗ ହେଉଛି ଏକ ଶକ୍ତିଶାଳୀ ଉପକରଣ ଏବଂ ଏକ “ବିରାମ ବଟନ୍’’ ବା ‘‘ପଜ୍‌ ବଟନ୍‌’’। ଯାହା ମାନବଜାତିକୁ ନିଶ୍ୱାସ ନେବା, ସନ୍ତୁଳନ ରଖିବା ଏବଂ ପୁନର୍ବାର ସୁସ୍ଥ ହେବା ପାଇଁ ନିହାତି ଆବଶ୍ୟକ” ବିଶାଖାପାଟଣାରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ସର୍ବେ ଭବନ୍ତୁ ସୁଖିନଃ (ସମସ୍ତେ ଖୁସି ହୁଅନ୍ତୁ) […]

ସଂପୂର୍ଣ୍ଣ ପଢନ୍ତୁ
Zzzzzzzzzzzzzzzzzzzz

ଇରାନରୁ ଫେରୁଛନ୍ତି ଭାରତୀୟ ଛାତ୍ର; ଆଜି ଦିଲ୍ଲୀରେ ପହଞ୍ଚିବ ଆଉ ଦୁଇ ବିମାନ

ନୂଆଦିଲ୍ଳୀ: ଇରାନରୁ ନିଜ ଦେଶକୁ ଫେରୁଛନ୍ତି ଭାରତୀୟ ନାଗରିକ। ମଶାଦରୁ ଏକ ବିମାନ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି। ଯେଉଁଥିରେ ୨୯୦ ଜଣ ଭାରତୀୟ ଛାତ୍ର, ଅଧିକାଂଶ ଜମ୍ମୁ ଏବଂ କଶ୍ମୀରର ଥିଲେ। ଆଜି ମଶାଦରୁ ଆଉ ଦୁଇଟି ବିମାନ ଦିଲ୍ଲୀରେ ପହଞ୍ଚିବାର ସମ୍ଭାବନା ଅଛି। ଦୁଇ ଦେଶ ମଧ୍ୟରେ ବିବାଦ ବୃଦ୍ଧି ପାଉଥିବାରୁ ଭାରତ ସରକାର ମଧ୍ୟପ୍ରାଚ୍ୟ ଦେଶରୁ ନିଜ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଅପରେସନ ସିନ୍ଧୁ ଆରମ୍ଭ କରିଛନ୍ତି। […]

ସଂପୂର୍ଣ୍ଣ ପଢନ୍ତୁ
Sonia 150x150

ଇରାନ-ଇସ୍ରାଏଲ ଯୁଦ୍ଧକୁ ନେଇ ମୋଦି ସରକାର ଉପରେ ପ୍ରଶ୍ନ ଉଠାଇଲେ ସୋନିଆ

ନୂଆଦିଲ୍ଲୀ,୨୧।୬: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଇଂରାଜୀ ଖବରକାଗଜରେ ଏକ ସ୍ତମ୍ଭ ଲେଖିଛନ୍ତି। ଏଥିରେ ସେ କହିଛନ୍ତି, ଇରାନ ଭାରତର ପୁରୁଣା ବନ୍ଧୁ ଏବଂ ଗଭୀର ସମ୍ପର୍କ ଦ୍ୱାରା ଆମ ସହିତ ଜଡିତ। ଜମ୍ମୁ ଏବଂ କଶ୍ମୀର ସମେତ ଗୁରୁତ୍ୱପୂର୍ଣ୍ଣ ସମୟରେ ଭାରତକୁ ସମର୍ଥନ କରିବାର ଇରାନର ଇତିହାସ ରହିଛି। ୧୯୯୪ରେ, ଇରାନ କଶ୍ମୀର ପ୍ରସଙ୍ଗରେ ଜାତିସଂଘ ମାନବାଧିକାର କମିଶନରେ ଭାରତକୁ ସମାଲୋଚନା କରୁଥିବା ଏକ […]

ସଂପୂର୍ଣ୍ଣ ପଢନ୍ତୁ
Amitshah

ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି

ନୂଆଦିଲ୍ଲୀ,୨୧।୬: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି ଯେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଏବଂ ଏବେ ଏହି ଚୁକ୍ତିନାମା ପୁନଃସ୍ଥାପିତ ହେବ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ ଏହି ଚୁକ୍ତିନାମାର ସର୍ତ୍ତାବଳୀ ଉଲ୍ଲଂଘନ କରିଛି, ତେଣୁ ଏହାକୁ ପୂର୍ବରୁ ମିଳୁଥିବା ପାଣି ଆଉ ମିଳିବ ନାହିଁ। ଟାଇମ୍ସ ଅଫ ଇଣ୍ଡିଆକୁ ଏକ ସାକ୍ଷାତକାରରେ ଅମିତ ଶାହା କହିଛନ୍ତି, ‘ନା, ଏହି (ସନ୍ଧି) କେବେବି […]

ସଂପୂର୍ଣ୍ଣ ପଢନ୍ତୁ
Nitish 300x169

ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ ମାସିକ ଭତ୍ତା ବୃଦ୍ଧି କଲେ ନୀତିଶ କୁମାର

ପାଟନା: ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ ମାସିକ ଭତ୍ତା ବୃଦ୍ଧି କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବୃଦ୍ଧ, ଦିବ୍ୟାଙ୍ଗ ଏବଂ ବିଧବା ମହିଳାଙ୍କ ପାଇଁ ମାସିକ ଭତ୍ତା ୪୦୦ ଟଙ୍କାରୁ ୧୧୦୦ ଟଙ୍କାକୁ ବୃଦ୍ଧି ଘୋଷଣା କରିଛନ୍ତି ନୀତିଶ। ଜୁଲାଇରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ନିଷ୍ପତ୍ତି ରାଜ୍ୟର ସାମାଜିକ ସୁରକ୍ଷା ପେନସନ ଯୋଜନା ଅଧୀନରେ ୧,୦୯,୬୯,୨୫୫ ହିତାଧିକାରୀଙ୍କୁ ପ୍ରଭାବିତ କରିବ। ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ନୀତିଶ କହିଛନ୍ତି, ‘‘ମୁଁ ଆପଣଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ
Zzzzzzzzzzzzzzz

ଇରାନର ବିଜୟ କାମନା କଲେ ବିଜେପିର ଏହି ସହଯୋଗୀ ଦଳର ନେତା

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଇରାନ-ଇସ୍ରାଏଲ ଯୁଦ୍ଧ ସମ୍ପର୍କରେ ଏକ ସଂଯମ ଏବଂ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ, ଏହାର ସହଯୋଗୀ ନୀତିଶ କୁମାରଙ୍କ ଦଳ ଜନତା ଦଳ (ୟୁନାଇଟେଡ୍)ର ବରିଷ୍ଠ ନେତା କେସି ତ୍ୟାଗୀ ଖୋଲାଖୋଲି ଭାବରେ ଇରାନକୁ ସମର୍ଥନ କରିଛନ୍ତି। ସେ କେବଳ ଇସ୍ରାଏଲର ବିସ୍ତାରବାଦୀ ମନୋଭାବର ତୀବ୍ର ସମାଲୋଚନା କରିନଥିଲେ, ବରଂ ଯୁଦ୍ଧରେ ‘ଇରାନର ବିଜୟ’ କାମନା କରିଛନ୍ତି। କେସି ତ୍ୟାଗୀ କହିଛନ୍ତି ଯେ ଭାରତ ସରକାରଙ୍କ ପ୍ରତିକ୍ରିୟା “ସଠିକ୍ […]

ସଂପୂର୍ଣ୍ଣ ପଢନ୍ତୁ
Indian Team 750x430

ଲିଡ୍‌ସ ଟେଷ୍ଟ: ଭାରତ ୪୭୧ରେ ଅଲଆଉଟ୍‌

ନୂଆଦିଲ୍ଲୀ : ଲିଡ୍ସ ଟେଷ୍ଟରେ ଭାରତ ୪୭୧ ରନରେ ଅଲଆଉଟ୍‌ ହୋଇଯାଇଛି। ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଘରୋଇ ଦଳ ବିରୋଧରେ ପ୍ରଥମ ଇନିଂସର ଭଲ ପ୍ରଦର୍ଶନ କରିଛି। ଯଶସ୍ଵୀ ଜୟସଓ୍ବାଲ, ଶୁବମନ ଗିଲ ଏବଂ ରୁଷଭ ପନ୍ତଙ୍କ ୩ଟି ଶତକୀୟ ଇନିଂସ ବଳରେ ଭାରତ ବଡ଼ ସ୍କୋର କରିବାରେ ସକ୍ଷମ ହୋଇଛି। ଇଂଲଣ୍ଡ ଟସ ଜିତି ଭ୍ରମଣକାରୀ ଭାରତୀୟ ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଓପନିଂ ଯୋଡ଼ିରେ ଜୟସଓ୍ବାଲ ଏବଂ କେ.ଏଲ. ରାହୁଲ […]

ସଂପୂର୍ଣ୍ଣ ପଢନ୍ତୁ
Images

ନେତାନ୍ୟାହୁଙ୍କୁ ହିଟଲରଙ୍କ ସହ ତୁଳନା କଲେ ଏର୍ଡୋଗାନ

ଆଙ୍କାରା: ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଉପରେ ଏକ ବଡ଼ ଆକ୍ରମଣ କରିଛନ୍ତି। ସେ ନେତାନ୍ୟାହୁଙ୍କୁ ହିଟଲରଙ୍କ ସହ ତୁଳନା କରିଛନ୍ତି। ଏର୍ଡୋଗାନ୍ କହିଛନ୍ତି ଯେ ନେତାନ୍ୟାହୁ ଏବଂ ହିଟଲର ଉଭୟେ ବିନାଶର ସମାନ ପଥ ଗ୍ରହଣ କରିଥିଲେ। ଏର୍ଡୋଗାନଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏକ ଭୟଙ୍କର ସ୍ତରକୁ ପହଞ୍ଚିଛି। ନେତାନ୍ୟାହୁଙ୍କୁ ହିଟଲରଙ୍କ ସହ ତୁଳନା କରିବା […]

ସଂପୂର୍ଣ୍ଣ ପଢନ୍ତୁ